Home Left

କରୋନା ଯୁଦ୍ଧର ସାରଥି ସାଜି ଭୋକିଲାଙ୍କୁ ଗହମ ଦେଲେ ଚାଷୀ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସାଧାରଣ ଖଟିଖିଆ ଶ୍ରମିକ ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇପଡିଛି। ଏହି ସମୟରେ ଅନ୍ୟକୁ ସାହାଯ୍ୟର ହାତ ବଢାଇବାକୁ କୁହାଯାଉଥିବା ବେଳେ ମହାରାଷ୍ଟ୍ର…

ଶହେରୁ ଊର୍ଦ୍ଧ୍ବ ଦାଦନ ଫସି ରହିଛନ୍ତି ମହାରାଷ୍ଟ୍ରରେ: ଭୋକ ଉପାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କେସିଙ୍ଗା,୨୯।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ମଶାଣିବନ୍ଧା, କୋକୋଡ଼ମାଲ ଓ ଭବାନୀପାଟଣା ବ୍ଲକର ଭିକାଝରଣ ଗ୍ରାମର ଶତାଧିକ ଦାଦନ ଶ୍ରମିକ ମହାରାଷ୍ଟ୍ରରେ ଫସି ରହିଛନ୍ତି। କେନ୍ଦ୍ର ସରକାର କରୋନା ମୁକାବିଲା ଲାଗି ୨୧ ଦିନ ଲକ୍‌ଡାଉନ୍‌…

କରୋନା ଲାଗି ବୈରଖପାଲି ଗାଁ ରାସ୍ତା ସିଲ୍‌ କଲେ ଓ୍ବାର୍ଡସଭ୍ୟ

ବିଜେପୁର,୨୯।୩(ଡି.ଏନ୍‌.ଏ.): କରୋନା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଛି। ଏହାର ମୁକାବିଲା ଲାଗି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ଗାଁ ରାସ୍ତାକୁ ଓ୍ବାର୍ଡସଭ୍ୟଗଣ ରବିବାର ସିଲ୍‌ କରି ଦେଇଛନ୍ତି। ଉକ୍ତ ଗ୍ରାମର…

କରୋନା ସହାୟତା: ୯୦ ମିଲିୟନ ୟୁରୋ ପ୍ରଦାନ କରିବେ ରୋନାଲ୍ଡୋ, ଜୁଭେଣ୍ଟସ୍‌

ରୋମ, ୨୯।୩(ଏ.ପି.): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରୀଷ୍ଟିଆନୋ ରୋନାଲ୍ଡୋ, କୋଚ୍‌ ମାଉରିଜିଓ ସାରିଙ୍କ ସମେତ ତାଙ୍କ କ୍ଲବ ଜୁଭେଣ୍ଟସର ଅନ୍ୟ ସଦସ୍ୟମାନେ କରୋନା ବିପତ୍ତି ପାଇଁ ୯୦ ମିଲିୟନ ୟୁରୋ ବା ୧୦୦ ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବାକୁ ଘୋଷଣା…

କୋଭିଡ-୧୯ରେ ପୀଡ଼ିତ ପ୍ରଥମ ଶିଶୁଙ୍କ ମୃତ୍ୟୁ

ନ୍ୟୁୟର୍କ,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଆମେରିକାରେ ପ୍ରଥମ କରି ଜଣେ ଶିଶୁର ମୃତ୍ୟୁ ହୋଇଛି। ୧ବର୍ଷରୁ କମ୍‌ ବୟସର ଏହି ଶିଶୁର ମୃତ୍ୟୁ ପରେ ଏହାର କାରଣ ଖୋଜୁଛନ୍ତି ବିଶେଷଜ୍ଞ। କାରଣ…

ଛତ୍ରପୁରରେ ଖୋଲିଲା ୨୩ ଆଇସୋଲେଶନ ସେଣ୍ଟର

ଛତ୍ରପୁର,୨୯।୩(ଡି.ଏନ୍‌.ଏ.): କରୋନା ଭୟାବହତା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ୨୩ଟି ଆଇସୋଲେଶନ ସେଣ୍ଟର…

ଆନ୍ଧ୍ରରେ ଫସିଛନ୍ତି ଗଞ୍ଜାମର ୧୫୦ ଜଣ

ଛତ୍ରପୁର,୨୯।୩(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲା ଚିକାଭରମଠାରେ ଗଞ୍ଜାମ ଜିଲାର ୧୫୦ ଜଣ ଫସିରହିଛନ୍ତି। ଉଦ୍ଧାର କରି ଘରକୁ ଫେରାଇ ନେବା ସହ ଖାଇବାକୁ ଦେବା ପାଇଁ ଏମାନେ ନିବେଦନ କରିଛନ୍ତି। ଏମାନଙ୍କ ପକ୍ଷରୁ ଏକ ଭିଡିଓ କ୍ଲିପ୍‌କୁ ସୋସିଆଲ ମିଡିଆରେ ଛଡ଼ାଯାଇଛି।…

ସେଲ୍ଫ ଆଇସୋଲେଶନରେ ରହି ସମସ୍ତଙ୍କୁ ଘରେ ରହିବାକୁ କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି। ଏହି ସମୟରେ ବ୍ରିଟେନର ପ୍ରାୟ ୩୦ ମିଲିୟନ ଲୋକଙ୍କୁ ଘରେ ରହିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ। ସେ କହିଛନ୍ତି କରୋନାକୁ ନେଇ ସବୁ…

କରୋନା ସହାୟତା: ରିଜିଜୁ ଦେଲେ ଗୋଟିଏ ମାସର ଦରମା

ନୂଆଦିଲ୍ଲୀ,୨୮।୩(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ତାଙ୍କର ଗୋଟିଏ ମାସର ଦରାମା ଦାନ କରିଛନ୍ତି। ଦେଶର ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ ଅର୍ଥଦାନ ଦେବା ଏବେ ଅପରିହାର୍ଯ୍ୟ ହୋଇପଡିଛି ଓ ଏଥିପାଇଁ ଗୋଟିଏ ମାସର ଦରମା ପ୍ରଦାନ…

ଧରିତ୍ରୀ ପୋର୍ଟାଲ ପ୍ରଭାବ: ତାଲା ପକାଯାଇଥିବା ଗୋରୁଙ୍କୁ ଛାଡ଼ିଲା ଗଞ୍ଜାମ ଏନ୍‌ଏସି , ଭୋକ ଉପାସରେ ବୁଲୁଥିବାରୁ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଦାବି

ଗଞ୍ଜାମ,୨୯।୩(ଡି.ଏନ୍‌.ଏ.): କରୋନା କଟକଣା ଲାଗି ଗଞ୍ଜାମ ସହର ଶୂନଶାନ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା ପରେ ଘରୁ ବାହାରୁନାହାନ୍ତି ଲେକେ। ଗତ ୨୨ ତାରିଖରେ ହୋଇଥିବା ଜନତା କର୍ଫ୍ୟୁଠାରୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହର ମଧ୍ୟରୁ ଗୋରୁଙ୍କୁ ଭାରତୀ ବିଦ୍ୟାପୀଠ ମିନି…

କରୋନା ଭୟ: ଆସିଲେନି ସମ୍ପର୍କିୟ, ହିନ୍ଦୁ ବ୍ୟକ୍ତିଙ୍କ ସଂସ୍କାର କଲେ ମୁସଲମାନ

ବୁଲନ୍ଦସର,୨୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଯଦି କାହାର ସାଧାରଣ ଭାବେ ମୃତ୍ୟୁ ହେଉଛି ତେବେ ବି ଲୋକେ ସଂସ୍କାର କରିବାକୁ ଘରୁ ଗୋଡ କାଢୁ ନାହାନ୍ତି। ହେଲେ ଏହି ସମୟରେ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କଲେ ୨ ସ୍ବେଚ୍ଛାସେବୀ

ପାଟଣା,୨୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୨ ସ୍ବେଚ୍ଛାସେବୀ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ସେ ହେଲେ ପାଟଣା ନିର୍ବାଚନମଣ୍ଡଳୀ ଝୁମ୍ପୁରା ବ୍ଲକ ରସବନ୍ତଳା ଗ୍ରାମର ସ୍ବେଚ୍ଛାସେବୀ ବିନୋଦ ବିହାରୀ। ବିନୋଦ ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri