Home Left

ସାବଧାନ! ହେଲ୍‌ମେଟ ଘରକୁ କରୋନା ଆଣୁନାହିଁ ତ

ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍‌ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି ପ୍ରଶ୍ନଟି ଆପଣ ଏବଂ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ କରୋନା…

ହିନ୍ଦୁ ଶରଣାର୍ଥୀଙ୍କୁ ସହଯୋଗର ହାତ ବଢ଼ାଇଲେ ଧାଓ୍ବନ

ନୂଆଦିଲ୍ଲୀ, ୪।୭- ମହାମାରୀ କରୋନା ଭାଇରସ ସମୟରେ ଭାରତର ଅନେକ କ୍ରୀଡ଼ାବିତ୍‌ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବାର ଦେଖିବାକୁ ମିଳିଛି। ବହୁପୂର୍ବତନ କ୍ରିକେଟର ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିଂ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଂକୁ ବିପୁଳ ପରିମାଣର ଆର୍ଥିକ…

କାହିଁକି ମରୁଛନ୍ତି ଏତେ ସଂଖ୍ୟକ ହାତୀ, ଜାଣନ୍ତୁ କ’ଣ ରହିଛି କାରଣ

ଆଫ୍ରିକାର ବୋସ୍‌ଓ୍ବାନାଠାରେ ଗତ ଦୁଇ ମାସ ମଧ୍ୟରେ ଶହ ଶହ ହାତୀଙ୍କର ମୃତ୍ୟୁ ଘଟିସାରିଲାଣି। ବ୍ରିଟେନସ୍ଥିତ ନ୍ୟାସନାଲ ପାର୍କ ରେସ୍‌କ୍ୟୁର ଡ. ଡକ୍ଟର ନିଅଲ ମାଚେନ କୁହନ୍ତି, ତାଙ୍କ ସହକର୍ମୀମାନେ ମେ’ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ଏହି ଦେଶର ଓକାଭାଙ୍ଗୋ ଡେଲ୍‌ଟାରେ…

ଉର୍ବଶୀଙ୍କୁ ଏହି କାରଣ ଲାଗି ବ୍ଲକ୍‌ କରିଥିଲେ ରିଷଭ ପନ୍ତ

ନୂଆଦିଲ୍ଲୀ, ୪।୭- କ୍ରିକେଟ୍‌ ଓ ବଲିଉଡ୍‌ ମଧ୍ୟରେ ସମ୍ପର୍କ ଅତି ପୁରୁଣା। ପୂର୍ବରୁ ବହୁ ଭାରତୀୟ କ୍ରିକେଟର୍‌ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ଦେଖାଯାଇଛି। ନିକଟ ଅତୀତରେ ଭାରତୀୟ ଦଳର ଯୁବ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ…

ଏହି ୩ କୁକୁର ମୃତ୍ୟୁମୁଖରୁ ବଞ୍ଚାଇଥିଲେ ମାଲିକଙ୍କୁ

ଆମ ଆଖପାଖରେ ଏମିତି କିଛି ଜୀବଜନ୍ତୁ ଥା’ନ୍ତି ଯେ କି ଆମର ବହୁ ବିଶ୍ୱାସୀ ହୋଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କହିଛନ୍ତି, ଯଦି ପାରୁଛ ପଶୁପକ୍ଷୀଙ୍କଠାରୁ କିଛି ଶିଖ। କୁକୁର ଏପରି ଏକ ଜୀବ, ଯିଏ ମଣିଷର ସବୁଠୁ ଭଲ ତଥା…

କାହିଁକି ଝଗଡ଼ା ଲାଗିଥିଲେ ସୁଶାନ୍ତ ସିଂ, ସୁରଜ ପଞ୍ଚୋଲି

ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ଦିଶା ଏବଂ ସୁରଜଙ୍କ ସମ୍ପର୍କ ବିଷୟରେ କାହାଣୀ ଲେଖାଯାଉଛି। ଏହା ସହ…

ଏମିତି କିଛି ଅଭ୍ୟାସ ବଦଳାଇ ବଞ୍ଚାନ୍ତୁ ଟଙ୍କା

ଆପଣ ଜାଣନ୍ତି କି ଆପଣ ଜାଣିଶୁଣି ହେଉ ଅବା ଅଜଣାତରେ ପ୍ରତ୍ୟେକ ମାସରେ ଖାଦ୍ୟ ସାମଗ୍ରୀର ୩୦ ପ୍ରତିଶତ ନଷ୍ଟ କରନ୍ତି। ଏହା କେବଳ ଆପଣଙ୍କ ସାମଗ୍ରୀ ନଷ୍ଟ କରି ନ ଥାଏ ବରଂ ଏହା ଟଙ୍କା ନଷ୍ଟ କରିଥାଏ। ଯଦି…

ସଚିନ କ୍ରିକେଟ୍‌ରେ ଏତେ ବଡ଼ ନାମ କରିବେ ବୋଲି ଜାଣି ନ ଥିଲେ ଏହି ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ, ୪।୭- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ପାକିସ୍ତାନର ମହାନ ଦ୍ରୁତ ବୋଲର ଓ୍ବାକର ୟୁନିସ ଏକାଠି ୧୯୮୯ରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ସିରିଜରେ ସେମାନଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ସଚିନଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିବାବେଳେ ସେ…

ପତ୍ନୀ ସାକ୍ଷୀଙ୍କୁ ପସନ୍ଦ ନ ଥିଲା କ୍ରିକେଟ, ନା ଚିହ୍ନିଥିଲେ ଧୋନୀଙ୍କୁ

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ବିବାହବାର୍ଷିକୀ। ଦଶ ବର୍ଷର ବିବାହ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି ଧୋନୀ। ତନ୍ମଧ୍ୟରେ ରହିଛି ୨୦୧୧ ବିଶ୍ୱକପ, ଇଂଲଣ୍ଡରେ ଚାମ୍ପିୟନ୍ସ ଟ୍ରଫି ଜିତିବା,ପଦ୍ମଭୂଷଣ ସମ୍ମାନ ମିଳିବା…

ବନ୍ଧୁ ଚୟନ ସମୟରେ ଏସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, କରିବେ ନାହିଁ ପଶ୍ଚାତାପ

ଆଚାର୍ଯ୍ୟ ଚାଣକ୍ୟ ମଣିଷ ଜୀବନକୁ ପ୍ରଭାବିତ କରୁଥିବା ସମସ୍ତ ସମ୍ପର୍କକୁ ଗଭୀର ଭାବେ ଅଧ୍ୟୟନ କରିଥିଲେ। ସେ କୁହନ୍ତି, ବନ୍ଧୁତ୍ୱ ଏଭଳି ଏକ ସମ୍ପର୍କ ଯାହା ମଣିଷ ନିଜେ ତିଆରି କରେ। ପ୍ରକୃତ ବନ୍ଧୁ ଭଗବାନଙ୍କ ଅଂଶ ଭଳି। ହେଲେ ଖରାପ…

କୋରାପୁଟରେ ପୁଣି ୫ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି

କୋରାପୁଟ,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଜିଲାର ପଟ୍ଟାଙ୍ଗି ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଜଣେ।…

ନେଟ୍ସରେ ସୁନୀଲ ଗାଭାସ୍କର ସବୁଠାରୁ ଖରାପ ଖେଳାଳି ଥିଲେ: ମୋରେ

ନୂଆଦିଲ୍ଲୀ, ୪।୭- ଭାରତୀୟ କ୍ରିକେଟ୍‌ରେ ସୁନୀଲ ଗାଭାସ୍କରଙ୍କୁ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଲିଟିଲ୍‌ ମାଷ୍ଟର ଭାବେ ପରିଚିତ ଗାଭାସ୍କର ପ୍ରଥମ ଭାରତୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦ ହଜାର ରନ୍‌ ସଂଗ୍ରହ କରିବାର ସୌଭାଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?