Home Left

ଦକ୍ଷ ପ୍ରଜାପତି ମନ୍ଦିର ଅବହେଳିତ

ଗମ୍ଭାରୀମୁଣ୍ଡା,୮ା୧(ଦିଲୀପ ସ୍ବାଇଁ): ସରକାର ବିଭିନ୍ନ ମନ୍ଦିର ଓ ମଠର ପୁନରୁଦ୍ଧାର କରିବା ସହ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଖୋର୍ଦ୍ଧା ଜିଲା ବାଣପୁରରେ ଥିବା ଦକ୍ଷ ପ୍ରଜାପତି ମନ୍ଦିର ଅବହେଳିତ ଅବସ୍ଥାରେ…

ବେଧଡ଼କ ବାଲି ଚୋରା ଚାଲାଣ

ଯାଜପୁର ସଦର,୮ା୧(ସମର ବିଜୟ ଶରଣ): ଯାଜପୁର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁର-କୁଆଖିଆକୁ ସଂଯୋଗ କରୁଥିବା ଖରସ୍ରୋତା ନଦୀର ରାଜଘାଟଠାରେ ଥିବା ସେତୁ ନିକଟରୁ ବେଧଡ଼କ ବାଲି ଉଠାଯାଇ ଚୋରା ଚାଲାଣ କରାଯାଉଛି। ଏଥିଯୋଗୁ ସେତୁ ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି।…

ରାଜେଶ, ଶ୍ରୀହନ ଚାମ୍ପିୟନ

ଭୁବନେଶ୍ୱର, ୮।୧(ତପନ ସ୍ବାଇଁ): କେଟି ଗ୍ଲୋବାଲ ଅଲ୍‌ ଓଡ଼ିଶା ଓପନ ଚେସ୍‌ର ୧୦ମ ସଂସ୍କରଣ ଏବଂ ରାଜ୍ୟ ଓପନ ବ୍ଲିଜ୍‌ ଚାମ୍ପିୟନଶିପ୍‌ ରବିବାର ସମାପ୍ତ ହୋଇଛି। କ୍ଲାସିକାଲ ଇଭେଣ୍ଟରେ ରାଜ୍ୟର ୮ ଜିଲାରୁ ୧୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ୭ ରାଉଣ୍ଡ…

ଗଞ୍ଜାଙ୍କୁ ଭାଏଗ୍ରା

ଭାରତ ବହୁବିଧ ସଂସ୍କୃତିରେ ଭରପୂର। ଜାନୁଆରୀ ମଧ୍ୟବର୍ତ୍ତୀ ସମୟରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ। ଅର୍ଥାତ୍‌ ଶୀତ ସରିଯିବାର ଏହା ସଙ୍କେତ ଦିଏ। ଓଡ଼ିଶାରେ ଏହା ମକର ସଂକ୍ରାନ୍ତି ଭାବେ ପାଳନ କରାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶରେ ସଂକ୍ରାନ୍ତି, ଆସାମରେ ମାଘ ବିହୁ,…

ଜାତୀୟ ପାରା ଆଥ୍‌ଲେଟିକ୍ସ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୮ା୧(ସରୋଜ ଜେନା): ଗୋଆର ପଣଜିରେ ଜାନୁଆରୀ ୮ରୁ ୧୩ ଯାଏଁ ଜାତୀୟ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହେବ। ଓଡ଼ିଶା ପକ୍ଷରୁ ୪୨ ଜଣିଆ ଦଳ ଯାଉଥିବା ବେଳେ ଶନିବାର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ…

ଅର୍ଦ୍ଧାଧିକ ଚାଷଜମି ଜଳସେଚନରୁ ବଞ୍ଚିତ

କେନ୍ଦ୍ରାପଡ଼ା,୮ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଶୁକ୍ରବାରଠାରୁ ୧୧୮ ସ୍ଥାନରେ ସରକାରୀ ଧାନମଣ୍ଡି ଖୋଲିବ। ବଳକା ଧାନ ବିକ୍ରି ପାଇଁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ୍‌ ଦିଆଯାଇଛି। ତେବେ ଚଳିତବର୍ଷ ପୂର୍ବବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ କମ୍‌ ରହିବ ବୋଲି ପ୍ରାଥମିକ…

ସତ୍ୟ ସ୍ବରୂପ ତ୍ରିପାଠୀ ଚାମ୍ପିୟନ

ଭୁବନେଶ୍ୱର,୮ା୧(ସରୋଜ ଜେନା): ପୋଖରୀପୁଟ ଠାରେ ଥିବା ଆର୍‌. ବି. ଚେସ ସେଣ୍ଟର୍‌ ଆନୁକୁଲ୍ୟରେ ଅନୁଷ୍ଠିତ ଦ୍ବିତୀୟ ଆର୍‌. ବି. ଚେସ ଟୁର୍ନାମେଣ୍ଟ -୨୦୨୩ ପ୍ରତିଯୋଗିତାରେ ସତ୍ୟ ସ୍ବରୂପ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଇହାନ ଚୌଧୁରୀ (ରନର୍‌ଅପ), ଆଦ୍ୟା ଅଦ୍ଭିତ…

ଜାତୀୟ ଜୁନିୟର ହ୍ୟାଣ୍ଡ୍‌ବଲ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର, ୮।୧ (ତପନ ସ୍ବାଇଁ): ଚଳିତ ମାସ ୯ରୁ ୧୩ ପର୍ଯ୍ୟନ୍ତ ଜୟପୁରର କରୋଲିଠାରେ ହେବାକୁ ଯାଉଥିବା ୪୬ ତମ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡ୍‌ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ମନୋନୀତ ଖେଳାଳି ମାନେ ହେଲେ ଆର୍ଯ୍ୟନ…

ଜାପାନ କରାଟେରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଜାପାନ କରାଟେ ଆସୋସିଏଶନ ଇଣ୍ଡିଆ (ଜେକେଏଆଇ)ର ୮ମ ଜାତୀୟ ଚାମ୍ପିୟନଶିପ ମୁମ୍ବାଇସ୍ଥିତ ଜିସିସି କ୍ଲବରେ ରବିବାର ଉଦ୍‌ଯାପିତ ହୋଇଛି। ଜେକେଏଆଇ ଓଡ଼ିଶା ମୁଖ୍ୟ ସନ୍ତୋଷ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ରାଜ୍ୟରୁ ୬ ଜଣିଆ ଦଳ ଭାଗ ନେଇଥିଲା।…

ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୮।୧: ଇଣ୍ଟର ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍‌ନୋଲୋଜି (ଆଇଆଇଏମ୍‌ଟି) ଏବଂ ଦି ୟୁନାଇଟେଡ ନେଶନ୍‌ସ ଏଜୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅଗ୍ରାନାଇଜେଶନ ବା ୟୁନେସ୍କୋର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରର କଣ୍ଟାବାଡ଼ସ୍ଥିତ ଆଇଆଇଏମ୍‌ଟି କ୍ୟାମ୍ପସ…

ଖିମ୍‌ଜୀକୁ ରିଟେଲ ଜୁଏଲେରି ଏମ୍‌ଡି ଆଣ୍ଡ ସିଇଓ ଆୱାର୍ଡ

ଭୁବନେଶ୍ୱର, ୮।୧(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ‘ରିଜିଓନାଲ ରିଟେଲ ଚେନ୍‌ ଅଫ୍‌ ଦି ଇୟର (ଇଷ୍ଟ) ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଭାରତର ପୂର୍ବାଞ୍ଚଳରୁ ଜୁଏଲେରି ଶିଳ୍ପରେ…

ଉତ୍କଳ କ୍ୟାନ୍‌ସର କନ୍‌କ୍ଲେଭ ଉଦ୍‌ଯାପିତ

ଭୁବନେଶ୍ୱର,୮।୧: ଉତ୍କଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ ବା ଉତ୍କଳ ହସ୍ପିଟାଲ ଭୁବନେଶ୍ବର ପକ୍ଷରୁ ରବିବାର ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍‌କ୍ଲେଭ-୨୦୨୪’ ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri