ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ
ଭୁବନେଶ୍ୱର, ୮।୧: କ୍ରମାଗତ ୨ୟ ଥର (ବର୍ଷ) ଲାଗି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଋଣ ପ୍ରଦାନ କ୍ଷେତ୍ରରେ ପୁରସ୍କୃତ ହୋଇଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ଓଜିବିକୁ ଶ୍ରେଷ୍ଠ ବ୍ୟାଙ୍କ୍…
ଗୁଜରାଟ, ଚେନ୍ନାଇର ବୃହତ୍ ବିଜୟ
ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ର ଅନୁଷ୍ଠିତ ୨ଟି ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ଓ ଚେନ୍ନାଇ କୁଇକ୍ ଗନ୍ସ ବୃହତ୍ ବିଜୟ ହାସଲ କରିଛନ୍ତି। ଗୁଜରାଟ ୪୨-୨୨ ପଏଣ୍ଟରେ…
ଆଇଏଆଇରେ ବେଦାନ୍ତ ଆଲୁମିନିୟମ ସାମିଲ
ଭୁବନେଶ୍ୱର, ୮।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ରେ ସାମିଲ ହୋଇଛି। ଏପରିକି ବିଶ୍ୱର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀଙ୍କ ମଧ୍ୟରେ ବେଦାନ୍ତ ଆଲୁମିନିୟମ…
ହୋଣ୍ଡାର ୩ୟ ଆସେମ୍ବ୍ଲି ଲାଇନ୍ ଉଦ୍ଘାଟିତ
ଭୁବନେଶ୍ୱର, ୮।୧: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଗୁଜରାଟସ୍ଥିତ ବିଠଲପୁରଠାରେ ଥିବା କମ୍ପାନୀର ୪ର୍ଥ ଦୁଇଚକିଆ କାରଖାନାଠାରେ ତୃତୀୟ ଆସେମ୍ବ୍ଲି ଲାଇନ୍ ନିକଟରେ ଉଦ୍ଘାଟିତ ହୋଇଯାଇଛି। ବିଶେଷ କରି ଉକ୍ତ କାରଖାନାର କ୍ଷମତା ୬.୫ ଲକ୍ଷ ୟୁନିଟ୍କୁ…
ନାଲ୍କୋର ୪୪ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର, ୮।୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନାଲ୍କୋର ୪୪ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟର ଏହି ଅନନ୍ୟ ସଫଳତା ସହ ୪୩ବର୍ଷରୁ ଅଧିକ ସମୟ ପୂରଣ କରିବାର…
ଅର୍ଜୁନ ପୁରସ୍କାରକୁ ନେଇ ଭାବପ୍ରବଣ ହେଲେ ଶାମି, କହିଲେ ଏହା ଏକ ସ୍ବପ୍ନ ସାକାର ହେବା ଭଳି…
ନୂଆଦିଲ୍ଲୀ,୮।୧: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅର୍ଜୁନ ପୁରସ୍କାର ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଦ୍ରୁତ ବୋଲର କହିଛନ୍ତି ଯେ, ଏହା ଏକ ସ୍ବପ୍ନ ସାକାର ହେବା ଭଳି। ମୁଁ ଖୁସି ଯେ ମୋର ନାମ ଅର୍ଜୁନ ପୁରସ୍କାର…
ଇଂଲିଶ ଉଚ୍ଚାରଣ ଶିଖାଇ ଚର୍ଚ୍ଚାରେ ଧୀରଜ
ଭୁବନେଶ୍ୱର, ୮।୧(ଅସମାପିକା ସାହୁ) : ସୋସିଆଲ ମିଡିଆରେ ଇଂଲିଶ ଉଚ୍ଚାରଣ ଶିଖାଇ ଭାଇରାଲ ହେଉଛନ୍ତି ଓଡ଼ିଆ ପୁଅ ଧୀରଜ ଟକ୍ରୀ। ନିଜ ୟୁନିକ୍ ଷ୍ଟାଇଲରେ ଇଂଲିଶ ଉଚ୍ଚାରଣ କିପରି କରିବେ, ଫରେନରଙ୍କ ଭଳି ଇଂଲିଶ କିପରି କହିବେ, ତା’ର ଶୈଳୀ ଶିଖାଉଛନ୍ତି।…
ଖାଦ୍ୟ ଖରାପ କହିବାରୁ ସଂଘବଦ୍ଧ ଆକ୍ରମଣ, ୨ ଅଟକ
ଭୁବନେଶ୍ୱର,୮।୧(ସୂର୍ଯ୍ୟକାନ୍ତ ବେହେରା) : ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ଜଣେ ଯାତ୍ରୀ ଆକ୍ରମଣର ଶିକାର ହୋଇଛନ୍ତି। ଖାଇବା ଖରାପ ହୋଇଥିବା କହିବାରୁ ହୋଟେଲ ମାଲିକ ଓ ତାଙ୍କ କର୍ମଚାରୀମାନେ ସଂଘବଦ୍ଧ ଭାବେ ତାଙ୍କୁ ରଡ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଯାତ୍ରୀଙ୍କ…
ପରିବାରର ସମସ୍ତ ସଦସ୍ୟ କୁକୁର ଭୁକନ୍ତି ଭଳି
ରିଚ୍ମଣ୍ଡ: ବର୍ଜିନିଆରେ ଏପରି ଏକ ବିଚିତ୍ର ପରିବାର ଅଛନ୍ତି, ସେମାନଙ୍କ ସହିତ କଥା ହେଲେ ଲାଗିବ ଯେପରି କୁକୁର ଭୁକୁଛନ୍ତି। ଆମେରିକାର ଜଣେ ଫିଲ୍ମ ନିର୍ମାତା ମାର୍କ ଲୌଟାଙ୍କୁ ଯେତେବେଳେ ଏ ବାବଦରେ ଜଣାପଡ଼ିଲା, ସେତେବେଳେ ସେ ସେମାନଙ୍କ ସହ ସମ୍ପର୍କ…
ଆମ୍ବାଗୁଡା ରାସ୍ତାରେ ୪ ଭାଲୁ
ଜୟପୁର, ୮ା୧ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ବ୍ଲକରେ ଭାଲୁ ଆତଙ୍କ ଦେଖାଦେଇଛି। ଏନେଇ ଜୟପୁର ବନାଞ୍ଚଳର ଆମ୍ବାଗୁଡା, କୁମୁଲିପୁଟ, ପୁଟ୍ରା, ହାଡିଆ, ସିନ୍ଧିଗାଁରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ୪ଟି ଭାଲୁ ରାତିରେ ଗ୍ରାମାଞ୍ଚଳଗୁଡିକରେ ବୁଲୁଛନ୍ତି। ଚାରି ଦିନ ହେବ…
ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସ୍ଆଇ
ଜୟପୁର/କୋରାପୁଟ, ୮ା୧ (ପବନ ପାଣିଗ୍ରାହୀ/ଅମିତାଭ ବେହେରା): ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୋମବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜୟପୁର ଟାଉନ ଥାନା ଏଏସ୍ଆଇ ଅନିଲ କୁମାର ନାୟକ। ଗାଡି ମୁକୁଳାଇବାକୁ ଥାନାକୁ ଆସିଥିବା ଜଣେ ଗାଡିଚାଳକଙ୍କୁ ଏଏସ୍ଆଇ…
ନାବାଳିକା ଗର୍ଭବତୀ, ଥାନାରେ ଏତଲା
ପାତ୍ରପୁର,୮ା୧(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ୍ ଅଞ୍ଚଳରେ ଜଣେ ୧୬ ବର୍ଷିୟା ନାବାଳିକା ଗର୍ଭବତୀ ହେବା ସମ୍ପର୍କରେ ଜରଡ଼ା ଥାନାରେ ସୋମବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ଜରଡ଼ା ଥାନା ଅଧିକାରୀଙ୍କୁ ପଚାରିବାରୁ…
Archives


