ଏମିତି କିଛି ଅଭ୍ୟାସ ବଦଳାଇ ବଞ୍ଚାନ୍ତୁ ଟଙ୍କା

ଆପଣ ଜାଣନ୍ତି କି ଆପଣ ଜାଣିଶୁଣି ହେଉ ଅବା ଅଜଣାତରେ ପ୍ରତ୍ୟେକ ମାସରେ ଖାଦ୍ୟ ସାମଗ୍ରୀର ୩୦ ପ୍ରତିଶତ ନଷ୍ଟ କରନ୍ତି। ଏହା କେବଳ ଆପଣଙ୍କ ସାମଗ୍ରୀ ନଷ୍ଟ କରି ନ ଥାଏ ବରଂ ଏହା ଟଙ୍କା ନଷ୍ଟ କରିଥାଏ। ଯଦି ଆପଣ ଚାହାଁନ୍ତି, ଆପଣ ଆପଣଙ୍କର କିଛି ଅଭ୍ୟାସ ପରିବର୍ତ୍ତନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜାଣନ୍ତୁ ସେ ସମ୍ପର୍କରେ….

ଆପଣ ଅନେକ ସମୟରେ ଏହା ଭାବି ଥାନ୍ତି ଯେ, ସମସ୍ତ ରନ୍ଧନ ସାମଗ୍ରୀ ଏକାଠି କିଣିବା ଦ୍ୱାରା ଆପଣ ଯେତେବେଳେ ଯାହା ଚାହିଁବେ ସହଜରେ ତିଆରି କରିବାରେ ସକ୍ଷମ ହେବେ। ଅର୍ଥାତ ସାମଗ୍ରୀ ଜମା କରି ଏହାକଚ ଆଣିବାର ଅସୁବିଧାରୁ ମୁକ୍ତି ପାଇବେ। ଏପରରି କରି ଅନେକ ଜିନିଷ କିଣୁଛନ୍ତି ଯାହା ଭୁଲ ଅଟେ। ତେଣୁ, ସବୁବେଳେ ଅଳ୍ପ ପରିମାଣରେ ସାମଗ୍ରୀ କିଣିବା ଉଚିତ୍‌ ବିନା କାରଣରେ ଫ୍ରିଜ ଏବଂ ଆଲମାରୀରେ ଏକ ଗଦା ସାମଗ୍ରୀ ରଖିବାର ଆବଶ୍ୟକ ନାହିଁ।

ରାନ୍ଧିବା ପୂର୍ବରୁ ମେନୁ ପ୍ରସ୍ତୁତ କରନ୍ତୁ, ଅର୍ଥାତ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପୂର୍ବରୁ, କ’ଣ ଏବଂ କେତେ ପ୍ରସ୍ତୁତ କରିବୋ ତାହାର ଲିଷ୍ଟ ବନାନ୍ତୁ ଗୋଟିଏ ଦିନରେ ଯେତିକି ଖାଦ୍ୟ ଖାଇବେ ସେତିକି ରାନ୍ଧିବାକୁ ଚେଷ୍ଟା କରନ୍ତୁ।

ଗ୍ରୋସରୀ କିଣିବା ପୂର୍ବରୁ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ନକରି, ଆପଣ ପ୍ରାୟତଃ ସେହି ଜିନିଷକୁ ଭୁଲିଯାଆନ୍ତି ଯାହା ପାଇଁ ଆଣିବା ଆପଣ ଯାଇଛନ୍ତି। ତାହା ଆଣନ୍ତି ବର୍ତ୍ତମାନ ସମୟରେ ଯାହା ଆବଶ୍ୟକ ନ ଥାଏ।

ମଇଦା , ଡାଲି ଏବଂ ଚାଉଳ ପରି ଶୁଖିଲା ସାମଗ୍ରୀ ସବୁବେଳେ ବାୟୁ ଟାଇଟ ପାତ୍ରରେ ରଖାଯିବା ଉଚିତ। ଅନେକ ସମୟରେ ଏହା ଅଧିକ ଆଣିବା ଫଳରେ ପୋକ ଲାଗି ଟଙ୍କା ନଷ୍ଟ ହୁଏ।

ଅନେକସାମଗ୍ରୀ ଫ୍ରିଜ୍‌ରେ ନରଖି ଅଳ୍ପ କିଣି ଶୀଘ୍ର ବ୍ୟବହାର କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?