ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼
ଭୁବନେଶ୍ୱର,୮।୧: ହାଇଟେକ ସୋମବାର ଛାତ୍ର କଂଗ୍ରେସର କର୍ମୀମାନେ ଏକ ରାଲିରେ ଆସି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଏହାସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବା ସହ ନାରାବାଜି ଦେଇଛନ୍ତିି। ଅନ୍ୟପକ୍ଷେ…
ସଜେଇ ହେଲାଣି ଦାରିଙ୍ଗବାଡି: ଆଜିଠୁ ୬ ଦିନ ଧରି ଚାଲିବ ଜନଜାତି, ଶୀତ ମହୋତ୍ସବ
ଦାରିଙ୍ଗବାଡି,୮।୧(ଅରୁଣ ସାହୁ ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଜନଜାତି ଓ ଶୀତ ମହୋତ୍ସବ। ଆସନ୍ତା ରବିବାର ଏହାର ଉଦ୍ଯାପନୀ ହେବ। ଏନେଇ ଦାରିଙ୍ଗବାଡି ଉତ୍ସବ ମୁଖର ହୋଇପଡିଛି। ଏଥିପାଇଁ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚି ସାରିଛନ୍ତି।…
ଯୁବକଙ୍କ ଉପରକୁ ଡେଇଁ ପଡ଼ିଲା ବାଘ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ବାଘ ଜଣେ ଯୁବକଙ୍କ ଉପରେ ଆକ୍ରମଣ…
ଭାରତ-ମାଳଦ୍ୱୀପ ବିବାଦ ମଧ୍ୟରେ ଧୋନୀଙ୍କ ଏହି ଭିଡିଓ ହେଉଛି ଭାଇରାଲ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୮।୧: ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତର ଫଟୋ ଉପରେ ମାଳଦ୍ୱୀପ ମନ୍ତ୍ରୀଙ୍କ କିଛି କମେଣ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏହି ପ୍ରସଙ୍ଗରେ ଭାରତ ସରକାର ଦେଶରେ ମାଳଦ୍ୱୀପ କୂଟନୀତିଜ୍ଞଙ୍କୁ ରିପୋର୍ଟ ତଲବ କରିଥିବାବେଳେ ପ୍ରତ୍ୟେକ…
ଦାରିଙ୍ଗବାଡିରେ ଖାଦ୍ୟ ସୁରକ୍ଷା ନେଇ ବଢୁଛି ଚିନ୍ତା: ହୋଟେଲରେ ଦେଉଛନ୍ତି ବାସି ଖାଦ୍ୟ
ଦାରିଙ୍ଗବାଡି,୮।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଛତୁ ଫୁଟିଲା ଭଳି ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ, ମିଠା ଦୋକାନ ଆଦି ଖୋଲୁଛି। ଫଳରେ ଲୋକଙ୍କ ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବଢିବାରେ ଲାଗିଛି। କେଉଁଠି ନିମ୍ନମାନର ଖାଦ୍ୟ…
ମୋଦିଙ୍କ ଭିଜିଟ ପରେ ଲାକ୍ଷାଦ୍ୱୀପରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ
କାଭାରାତି,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଲଦ୍ୱୀପ ଗସ୍ତକୁ ନେଇ ବିବାଦ ଉପୁଜିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ମେକ ମାଇ ଟ୍ରିପ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଲାକ୍ଷାଦ୍ୱୀପ ଗସ୍ତ ସୁନ୍ଦର ଦ୍ୱୀପପୁଞ୍ଜରେ ପର୍ଯ୍ୟଟନକୁ…
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ମ୍ୟାଚରୁ ବାଦ୍ ପଡିପାରନ୍ତି ଏହି ଦ୍ରୁତ ବୋଲର
ନୂଆଦିଲ୍ଲୀ,୮।୧: ଜାନୁଆାରୀ ୨୫ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ମ୍ୟାଚ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବଡ ଅସୁବିଧାରେ ଥିବା ଜଣାପଡିଛି। ଷ୍ଟାର ବୋଲର ମହମ୍ମଦ ଶାମି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ…
ରଶ୍ମିକାଙ୍କ ହାତ ଧରିବେ ବିଜୟ ଦେବରକୋଣ୍ଡା!
ମୁମ୍ବାଇ: ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ବିସ୍ତାର କରିଥିବା ରଶ୍ମିକା ମନ୍ଦାନା ଆଜିକାଲି ମୁକ୍ତିଲାଭ କରିଥିବା ମୁଭି ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ମୁଭିରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ଲକ୍ଷ ଲକ୍ଷ ଦର୍ଶକ ରଶ୍ମିକାଙ୍କ…
ଜୀବନସାଥିଙ୍କଠାରୁ ଅଲଗା ହେଲେ ଇଶା କୋପିକର
ମୁମ୍ବାଇ: ବିବାହର ୧୪ ବର୍ଷ ପରେ ଇଶା କୋପିକର ଏବଂ ତାଙ୍କ ସ୍ବାମୀ ଟିମି ନାରଙ୍ଗଙ୍କ ଅଲଗା ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଦମ୍ପତି ବର୍ତ୍ତମାନ ପରସ୍ପରଠାରୁ ଆନୁଷ୍ଠାନିକ ଭାବେ ଛାଡପତ୍ର ହୋଇଛନ୍ତି। ଏହି ଅଭିନେତ୍ରୀ ତାଙ୍କ ୯…
ସଲମାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ୨ ବ୍ୟକ୍ତି, ପୋଲିସ କଲା ଗିରଫ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଅନେକ ଥର ଲରେନ୍ସ ଗ୍ୟାଙ୍ଗ ଦ୍ୱାରା ମୃତ୍ୟୁ ଧମକ ଦିଆଯାଇଥିଲା। ଯେଉଁଥିପାଇଁ ତାଙ୍କର ସୁରକ୍ଷା ଯଥେଷ୍ଟ ବୃଦ୍ଧି କରାଯାଇଥିଲା। ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମଧ୍ୟ ଦିଆଯାଇଛି। ଏହି ସମୟରେ ଆଉ…
ପୋଲିସକୁ ଜୀବନ୍ତ ଜଳାଇବାକୁ ପ୍ରୟାସ,ସିସିଟିଭି ଜଣାଇଲା ସବୁ ଘଟଣା
ପାଟନା,୮।୧: କେତେକ ସାମାଜିକ ବିରୋଧୀ ଲୋକେ ରବିବାର ରାତିରେ ଦରଭଙ୍ଗାସ୍ଥିତ ମୋରୋ ପୋଲିସ ଷ୍ଟେଶନରେ ନିଆଁ ଲଗାଇଦେଇଥିଲେ। ପୋଲିସଙ୍କୁ ଥାନା ଭିତରେ ପୋଡ଼ିଦେବା ପାଇଁ ଉଦ୍ୟମ କରାଯାଇଛି। ତେବେ ପୋଲିସର ସତର୍କତା ହେତୁ ନିଆଁକୁ ଠିକ ସମୟରେ ନିୟନ୍ତ୍ରଣ କରାଯାଇଥିଲା। ସାମାଜିକ…
ମୁଣ୍ଡରେ ବନ୍ଧୁକ ଲଗାଇ ଗ୍ରାହକ ସେବାକେନ୍ଦ୍ରରୁ ଲୁଟିନେଲେ ଦୁର୍ବୃତ୍ତ
ସୁନ୍ଦରଗଡ଼,୮।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଧାରୁଆଡିହି ଥାନା ସାଲେପାଲି ଗାଁ ଅନିଲ କୁମାର ବାଗଙ୍କ ଏସ୍ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ସୋମବାର ମଧ୍ୟାହ୍ନରେ ଲୁଟ ହୋଇଛି। ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମିଳିଥିବା ସୂଚନା…
Archives


