୨ ଦିନରେ ୨ ହଜାର ହୋମ ଡେଲିଭରି କଲେ ମଲ୍
ଭୁବନେଶ୍ୱର,୨୯ା୩(ବ୍ୟୁରୋ): ସାରା ଦେଶରେ ଲକଡାଉନ ହେବା ପରେ ଲୋକଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ନେଇ ବିଭିନ୍ନ ମଲ, ଦୋକାନରେ ଲମ୍ବାଲାଇନ ଓ ଭିଡ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଭୁବନେଶ୍ୱରର ୨୮ ମଲ…
ହାତ ଟେକି ଦେଇଛନ୍ତି ସରକାରୀ କର୍ମଚାରୀ
ବାମରା, ୨୯।୩ (ଡି.ଏନ.ଏ.) କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଓ ସୁବିଧା ଘୋଷଣା କରଛନ୍ତି। ହେଲେ କରୋନାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ନିୟୋଜିତ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀଙ୍କୁ ସରକାର…
ଇରାନରୁ ଫେରିଲେ ୨୭୫ ଭାରତୀୟ
ଯୋଧପୁର,୨୯।୩: କରୋନା ଭାଇରସ ଯୋଗୁ ଇରାନରେ ଫସି ରହିଥିବା ୨୭୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ରବିବାର ସକାଳେ ଏକ ସ୍ବତନ୍ତ୍ର ବିମାନରେ ଏମାନେ ରାଜସ୍ଥାନର ଯୋଧପୁରରେ ପହଞ୍ଚିଥିବା ଜଣାପଡିଛି। ଭାରତୀୟ ସେନାଙ୍କ ଦ୍ୱାରା ପ୍ରସ୍ତୁତ ଓ୍ବେଲନେସ୍ ସେଣ୍ଟରକୁ ଏମାନଙ୍କୁ ପଠାଇ…
କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ମାଇକେଲ ଜ୍ୟାକସନ!
ଲସ୍ ଆଞ୍ଜେଲସ୍,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍ ଗାୟକ ମାଇକେଲ ଜ୍ୟାକସନଙ୍କ ପୂର୍ବତନ ବଡି ଗାର୍ଡ ମେଟ୍ ଫିଡସ୍ କହିଛନ୍ତି ମାଇକେଲ୍ ଜ୍ୟାକସନ୍ ପୂର୍ବରୁ…
କର୍ତ୍ତବ୍ୟ ପରାୟଣ ଯୋଗୀନ୍ଦର ଶର୍ମାଙ୍କୁ ଆଇସିସିର ପ୍ରଶଂସା
ନୂଆଦିଲ୍ଲୀ,୨୯।୩(ପି.ଟି.)-୨୦୦୭ ଟି୨୦ ବିଶକପ୍ ହିରୋ ପୂର୍ବତନ ଭାରତୀୟ କ୍ରିକେଟର ତଥା ପୋଲିସ୍ ଅଧିକାରୀ ଯୋଗୀନ୍ଦର ଶର୍ମାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଭୂୟିୟସୀ ପ୍ରଶଂସା କରିଛି। ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଯୋଗୀନ୍ଦର ଦେଶରେ ଦେଖାଦେଇଥିବା କରୋନ ଭାଇରସ୍ ସଂକ୍ରମଣ ବିରୋଧରେ…
ବୋମାଲୋଇ ଗ୍ରାମକୁ ପ୍ରବେଶ ନିଷେଧ
ସମ୍ବଲପୁର, ୨୯।୩ (ବ୍ୟୁରୋ):ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଭୟ ଲାଗି ରହିଛି। ସହରରେ ଲକ୍ ଡାଉନକୁ କେତେକାଂଶରେ ଜନସାଧାରଣ ମାନୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଜନସାଧାରଣ ଲକ୍ ଡାଉନକୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ମାନି ନେଇଛନ୍ତି । ଏହି କ୍ରମରେ ସମ୍ବଲପୁର…
ଆନିକଟ୍ର ଦ୍ୱିତୀୟ ଗେଟରେ ଜୁଆ ଖେଳ
ସମ୍ବଲପୁର, ୨୯।୩ (ବ୍ୟୁରୋ)- ସମ୍ବଲପୁର ମହାନଦୀ ଅଯୋଧ୍ୟା ସରୋବର ଦ୍ୱିତୀୟ ଗେଟ୍ ନିକଟରେ ଜୁଆ ଖେଳ ଚାଲିଛି । ଗତ ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁ ଏବଂ ପରେ ଲକ୍ ଡାଉନ୍ ଯୋଗୁ ଜୁଆ ଖେଳିବାରେ ଲିପ୍ତ ଅଛନ୍ତି ଯୁବକମାନେ…
ବୃତ୍ତ ଚିହ୍ନରେ ରହି ହାଟ ସାମଗ୍ରୀ କିଣିଲେ ଲୋକେ
ବନ୍ତ,୨୯।୩(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ରବିବାର ସାପ୍ତାହିକ ହାଟରେ ଲୋକେ ଧଳା ଗୋଲେଇ ଭିତରେ ରହି ସାମଗ୍ରୀ କିଣୁଥିବାର ଦେଖାଯାଇଛି। ସାମାଜିକ ଦୂରତା ପାଳନ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ହାଟ ପାଳିରେ ଏପରି…
ଭୋକିଲାଙ୍କ ପେଟରେ ଆହାର ଦେବାକୁ ପଣ
ସମ୍ବଲପୁର, ୨୯।୩ (ବ୍ୟୁରୋ):ସଂପ୍ରତି କରୋନା ଭୁତାଣୁ ସମଗ୍ର ବିଶ୍ୱକୁ ସଂପୂର୍ଣ୍ଣ ଭାବେ ଗ୍ରାସିଛି। ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଆଧୁନିକ ବୈଜ୍ଞାନିକ ହାତ ଟେକି ଦେଇଛନ୍ତି। ଏପରି ସ୍ଥଳେ ମଣିଷ ଭୟଭିତ ହୋଇ ଘରେ ବସିବାକୁ ବାଧ୍ୟ ହୋଇଛି। ଜନତା…
କରୋନା ଯୁଦ୍ଧର ସାରଥି ସାଜି ଭୋକିଲାଙ୍କୁ ଗହମ ଦେଲେ ଚାଷୀ
ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ସାରା ଦେଶକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ସାଧାରଣ ଖଟିଖିଆ ଶ୍ରମିକ ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇପଡିଛି। ଏହି ସମୟରେ ଅନ୍ୟକୁ ସାହାଯ୍ୟର ହାତ ବଢାଇବାକୁ କୁହାଯାଉଥିବା ବେଳେ ମହାରାଷ୍ଟ୍ର…
ଶହେରୁ ଊର୍ଦ୍ଧ୍ବ ଦାଦନ ଫସି ରହିଛନ୍ତି ମହାରାଷ୍ଟ୍ରରେ: ଭୋକ ଉପାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
କେସିଙ୍ଗା,୨୯।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ମଶାଣିବନ୍ଧା, କୋକୋଡ଼ମାଲ ଓ ଭବାନୀପାଟଣା ବ୍ଲକର ଭିକାଝରଣ ଗ୍ରାମର ଶତାଧିକ ଦାଦନ ଶ୍ରମିକ ମହାରାଷ୍ଟ୍ରରେ ଫସି ରହିଛନ୍ତି। କେନ୍ଦ୍ର ସରକାର କରୋନା ମୁକାବିଲା ଲାଗି ୨୧ ଦିନ ଲକ୍ଡାଉନ୍…
କରୋନା ଲାଗି ବୈରଖପାଲି ଗାଁ ରାସ୍ତା ସିଲ୍ କଲେ ଓ୍ବାର୍ଡସଭ୍ୟ
ବିଜେପୁର,୨୯।୩(ଡି.ଏନ୍.ଏ.): କରୋନା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଛି। ଏହାର ମୁକାବିଲା ଲାଗି ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏ ନେଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ଗାଁ ରାସ୍ତାକୁ ଓ୍ବାର୍ଡସଭ୍ୟଗଣ ରବିବାର ସିଲ୍ କରି ଦେଇଛନ୍ତି। ଉକ୍ତ ଗ୍ରାମର…
Archives


