Home Left

କୃଷକ,ଶ୍ରମିକ ଦେଶର ମେରୁଦଣ୍ଡ: ସେମାନେ ଆତ୍ମନିର୍ଭର ଭାରତର ମୂଳଦୁଆ, କହିଲେ ନକ୍‌ଭୀ

ନୂଆଦିଲ୍ଲୀ,୧୬।୫: କୃଷକ ଏବଂ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ସେମାନଙ୍କ ଉପରେ ଆତ୍ମନିର୍ଭର ଭାରତର ମୂଳଦୁଆ ତିଷ୍ଠି ରହିଛି ବୋଲି କେନ୍ଦ୍ରୀୟ ମନ୍ତ୍ରୀ ମୁକ୍ତାର ଅବାସ୍‌ ନକ୍‌ଭୀ ଶନିବାର କହିଛନ୍ତି। କୃଷକ ଏବଂ ଶ୍ରମିକଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। କରୋନା…

ଉଝ୍‌ ବହୁମୁଖୀ ପରିଯୋଜନାକୁ ଡିପିଆର୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଝ୍‌ ବହୁମୁଖୀ ପରିଯୋଜନାର ସଂଶୋଧିତ ଡିପିଆର୍‌କୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ସିନ୍ଧୁ ଜଳ ଚୁକ୍ତି ଅନୁସାରେ ଭାରତରେ ଏହି ନଦୀ ଜଳର ଉପଯୁକ୍ତ ବ୍ୟବହାର କରାଯାଇ ପାରିବ। ଏହି ପରିଯୋଜନା ଶେଷ ହେବା ପାଇଁ ପ୍ରାୟ…

ନିଜଠାରୁ ୩ ବର୍ଷ ବଡ ନାୟିକାଙ୍କୁ ପ୍ରେମ କରୁଛନ୍ତି ଭିକ୍କି !

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଲଭ୍‌, ରିଲେଶନଶିପ ଆଦିକୁ ନେଇ ସବୁବେଳେ ଚାଲିଥାଏ ଗସିପ୍‌। ଏବେ ଏମିତି ଏକ ଗସିପ୍‌ ଶୁଣିବାକୁ ମିଳିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିକ୍କି କୌଶଲ। ବର୍ତ୍ତମାନ ସମୟରେ ବଲିଉଡ୍‌ ଦୁନିଆର ଜଣେ ଆଗଧାଡିର କଳାକାର।…

ଲକ୍‌ଡାଉନ: ୮ ଦିନରେ ସଡ଼କ ଦୁର୍ଘଟଣାରେ ଗଲାଣି ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ,୧୬।୫: ଲକ୍‌ଡାଉନ ସମୟରେ ନିଜ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଘରକୁ ଫେରୁଥିବା ଏହି ଶ୍ରମିକମାନେ କେତେବେଳେ ପାଦରେ ଚାଲି ଚାଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ ପୁଣି…

ଅପରାହ୍ନ ୫ଟାରେ ପ୍ରକାଶ ପାଇବ ସିବିଏସ୍‌ଇ ବୋର୍ଡ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହେବାରୁ ସିବିଏସ୍‌ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଧାରେ ଅଟକି ରହିଥିଲା। ତେବେ ଅବଶିଷ୍ଟ ପରୀକ୍ଷାଗୁଡ଼ିକ ପାଇଁ ସୂଚୀ ତାଲିକା ଶନିବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ଏନେଇ ମାନବ…

ଖୋର୍ଦ୍ଧାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ: ନବିନାବାଗ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧୬।୫: ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଶନିବାର ସକାଳେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।  ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ପୌରାଞ୍ଚଳର…

ଗଞ୍ଜାମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ଦୀପ ଜାଳି ପ୍ରାର୍ଥନା, ସରପଞ୍ଚ ସଫାକଲେ ପାଇଖାନା

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟର ମାନଙ୍କରେ ଯୋଗ, ବ୍ୟାୟାମଠାରୁ ଆରମ୍ଭ କରି ନୈତିକ ଶିକ୍ଷା, ସ୍ବାସ୍ଥ୍ୟକର୍ମୀ ତାଲିମ ଦିଆଯାଉଛି। ସେଣ୍ଟରରେ ଥିବା ଅନ୍ତେବାସୀମାନେ ମଧ୍ୟ ଗାର୍ଡେନିଂ, ପରିସର ସଫେଇ, ଜାତୀୟ ସଂଗୀତ ଗାନ ସହ ସନ୍ଧ୍ୟାରେ ପ୍ରାର୍ଥନା କରୁଥିବା…

କରୋନା ଦୁଃଖ: କ୍ୱାରାଣ୍ଟାଇନ୍‌ ଅବଧି ସରି ନ ଥିବାରୁ ମା’ଙ୍କ ମୁଁହରେ ମୁଖାଗ୍ନି ଦେଇପାରିଲେନି ପୁଅ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- କରୋନା ମୁକାବିଲାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ କଟକଣା। ଏପରିକି ସଂକ୍ରମଣ ଆଶଙ୍କାରେ ବାହାରୁ ଫେରୁଥିବା ପ୍ରବାସୀମାନଙ୍କୁ ରାଜ୍ୟର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଉଛି। ହେଲେ କ୍ୱାରାଣ୍ଟାଇନ୍‌ ଅବଧି ସରି ନ ଥିବାରୁ ମା’ଙ୍କ ମୁଁହରେ ପୁଅ ମୁଖାଗ୍ନି…

ମୟୂରଭଞ୍ଜ ଜିଲାରେ ୨ ନୂଆ କରୋନା ପଜିଟିଭ ଚିହ୍ନଟ: ଉଭୟ ଥିଲେ କ୍ୱାରାଣ୍ଟାଇନ ସେଣ୍ଟରରେ, ଜିଲାରେ ଆକ୍ରାନ୍ତ ସଂଖ୍ୟା୧୧ ଛୁଇଁଲା

ବାରିପଦା ଅଫିସ,୧୬ା୫: ମୟୂରଭଞ୍ଜ ଜିଲାରେ ଶନିବାର ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ କପ୍ତିପଦା ବ୍ଳକ ପିଙ୍ଗୁ ଗ୍ରାମର ୧୬ ବର୍ଷର ବାଳକ ହୋଇଥିବା ବେଳେ ଅନ୍ୟ ଜଣେ ବାରିପଦା ପୌରପରିଷଦ ତକତପୁରର ୧୫ ବର୍ଷର ବାଳକ। ଉଭୟଙ୍କୁ…

ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗ: ୧୬ନଂ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୧୬।୫ – ଶନିବାର ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ପ୍ରବାସୀମାନେ ଶନିବାର ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। ଘଟଣା ନେଇ ଖବର ପାଇବା ପରେ ଭଦ୍ରକ ଜିଲା ଗ୍ରାମାଞ୍ଚଳ ପୋଲିସ ଓ ପ୍ରଶାସନିକ…

ଠିକ୍‌ ଭାବେ ମାସ୍କ ନ ପିନ୍ଧିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଡେରାଡୁନ,୧୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏବେବି କେତେକ ଲୋକ ଠିକ୍‌ ଭାବେ ମାସ୍କ ପିନ୍ଧୁ ନ ଥିବା ଦେଖାଯାଇଛି। ତେବେ ଠିକ୍‌ ଭାବେ ମାସ୍କ ନ ପିନ୍ଧିବା ଅନ୍ୟମାନଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା…

ଭାରତକୁ ୨୦୦ ଭେଣ୍ଟିଲେଟର ଯୋଗାଇ ଦେବ ଆମେରିକା

ଓ୍ବାଶିଂଟନ,୧୬।୫: ଆମେରିକା ଭାରତକୁ ଭେଣ୍ଟିଲେଟର ଯୋଗାଇ ଦେବ। ଏନେଇ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଭାରତକୁ ଆମେରିକା ୨୦୦ ମୋବାଇଲ୍‌ ଭେଣ୍ଟିଲେଟର ଯୋଗାଇଦେବ। ଆସନ୍ତା ୩ ସପ୍ତାହ ମଧ୍ୟରେ ଏହା ଭାରତରେ ପହଞ୍ଚିବ। ପ୍ରତି ଭେଣ୍ଟିଲେଟରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri