Home Left

ବିଜୟ ସହ ଓଡ଼ିଶାର ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ହୁବାଲିର ରେଲଓ୍ବେ କ୍ରିକେଟ ଗ୍ରାଉଣ୍ଡରେ ୪ର୍ଥ ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଓଡ଼ିଶା ପ୍ରଥମ ମ୍ୟାଚରେ ତେଲେଙ୍ଗାନାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ତେଲେଙ୍ଗାନା ୧୩.୨…

କଳିଙ୍ଗରେ କ୍ଲବ ଫୁଟ୍‌ବଲ ମହାମୁକାବିଲା: ଘରୋଇ ମାଟିରେ ଶକ୍ତି ଦେଖାଇବ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଆଉ ଏକ ମେଗା ଫୁଟବଲ ପ୍ରତିଯୋଗିତା କଳିଙ୍ଗ ସୁପର କପ୍‌। ସୁପର କପ୍‌ର ଏହା ୪ର୍ଥ ସଂସ୍କରଣ। ଏଥର ଓଡ଼ିଶାରେ ପ୍ରତିଯୋଗିତା ହେଉଥିବାରୁ ପ୍ରାୟୋଜକ ଦୃଷ୍ଟିରୁ ଏହାର ନାମ…

ବାଂଲାଦେଶରେ ହୋଇନାହିଁ ନିରପେକ୍ଷ ନିର୍ବାଚନ: ଆମେରିକା

ଓ୍ବାଶିଂଟନ୍‌,୯।୧: ବାଂଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ରମାଗତ ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିଛନ୍ତି। ଗତଥର ତୁଳନାରେ କମ ନାଗରିକ ନିର୍ବାଚନରେ ଭାଗ ନେଇଥିଲେ। ଗତ ନିର୍ବାଚନରେ ପ୍ରାୟ ୮୦ ପ୍ରତିଶତ ଭୋଟର ଏହି ନିର୍ବାଚନରେ ଭାଗ…

ବ୍ୟାଟିଂ ବିଫଳତା ଯୋଗୁ ପରାଜୟ ସ୍ବାଦ ଚାଖିଲା ଓଡ଼ିଶା

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ବ୍ୟାଟିଂ ବିଫଳତା ଯୋଗୁ ଓଡ଼ିଶା ଚଳିତ ରଣ୍‌ଜୀ ସିଜନରେ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜୟ ସ୍ବାଦ ଚାଖିଛି। ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଶେଷ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ୧୪୭ ରନରେ ବରୋଦାଠାରୁ…

ଆଜିଠୁ କାଳିଆ ଛାତ୍ରବୃତ୍ତି ଆବେଦନ, ଜାଣନ୍ତୁ କେବେ ଯାଏ ଚାଲିବ ଆବେଦନ

ଭୁବନେଶ୍ୱର, ୯।୧(ଅସମାପିକା ସାହୁ)- କାଳିଆ ଛାତ୍ରବୃତ୍ତି ପାଇଁ ମଙ୍ଗଳବାର ଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ କମନ ସ୍କଲାରସିପ ପୋର୍ଟାଲରେ (http://scholarship.odisha.gov.in) ଅନ୍‌ଲାଇନ୍‌ରେ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅନ୍‌ଲାଇନ୍‌ରେ କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ ଓ ନବୀକରଣ ନିମନ୍ତେ…

ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍‌! ଅଜବ ଦୃଶ୍ୟର ଭିଡିଓ ଭାଇରାଲ୍‌

ଓ୍ବାଶିଂଟନ୍‌,୯।୧: ଆମେରିକାର ମିଆମି ସହରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍‌ ଚାଲିଯାଉଥିବାର ଦାବି କରାଯାଉଛି। ଏହି ମାମଲା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଚର୍ଚ୍ଚାର…

ଇସ୍ତଫା ଦେଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ,୯।୧: ସୋମବାର ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବାର ଦୁଇ ବର୍ଷରୁ କମ ସମୟ ହୋଇଥିଲା। ତାଙ୍କ ଇସ୍ତଫା ଏମିତି ସମୟରେ ଆସିଛି ଯେତେବେଳେ ଖବର ଆସିଛି ଯେ ଚଳିତ ବର୍ଷ ଶେଷରେ…

ଆଉ ନାହାନ୍ତି ଜର୍ମାନୀର ଜଣାଶୁଣା ଫୁଟ୍‌ବଲ ଫ୍ରାଞ୍ଜ ବେକେନବର

ମ୍ୟୁନିକ୍‌, ୯ା୧: ଜର୍ମାନୀର ଜଣାଶୁଣା ଫୁଟ୍‌ବଲ ଫ୍ରାଞ୍ଜ ବେକେନବରଙ୍କ ପରଲୋକ ହୋଇଛି। ଜଣେ ଖେଳାଳି ଓ କୋଚ୍‌ ଭାବେ ସେ ଫୁଟ୍‌ବଲ ବିଶ୍ୱକପ୍‌ ଜିତିବାର ବିରଳ ଗୌରବ ଅର୍ଜନ କରିଥିଲେ। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଷ୍ଟାର୍‌ ଡିଫେଣ୍ଡର…

୪୦ ବର୍ଷ ବୟସରେ ପୁଣି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ଏହି କ୍ରିକେଟର୍‌! ଟି-୨୦ ବିଶ୍ୱକପ୍‌ରେ ଦେଖାଇବେ ଜଲଓ୍ବା

ନୂଆଦିଲ୍ଲୀ,୯।୧: SA ଟି-୨୦ ଲିଗରେ ଚେନ୍ନାଇ ଫ୍ରାଞ୍ଚାଇଜ ଅଧିନାୟକ ଥିବା ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିପାରିବେ। ଟି-୨୦ ବିଶ୍ୱକପ ଖେଳିବା ନେଇ ସେ ଏକ ବଡ ବିବୃତ୍ତି ଦେଇଛନ୍ତି। ଡୁ ପ୍ଲେସିସ କହିଛନ୍ତି ଯେ,…

ମାଳଦ୍ୱୀପ ବାସନ୍ଦ ଚର୍ଚ୍ଚା ଜୋର୍‌ ଧରିଲା, ଅପମାନକୁ କଦାପି ବରଦାସ୍ତ କରାଯିବନି: ଲାକ୍ଷାଦ୍ୱୀପ ପ୍ରଶାସନ

ନୂଆଦିଲ୍ଲୀ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମାଳଦ୍ୱୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ‘ମାଳଦ୍ୱୀପ ବର୍ଜନ’ ଚର୍ଚ୍ଚା ଜୋର୍‌ ଧରିଛି। ମାଳଦ୍ୱୀପ ବଦଳରେ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲାକ୍ଷାଦ୍ୱୀପ ବେଳାଭୂମିକୁ ପର୍ଯ୍ୟଟନ ସ୍ଥଳ ଭାବେ ବାଛିବାକୁ କୁହାଯାଉଛି।…

ଭାରତୀ, ଅମୂଲ୍ୟଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ଷାଠିଏ ଓ ସତୁରି ଦଶକରେ ଦେଶର ଶ୍ରେଷ୍ଠ ଫୁଟବଲ ଗୋଲକିପର ଭାବେ ପରିଚିତ ଥିବା ଭାରତୀକୃଷ୍ଣ ମିଶ୍ର ଏବଂ ସଫଳ ହକି କୋଚ ଅମୂଲ୍ୟ ବେହେରାଙ୍କୁ ୨୦୨୩ ବର୍ଷର ସମ୍ମାନଜନକ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା…

ପାକିସ୍ତାନ ହାତ ଛାଡିଲେ ଏହି ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଗ୍ରାଣ୍ଟ ବ୍ରାଡବର୍ନ ପାକିସ୍ତାନ କ୍ରିକେଟ ବୋର୍ଡ ଛାଡିଛନ୍ତି। ସେ ପାକିସ୍ତାନର ଉଚ୍ଚ ପ୍ରଦର୍ଶନକାରୀ(High-performance coach) କୋଚ ଥିଲେ। ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ସେ ମିକି ଆର୍ଥରଙ୍କ ଅନୁପସ୍ଥିତିରେ ପାକିସ୍ତାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri