୨୦୦୦ ଟଙ୍କା ନୋଟ ଏକ୍ସଚେଞ୍ଜ: ଆରବିଆଇ ଦେଲା ବଡ଼ ଅପଡେଟ୍
ମୁମ୍ବାଇ,୮।୧: ଯଦି ଆପଣ ଏ ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ ବଦଳାଇନାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ନେଇ ଏକ ବଡ ଅପଡେଟ୍ ଦେଇଛି। ଆରବିଆଇ…
ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
କୋଦଳା,୮ା୧(ଅମିତ କୁମାର ପଟ୍ଟନାୟକ)-କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲକୁ ଗତ ୫ ତାରିଖରେ ଜିଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଅଚାନକ ଆସି ବିଭିନ୍ନ ଅବ୍ୟବସ୍ଥା ଦେଖିବା ପରେ ବିରକ୍ତି ପ୍ରକାଶ କରିିଥିଲେ। ଏହାକୁ ନେଇ ସୋମବାର ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସ୍ବର୍ଣ୍ଣମୟୀ…
ଦିଲ୍ଲୀରେ ଜେଏନ୍.୧ର ୨୪ ମାମଲା ରେକର୍ଡ
ନୂଆଦିଲ୍ଲୀ,୮।୧: ଜାତୀୟ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ ସବ ଭାରିଆଣ୍ଟ ଜେଏନ୍.୧ର ୨୪ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ତିନିଜଣ ଆକ୍ରାନ୍ତ ଦିଲ୍ଲୀ ବାହାରେ ରହୁଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆକ୍ରାନ୍ତ ସଂକ୍ରମଣରୁ…
ଗୀତ ଗାଇଲେ ଡେପୁଟି କଲେକ୍ଟର
ଭଦ୍ରକ,୮।୧(ରବିନାରୟଣ ଖିଲାର): ଭଦ୍ରକ ଗାନ୍ଧୀପଡ଼ିଆରେ ଚାଲିଥିବା ଭଦ୍ରକ ସାସ୍କୃତିକ ମହୋତ୍ସବର ୫ମ ସନ୍ଧ୍ୟାରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ମୁଖ୍ୟଅତିଥି, ସ୍ବଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ ରାୟ ବିଶିଷ୍ଟ ଅତିଥି, ଅଧ୍ୟାପକ ନିହାର ରଞ୍ଜନ କର ମୁଖ୍ୟବକ୍ତା ଏବଂ ଖବରଦାତା…
ବିଜଡିରୁ ନିଲମ୍ବିତ ପରେ ମୁହଁ ଖେଲିଲେ ଦୁଇ ନେତା
ମୋରଡ଼ା,୮ା୧(ସ୍ମାରକ ମାଜୀ): ଦଳ ବିରୋଧୀ କାର୍ଯ୍ୟ ପାଇଁ ମୟୂରଭଞ୍ଜ-୧ ସାଙ୍ଗଠନିକ ଜିଲା ବିଜେଡି ସାଧାରଣ ସମ୍ପାଦକ ଅମୀର ଖାନ ଏବଂ ବିଜୁ ଛାତ୍ର ଜନତା ଜିଲା ଉପ ସଭାପତି ହର୍ଷବର୍ଦ୍ଧନ ମୁଦୁଲିଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି। ନିଲମ୍ବନ ପରେ…
ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକୋ
ନନ୍ଦାହାଣ୍ଡି,୮।୧ (ପ୍ରତୀପ କୁମାର ଦାଶ): ନବରଙ୍ଗପୁର ଜିଲାରେ ମଣ୍ଡି ଅବ୍ୟବସ୍ଥା। ମିଲରଙ୍କ ମନମାନୀ, ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଥିବା ଖବର ବାରମ୍ବାର ପ୍ରକାଶ ପାଇବା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଧାନ ଦୀର୍ଘ ଦିନ ଧରି ମଣ୍ଡିରେ…
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ/ଢାକା,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଖ ହସିନାଙ୍କୁ ସାଧାରଣ ନିର୍ବାଚନରେ ତାଙ୍କ ଦଳର ବୃହତ୍ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ଲୋକଙ୍କ କଲ୍ୟାଣକୁ ଆଧାର କରି ବାଂଲାଦେଶ ସହ ସ୍ଥାୟୀ ସହଭାଗିତାକୁ ମଜବୁତ କରିବାକୁ ଭାରତ…
ଯୁବ ଶୁଟର ବରୁଣ, ଇଶାଙ୍କୁ ମିଳିଲା ଅଲିମ୍ପିକ କୋଟା
ଜାକର୍ତ୍ତା,୮ା୧: ଜକର୍ତ୍ତାଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ମହିଳା ଏବଂ ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଇଶା ସିଂ ସ୍ବର୍ଣ୍ଣ ପଦକ ସହ ଅଲିମ୍ପିକ କୋଟା ହାସଲ କରିଛନ୍ତି। ଏହି ଦୁଇଜଣଙ୍କ…
ମାଳଦ୍ୱୀପର ଫଟୋ ଶେୟାର କରି ଲାକ୍ଷାଦ୍ୱୀପକୁ ସପୋର୍ଟ କରୁଥିଲେ ରଣବୀର, ଟ୍ରୋଲର ହେଲେ ଶିକାର
ମୁମ୍ବାଇ: ଅନେକ ତାରକା ମାଳଦ୍ୱୀପ ବିବାଦକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ପର୍ଯ୍ୟଟନକୁ ସମର୍ଥନ କରୁଥିବା ବେଳେ ମତାମତ ଦେଉଛନ୍ତି। ଏହି କ୍ରମରେ ଅଭିନେତା ରଣବୀର ସିଂ ମଧ୍ୟ ଏମ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରଛନ୍ତି ଏବଂ ମାଳଦ୍ୱୀପ ବଦଳରେ…
ଇମ୍ରାନ୍ଙ୍କୁ ଆଶ୍ୱସ୍ତି: ଜେଲରୁ ମୁକ୍ତ କରିବାକୁ ଆଦେଶ ଦେଲେ କୋର୍ଟ
ଇସଲାମାବାଦ,୮।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ସାଇଫର ମାମଲାରେ ଆଶ୍ୱସ୍ତି ମିଳିଛି। ସରକାରୀ ଗୋପନିୟତା ଅଧିନିୟମ ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କ ଜାମିନ ନିଶ୍ଚିତ କରିବା ପରେ ସୋମବାର ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ…
ଜାତୀୟ ଜୁନିୟର ହ୍ୟାଣ୍ଡବଲ୍ ଚାମ୍ପିୟନଶିପ୍ରେ ଓଡ଼ିଆ ପୁଅ ସତ୍ୟଜିତ୍
ଧାମନଗର,୮।୧(ଦେବେନ୍ଦ୍ର ଆନ୍ଦିଆ): ଜାତୀୟସ୍ତରରେ ଜୁନିୟର ହ୍ୟାଣ୍ଡବଲ୍ ଚାମ୍ପିୟନଶିପ୍ରେ ଭାଗ ନେବା ପାଇଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ସତ୍ୟଜିତ ପାଗଳ(୧୬) ମନୋନୀତ ହୋଇଛନ୍ତି। ମଙ୍ଗଳବାରଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନରେ ନ୍ୟାଶନାଲ ଜୁନିୟର ହ୍ୟାଣ୍ଡବଲ…
ବିନା ଅନୁମମତିରେ ସଲମାନଙ୍କ ଫାର୍ମହାଉସରେ ପଶିଥିଲେ ୨ ବ୍ୟକ୍ତି: ଗିରଫ କଲା ପୋଲିସ
ବଲିଉଡ ଅଭିନେତା ସଲମାନ ଖାନଙ୍କ ପାନଭେଲ୍ ସ୍ଥିତ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ, ଉଭୟ ଲୋକ ଅନ୍ୟ ରାଜ୍ୟରୁ ଆସି ଫିଲ୍ମ ଷ୍ଟାରଙ୍କୁ ଦେଖିବା ପାଇଁ ମୁମ୍ବାଇ…
Archives


