ବସିଲା କୁଲାଡ଼ ହାଟ: ଗହଳି ନ କରି ଶାନ୍ତିଶୃଙ୍ଖଳାରେ ପରିବା କିଣିଲେ ଲୋକେ
ବଅଁରପାଳ,୨୯।୩(ଡି.ଏନ୍.ଏ.): ଅନୁଗୋଳ ଜିଲାର ବଅଁରପାଳ ବ୍ଲକ କୁଲାଡ ଏଫ୍ସିଆଇ ଛକଠାରେ ରବିବାର କୁଲାଡ଼ ହାଟ ବସିଛି। ଲକ୍ଡାଉନ୍ ଲାଗି ଅନୁଗୋଳ ହାଟ ବନ୍ଦ ହୋଇଥିବା ବେଳେ କୁଲାଡ଼ ହାଟକୁ ବହୁ ଚାଷୀ ଆସି ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିଛନ୍ତି।…
କରୋନା ସମ୍ପର୍କିତ ଗୁଜବ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ବ୍ୟକ୍ତି: ବାନ୍ଧିନେଲା ପୋଲିସ
ବଡ଼ବିଲ.୨୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ କରୋନା ସମ୍ପର୍କିତ ଏକ ଗୁଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ…
ବ୍ଲଡ ବ୍ୟାଙ୍କ୍ରେ ରକ୍ତ ଅଭାବ: ଆଗକୁ ସୃଷ୍ଟି ହୋଇପାରେ ଜଟିଳ ସ୍ଥିତି
ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ ଦିନିଆ ଲକ୍ ଡାଉନ୍। କେହି ଘରୁ ପଦାକୁ ଗୋଡ଼ କାଢୁନାହାନ୍ତି। ଡାକ୍ତରଖାନା ଖୋଲା ରହିଥିଲେ ମଧ୍ୟ ଏବେ ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ବଡ଼ ସମସ୍ୟା ପାଲଟିଛି।…
ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅକ୍ଷୟ ଦାନକଲେ ୨୫ କୋଟି
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର କରୋନା ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସ୍ବାମୀଙ୍କ ଏପରି କାର୍ଯ୍ୟକୁ ନେଇ ଗର୍ବ ଅନୁଭବ କରିଛନ୍ତି ସ୍ତ୍ରୀ ଟ୍ବିଙ୍କିଲ୍ ଖାନ୍ନା। ସେ କହିଛନ୍ତି, ଅକ୍ଷୟଙ୍କୁ…
କରୋନା ଯୁଦ୍ଧ: ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧ଲକ୍ଷ ଦାନକଲେ ଅଭିନେତା ସବ୍ୟସାଚୀ
ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଲିଉଡ୍ ଅଭିନେତା ଓ ଅଭିନେତ୍ରୀମାନେ ଅଣ୍ଟା ଭିଡିଛନ୍ତି। ଲୋକଙ୍କୁ ସଚେତନ କରିବା ସହ ଦାନ ମଧ୍ୟ କରୁଛନ୍ତି। ଶୁକ୍ରବାର ଅଭିନେତ୍ରୀ ରାନୀ ପଣ୍ଡା ୫୦ ହଜାର ଟଙ୍କା ଦାନ କରିଥିବାବେଳେ ଶନିବାର ଅଭିନେତା ସବ୍ୟସାଚୀ…
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବନ୍ଦ ହେଲେ ୧୨ବର୍ଷ ଅପେକ୍ଷା
ପୁରୁଣା ଭୁବନେଶ୍ୱର,୨୯ା୩(ଡି.ଏନ୍.ଏ.): ଆସନ୍ତା ୧ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କରୋନା କଟକଣା ଓ ଲକ୍ଡାଉନ୍ ପାଇଁ ଏଯାଏ ରଥ ନିର୍ମାଣ ଅଧା ହୋଇ ନାହିଁ। ଅନ୍ୟପକ୍ଷରେ ରଥଯାତ୍ରା ହେବ କି…
ରାମାୟଣ ଦେଖି ଖୁସି ହେଲେ ବରିଷ୍ଠ ନାଗରିକ
ପୁରୀ ଅଫିସ,୨୯ା୩: ପରଦାକୁ ଫେରିଲା ପୌରାଣିକ ଧାରାବାହିକ ରାମାୟଣ। ଅଶୀ ଦଶକର ଏହି ଲୋକପ୍ରିୟ ଧାରାବାହିକ ଶନିବାରଠାରୁ ପୁଣି ପ୍ରସାରଣ ଆରମ୍ଭ ହୋଇଛି। ବର୍ତ୍ତମାନ କରୋନାକୁ ନେଇ ଦେଶରେ ଲକ୍ଡାଉନ ଘୋଷଣା ହୋଇଥିବାବେଳେ ଦର୍ଶକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା…
କରୋନା ଭୟରେ ପାରୋଲ୍ କୋହଳ: ମୁକୁଳିବେ ୭ବର୍ଷ ଦଣ୍ଡ ପାଇଥିବା ଦୋଷୀ
କଟକ ଅଫିସ୍,୨୯ା୩: ଜେଲ୍ରେ ବହୁ ସଂଖ୍ୟକ ଅନ୍ତେବାସୀ ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ କରୋନା ଭୂତାଣୁରେ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଏଣୁ ଜେଲ୍ଗୁଡ଼ିକରେ ଯଥାସମ୍ଭବ ଭିଡ଼କୁ କମାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ…
ଦୁର୍ଗମ ଅଞ୍ଚଳରେ ନାହିଁ ମାସ୍କ: ପତ୍ରରେ ତିଆରି କରି ପିନ୍ଧିଲେ ଲୋକେ
ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍.ଏ.): କରୋନା ଭୂତାଣୁ କିଭଳି ସଂକ୍ରମଣ ନ ହେବ ସେନେଇ ଜିଲା ପ୍ରଶାସନ ସମସ୍ତ ଉଦ୍ୟମ କରିବା ସହ ରାଜ୍ୟ ଏବଂ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତିି। ସହର ଅପେକ୍ଷା ଦୁର୍ଗମ ଗ୍ରାମଗୁଡ଼ିକରେ ଅନୁସୂଚିତ ଜନଜାତି ଏବଂ ଜାତି ସଂପ୍ରଦାୟର…
ଗ୍ରୀଷ୍ମପ୍ରବାହ: ପାରଦ ଛୁଇଁଲା ୪୦ ଡିଗ୍ରୀ, ଆଜିଠୁ ୩୧ ଯାଏ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୯ା୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲ୍ସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ…
କରୋନା ପାଇଁ ସହାୟତାର ହାତ ବଢାଇଲେ ଅକ୍ଷୟ, ବରୁଣ ଧନ୍ୟବାଦ ଦେଲେ ମୋଦି
ମୁମ୍ବାଇ,୨୯।୩: କରୋନା ଭାଇରସ ଏବେ ବିଶ୍ୱକୁ ତା କବଳକୁ ନେଇଯିବା ଫଳରେ ସବୁଠି ଲକ୍ ଡାଉନ୍ ପରିସ୍ଥିତି। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ…
ହିତାଧିକାରୀଙ୍କୁ ମିଳିଲା ୩ ମାସର ସାଧାରଣ ବଣ୍ଟନ ସାମଗ୍ରୀ
ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ଚାରିଆଡ଼େ ଲକ୍ଡାଉନ୍ କରାଯାଇଥିବାବେଳେ ଗରିବ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ସରକାର ସମସ୍ତ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ସାମଗ୍ରୀକୁ ଆଗୁଆ ୩ ମାସ ପାଇଁ ବଣ୍ଟନ କରୁଛନ୍ତି ା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ରବିବାର…
Archives


