ଓଜନ ହୋଲ୍ର ଆକାର କମିବାରେ ଲାଗିଛି !
ଓ୍ବାଶିଂଟନ,୨୮।୩: ଆଣ୍ଟାର୍କଟିକା ଉପରେ ସୃଷ୍ଟି ହୋଇଥିବା ଓଜନ ହୋଲ୍ର ଆକାର ଇତିମଧ୍ୟରେ କମିବାରେ ଲାଗିଛି। ୧୯୮୭ ମଣ୍ଟେକାର୍ଲୋ ପ୍ରୋଟୋକଲ ଅନ୍ତର୍ଗତ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସାଧାରଣତଃ ବାୟୁମଣ୍ଡଳରେ ଜମା ହେଉଥିବା କ୍ଲୋରୋ-ଫ୍ଲୋରୋ-କାର୍ବନ(ସିଏଫ୍ସି) ଗ୍ୟାସ୍ ଉପରସ୍ତରରେ ଥିବା…
କେରଳରୁ ଫେରି ଗାଁ ମୁଣ୍ଡ ତମ୍ବୁରେ ରହିଲେ ୧୨ ଯୁବକ
ଭବାନୀପାଟଣା, ୨୮।୩ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଳକ ଅନ୍ତର୍ଗତ ପାଇକେନ୍ଦୁମୁଣ୍ଡି ପଞ୍ଚାୟତର କୁମ୍ଭାରପିପଲଗୁଡାର ୧୨ ଜଣ ଯୁବକ ଗାଁକୁ ଫେରିଛନ୍ତି। ହେଲେ ଏମାନେ ଘରକୁ ନ ଯାଇ ଗାଁ ମୁଣ୍ଡ ତମ୍ବୁରେ ଆଶ୍ରୟ ନେଇଛନ୍ତି। କେରଳ ରାଜ୍ୟର ତ୍ରିଶୁଳ ଜିଲାର…
ଟୋକିଓ ଅଲିମ୍ପିକ୍ସ: ନୂଆ ତାରିଖ ସମସ୍ତଙ୍କୁ ଖୁସି କରି ନ ପାରେ
ପ୍ୟାରିସ,୨୮।୩ (ଏଏଫ୍ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଟୋକିଓ ୨୦୨୦ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଖୁବ୍ଶୀଘ୍ର ଏହି ମେଗା ଇଭେଣ୍ଟର ନୂଆ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି। ତେବେ ଘୋଷିତ ହେବାକୁ ଥିବା ନୂଆ ତାରିଖ ସମସ୍ତଙ୍କୁ…
ବରିଷ୍ଠ ଆଦିବାସୀ ନେତା କୁମୁଟି ମାଝିଙ୍କ ପରଲୋକ
ଭବାନୀପାଟଣା, ୨୮।୩ (ଡି.ଏନ.ଏ.): ବରିଷ୍ଠ ଆଦିବାସୀ ନେତା ତଥା ନିୟମଗିରି ସୁରକ୍ଷା ସମିତିର ପୂର୍ବତନ ସଭାପତି କୁମୁଟି ମାଝିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ ନିୟମଗିରି ଆନ୍ଦୋଳନରେ ସାମିଲ ହୋଇ ଆଦିବାସୀ…
କରୋନା ଚିକିତ୍ସାକୁ ନେଇ ନର୍ସଙ୍କ ସହ ସିଧାସଳଖ କଥା ହେଲେ ମୋଦି
ପୁଣେ,୨୮।୩: ଦେଶର ବିପତ୍ତି ସମୟରେ ଏବେ କରୋନା ଯୋଦ୍ଧା ସାଜିଥିବା ନର୍ସଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ପୁଣେ, ନାଇଡୁ ହସ୍ପିଟାଲର ଜଣେ ସିନିଅର ନର୍ସଙ୍କ ପର୍ସନାଲ ନମ୍ବରକୁ ଫୋନ୍ କରି କଥା…
ସାର, କୀଟନାଶକ ଦୋକାନ ଅଢ଼େଇ ଘଣ୍ଟା ଖୋଲା ରହିବ
ସମ୍ବଲପୁର,୨୮।୩ (ବ୍ୟୁରୋ):ଲକ୍ଡାଉନ ସମୟରେ ଜିଲାର ସମସ୍ତ ସାର ଓ କୀଟନାଶକ ଦୋକାନ ୩ ଘଣ୍ଟା ଖୋଲା ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଚାଷୀ ସଙ୍ଗଠନର ଅନୁରୋଧ ରକ୍ଷା କରି ଜିଲାପାଳ ଶୁଭମ ସକ୍ସେନା ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି। କୃଷି…
କବାଟ ନବ୍-ମୋବାଇଲ୍-ଲାପଟପ୍ ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ !
ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାର ସଂକ୍ରମଣ ନେଇ ବିଭିନ୍ନ ସମୟରେ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ତେବେ ସଂକ୍ରମିତଙ୍କ ସହିତ ସିଧାସଳଖ ସମ୍ପର୍କରେ ଆସିଲେ ଏହାର ସଂକ୍ରମଣ ହୋଇଥାଏ। ତେବେ କବାଟ ନବ୍-ମୋବାଇଲ୍-ଲାପଟପ୍…
କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁରୁଷୋତ୍ତମପୁର ତହସିଲ କର୍ମଚାରୀଙ୍କ ସହାୟତା
ପୁରୁଷୋତ୍ତମପୁର, ୨୮।୩(ଡି.ଏନ୍.ଏ.): କରୋନା(କୋଭିଡ-୧୯)ର ମୁକାବିଲା ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କର୍ମଚାରୀମାନେ ଆଗେଇ ଆସିଛନ୍ତି। ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୁୁନୀଲ କୁମାର ଟୁଡୁଙ୍କ ସମେତ କାର୍ଯ୍ୟରତ ସମସ୍ତ ୪୮ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା…
କରୋନା ପାଇଁ ଟ୍ରେନ୍ ବଗିକୁ ଆଇସୋଲେଶନ ଓ୍ବାର୍ଡରେ କରାଗଲା ପରିବର୍ତ୍ତନ
ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ କବଳରେ ଭାରତ। ଏବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯ଶହ ଛୁଇଁବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ୨୦ ଅତିକ୍ରମ କରି ସାରିଲାଣି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହା ଆଗକୁ ବୃଦ୍ଧି ପାଇପାରେ। ଏହାକୁ ଦେଖି ବିଭିନ୍ନ ସ୍ଥାନରେ…
ଲକ୍ଡାଉନ: ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କ ବାଇକ୍ ଜବତ କଲା ପୋଲିସ
ବ୍ରହ୍ମପୁର ଅଫିସ, ୨୮।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ ଜାରି ରହିଛି। ତେବେ ଲକ୍ ଡାଉନର ୬ ଦିନ ପରେ ମଧ୍ୟ ବ୍ରହ୍ମପୁରବାସୀ ପ୍ରଶାସନର କଟକଣାକୁ ଅବମାନନା କରୁଛନ୍ତି। ପ୍ରଶାସନର ଅନୁରୋଧ ସତ୍ତ୍ୱେ ବିନା…
ଲକ୍ଡାଉନ୍: ରାଜରାସ୍ତାରେ ନୀଳଗାଈ
ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଏବେ ସବୁ ଦେଶ ଲକ୍ଡାଉନ୍ ହୋଇ ଯାଇଥିବାରୁ ଲୋକମାନେ ଘର ଭିତରେ ରହୁଛନ୍ତି। ସେଥିପାଇଁ ଚାରିଆଡେ ରାସ୍ତାଘାଟ ଶୂନଶାନ୍ ହୋଇଯାଇଛି। ଲୋକେ କେହି ପଦାକୁ ବାହାରୁ ନାହାନ୍ତି। ତେଣୁ ପ୍ରକୃତିର ବିଭିନ୍ନ ରୂପକୁ ଏବେ ଦେଖିବାକୁ…
ଲକ୍ଡାଉନ: ସହରର ବିଭିନ୍ନ ସାହି ମୁଖ୍ୟରାସ୍ତାକୁ ସିଲ୍ କଲା ପ୍ରଶାସନ
ବ୍ରହ୍ମପୁର ଅଫିସ, ୨୮।୩: କରୋନା(କୋଭିଡ-୧୯) ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍ ଡାଉନକୁ ସଫଳ କରିବାକୁ ଶନିବାରଠାରୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଛକସ୍ଥାନ ସମେତ ବିଭିନ୍ନ ସାହିର ମୁଖ୍ୟ ପ୍ରବେଶ…
Archives


