Home Left

କରୋନା ସଚେତନତା କଲେ ମହିଳା

ବରଗଡ଼ ଅଫିସ,୨୭।୩: ବରଗଡ଼ ପୌର ପରିଷଦ ଅଧୀନ ଓ୍ବର୍ଡ ନଂ.୧୬ ବ୍ରହ୍ମଚାରୀରେ ସ୍ଥାନୀୟ ଏସ୍‌ଏଚଜି ମହିଳାମାନେ କରୋନା ପ୍ରତିହତ ପାଇଁ ସଚେତନ କରିଛନ୍ତି । ପୂର୍ବତନ କାଉନସିଲର ଦେବାନନ୍ଦ ସାହୁଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳାମାନେ ଘରକୁ ଘର…

ଖବରଦାତା, ବିତରକଙ୍କ ଉପରେ କଟକଣା ନାହିଁ: ଏସ୍‌ପି

ଛତ୍ରପୁର,୨୭ା୩(ଡି.ଏନ୍‌.ଏ.)- କରୋନାକୁ ପ୍ରତିରୋଧ କରିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେସମ୍ପର୍କରେ ସମୀକ୍ଷା ସମୀକ୍ଷା କରିଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ। ଭିଡିଓ କନ୍‌ଫରେନ୍ସଂ ଜରିଆରେ ବୈଠକ କରି ଲକ୍‌ଡାଉନବେଳେ ଛାପା ଓ ବୈଦ୍ୟୁତିକ୍‌ ଗଣମାଧ୍ୟମ, ୱେବ ମିଡ଼ିଆ ଖବରଦାତା…

କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା

ବିଜେପୁର,୨୭।୩(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମାଜିକ ସୁରକ୍ଷା…

କୋଭିଡ୍‌-୧୯: ୫୦ ଲକ୍ଷ ଟଙ୍କା ଦାନ କଲେ ସଚିନ

ନୂଆଦିଲ୍ଲୀ,୨୭।୩(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ରୋକିବା ତଥା କରୋନା ଭାଇରସ ବିରୋଧରେ ଲଢେଇ ପାଇଁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଅର୍ଥକୁ ସଚିନ ସମାନ ଦୁଇଭାଗରେ ବିଭକ୍ତ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ…

ମାନୁନାହାନ୍ତି ଲକ୍‌ଡାଉନ୍‌ କଟକଣା: ୧୭ଜଣଙ୍କୁ ଗିରଫ କଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡା ଅଫିସ,୨୭ା୩- କରୋନା ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ କୌଣସି ଜରୁରୀ କାମ ନ ଥାଇ ବାହାରକୁ ବାହାରିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଥିବା ଦେଖାଯାଉଛି। ଏପରିସ୍ଥଳେ କଟକଣାକୁ ନମାନି ଲୋକେ ଘରୁ ବାହାରକୁ…

ଚେତୁନି ଚାଇନା, ପୁଣି ଚଳାଇଛି ପଶୁପକ୍ଷୀଙ୍କ ଅଙ୍ଗରୁ ଔଷଧ ପ୍ରସ୍ତୁତି ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଆଜି ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ଏହାର ସଠିକ୍‌ କାରଣ ଆଜି…

କରୋନା ପ୍ରଭାବ: ୫୦ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କରୋନା ଭାଇରସ୍‌ରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୭୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ୧୬ଜଣଙ୍କ ମୃତ୍ୟୁ ହୋଇସାରିଛି। କରୋନାକୁ…

ହିତାଧିକାରୀଙ୍କ ଘରେ ପହଞ୍ଚିଲା ଆଗୁଆ ଭତ୍ତା ଟଙ୍କା

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଓ ଦେଶ ଲକ୍‌ ଡାଉନ୍‌ ଘୋଷଣା ପରେ ସରକାର ଲୋକଙ୍କୁ ଆର୍ଥତ୍କ ସହାୟତା କରିବା ପାଇଁ ଯୋଜନା କରିଛନ୍ତି। ବିଭିନ୍ନ ଯୋଜନାରେ ପେନ୍‌ସନ୍‌ ପାଉଥିବା ହୀତଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବାକୁ ନେଇ ଘୋଷଣା…

ଉତ୍ତରପ୍ରଦେଶରେ ଫସିଛନ୍ତି ଗଞ୍ଜାମର ୧୪ ତୀର୍ଥଯାତ୍ରୀ, ଉଦ୍ଧାର ପାଇଁ ବିଧାୟକଙ୍କୁ ଗୁହାରି

ଗଞ୍ଜାମ,୨୭ା୩(ଡି.ଏନ.ଏ.)- ଉତ୍ତରପ୍ରଦେଶରେ ଗଞ୍ଜାମର ୧୪ ଜଣଙ୍କ ସମେତ ଓଡିଶାର ମୋଟ ୫୧ ତୀର୍ଥଯାତ୍ରୀ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଏନ୍‌ଏସି ଦାମୋଦରପୁର ଗ୍ରାମର ୧୨ ଓ ଛତ୍ରପୁର ବ୍ଲକ ଅଗସ୍ତିନୂଆଗଁାର ୨ ଜଣ ମହିଳା ରହିଛନ୍ତି। ଅନ୍ୟମାନେ ପୁରୀ ଓ…

ଦେଖାଦେଲାଣି ଷ୍ଟେଜ୍‌-୩ ଆଶଙ୍କା, ସାମାଜିକ ସଂକ୍ରମଣକୁ ନେଇ ଅଧିକ ସତର୍କ ହେବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍‌ଚୀ। ଏବେ ଷ୍ଟେଜ୍‌ ୩ ସମ୍ଭାବନା ଦେଖାଯାଉଥିବା ସେ କହିଛନ୍ତି। ପୂର୍ବରୁ…

ରାପ୍‌ ସଙ୍ଗ୍‌ ମାଧ୍ୟମରେ ସଚେତନ କରୁଛନ୍ତି ସାର୍ଥକ

ଜୟପୁର,୨୭ା୩(ନି.ପ୍ର.) : ରାପ୍‌ ସଙ୍ଗ୍‌ ମାଧ୍ୟମରେ ଟ୍ରାଫିକ୍‌ ସଚେତନତା ବାର୍ତ୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା କୋରାପୁଟ ଜିଲା ଜୟପୁର ସହରର ସାର୍ଥକ ସାହୁ ଏବେ ପୁଣି ଲୋକଙ୍କ ମନ ଜିଣିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସେ ନିଜ…

ଜରୁରୀ ସେବାରେ ନିୟୋଜିତ ପୋଲିସଙ୍କୁ ସମ୍ମାନ: ଉତ୍ପାଦିତ କ୍ଷୀର ପୋଲିସକୁ ପ୍ରଦାନ କଲେ ଗୋପାଳ

ବନ୍ତ,୨୭ା୩(ଡି.ଏନ୍‌.ଏ.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଜରୁରୀ ସେବାରେ ନିୟୋଜିତ ଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କୁ ହୃଦୟରୁ ସମ୍ମାନ ଜଣାଇଛନ୍ତି ଭଦ୍ରକ ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri