ରବି ଚାଷ ପାଇଁ ଛଡ଼ାଗଲା ପାଣି
ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଇନ୍ଦ୍ରାବତୀରୁ ଚଳିତ ରବି ଚାଷ ପାଇଁ ଜଳସେଚନ ଆରମ୍ଭ ହୋଇଛି। ଏଥିରେ ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗା ଲିଫ୍ଟ କେନାଲ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଣ କରାଯାଇଛି। ଇନ୍ଦ୍ରାବତୀ ଜଳସେଚନ ଜିଲାର ଅର୍ଥନୀତି…
ମାଲକାନଗିରି ବିମାନବନ୍ଦର ଲୋକାର୍ପଣ ଆଜି
ମାଲକାନଗିରି,୯ା୧(ଦୁର୍ଯ୍ୟୋଧନ ପତ୍ର):ମାଲକାନଗିରି ବିମାନବନ୍ଦରକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଶାସନ ପକ୍ଷରୁ ଏନେଇ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି। ରବିବାର ମାଲକାନଗିରି…
ବଢୁଛି ଅସନ୍ତୋଷ: ୧୮ରେ କୃଷକଙ୍କ ବିଶାଳ ସମାବେଶ
ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବିଦ୍ୟୁତ କ୍ଷେତ୍ରର ଘରୋଇକରଣ, ଧାନ ବିକ୍ରି ସମସ୍ୟାକୁ ନେଇ କୃଷକ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି କ୍ରମରେ ଜାନୁୟାରୀ ୧୮ ତାରିଖରେ ଭଟଲି ବ୍ଲକରେ ଜୟ କିଷାନ ଆନ୍ଦୋଳନ ତରଫରୁ ଏକ…
ସ୍କୁଲରେ ବନ୍ଧୁଙ୍କ ସହ ନିର୍ବନ୍ଧ କଲେ ୪ ବର୍ଷର ବାଳକ: ଉପହାର ଦେଲେ ଏମିତି କିଛି, ମାତାପିତାଙ୍କ ଉଡିଗଲା ହୋଶ୍
ସାଧାରଣତଃ ପିଲାମାନେ ବହୁତ ସରଳ ଏବଂ ନିଷ୍କପଟ ହୋଇଥାନ୍ତି। ସେମାନଙ୍କ ମନରେ କାହା ପାଇଁ ପ୍ରତାରଣା ନ ଥାଏ। କିନ୍ତୁ ଅନେକ ଥର ପିଲାମାନଙ୍କର ଏହି ସରଳତା ମାତାପିତାଙ୍କ ପାଇଁ ମହଙ୍ଗା ପଡିଯାଏ। ଚାଇନାରେ ହୋଇଥିବା ଏକ ଘଟଣାରେ ଏକ ଛୋଟ…
ଲଭ ମନ୍ଥ ଫେବୃୟାରୀରେ କରନ୍ତୁ ରୋମାଣ୍ଟିକ ଟ୍ରିପ
ନୂଆଦିଲ୍ଲୀ: ଫେବୃଆରୀ ମାସକୁ ପ୍ରେମ ମାସ କୁହାଯାଏ, ଏହି ସମୟରେ ଭାଲେଣ୍ଟାଇନ୍ସ ଡେ ପଡେ, ବସନ୍ତ ପଞ୍ଚାମି ଆସନ୍ତି ଏବଂ ପ୍ରେମ କରୁଥିବା ଲୋକଙ୍କ ପାଇଁ ଏହି ମାସ ଅତ୍ୟନ୍ତ ସ୍ବତନ୍ତ୍ର । ଏଭଳି ସମୟରେ, ଯଦି ତୁମେ ତୁମର ସାଥୀଙ୍କ…
୨୨ ବର୍ଷ ପରେ ଲଣ୍ଡନରେ ପହଞ୍ଚିଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ
ଲଣ୍ଡନ,୯।୧: ୨୨ ବର୍ଷ ପରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଗସ୍ତରେ ଲଣ୍ଡନରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭାରତ-ବ୍ରିଟେନ ପ୍ରତିରକ୍ଷା ସହଭାଗୀତାର ସମସ୍ତ ଦିଗ ଉପରେ ଧ୍ୟାନ କରିଛନ୍ତି। ସିଂ ଦୁଇ ଦେଶ ମଧ୍ୟରେ…
୭୩ ବର୍ଷର ମାଆଙ୍କ ପେଟରେ ୩୫ ବର୍ଷର ଶିଶୁ!
ପ୍ରକୃତିର ଖେଳ ପ୍ରକୃତରେ ଅନନ୍ୟ। ଅନେକ ଥର ଏପରି ଘଟଣା ସାମ୍ନାକୁ ଆସେ ଯେ ଜଣେ ବ୍ୟକ୍ତି କେବଳ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଏ। ଏପରି ପରିସ୍ଥିତିରେ, ଆମକୁ ସ୍ବୀକାର କରିବାକୁ ପଡିବ ଯେ ବିଶ୍ୱରେ କିଛି ଜିନିଷ ଅଛି ଯାହା…
ଆନ୍ଧ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଗଲେ ସମ୍ପର୍କୀୟ
ଝରିଗାଁ,୯।୧(କିଶୋର ଚନ୍ଦ୍ର ମଣ୍ଡଳ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ଭଦ୍ରାଚଳମ୍ର ମିଳିଆଲଗୁଡାରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ବଳି ଜାନୀ(୫୫)।…
ଚଳନ୍ତା କାର୍ରୁ ହଠାତ୍ ଉଠି ନାଚିଲେ ଯୁବତୀ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସାଙ୍ଗମାନଙ୍କ ସହିତ ଏକ ଲମ୍ବା ଡ୍ରାଇଭରେ ଯିବା ମଜା ଅଲଗା। ଲୋକମାନେ ପ୍ରାୟତଃ ନିଜ ମ୍ୟୁଜିକ୍ ବଜାଇ ଗାଡି ଚଳାଉଥିବାର ଦେଖାଯାଏ। ଏହି ସମୟ ମଧ୍ୟରେ କେହି କେହି କାରରେ ବସି ନାଚିବା ଆରମ୍ଭ କରନ୍ତି। ଏହିପରି ଲୋକଙ୍କ ଭିଡିଓ ଏବଂ…
ଦିବ୍ୟାଙ୍ଗ ହେଲେ ହେଲେ ବି ଖଟିକି ଖାଇବି: ଏହି ଭିଡିଓ କରିଦେବ ଭାବପ୍ରବଣ
ସୋସିଆଲ ମିଡିଆରେ ପ୍ରାୟତଃ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବା ପରେ ହୃଦୟ ତରଳି ଯାଏ। ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶ୍ରମିକ ଭାବରେ କାମ…
ଟାର୍ଗେଟରେ ଥିଲେ ଯବାନ: ସୀମାନ୍ତରୁ ମିଳିଲା ୪ ଆଇଇଡି ବୋମା
ମାଲକାନଗିରି,୯ା୧(ଦୁର୍ଯ୍ୟୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୪ ଆଇଇଡି ବୋମା ଜବତ କରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ଛତିଶଗଡ ବିଜାପୁର ଜିଲାର ଧର୍ମରାମ ଏବଂ ଚିନ୍ତଗୁଫା ମଧ୍ୟରେ ସିଆରପିଏଫ ଓ ବିଡିଏସ୍ର…
ରାସ୍ତାରେ ନ ହେଲେ ଗଛମୂଳେ ପିଲା
ଜଳେଶ୍ୱର,୯ା୧(ନବୀନ କୁମାର୍ ସାହୁ: ଶିଶୁମାନେ କିପରି ଆବଶ୍ୟକ ପୋଷଣରୁ ବଞ୍ଚିତ ନ ହେବେ ସେନେଇ ସରକାର ଶହ ଶହ ଯୋଜନା କରୁଛନ୍ତି। ପୋଷାକଠାରୁ ଆରମ୍ଭ କରି ପୁଷ୍ଟିକର ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଯୋଗାଇ ଦେଉଛନ୍ତି। ହେଲେ ବାଲେଶ୍ବର ଜିଲା ଜଳେଶ୍ୱର…
Archives


