Home Left

ଆଇସିସିର ନେତ୍ୱତ୍ୱ ନେଇପାରିବେ ଗାଙ୍ଗୁଲି :ଗାଓ୍ବାର

ନୂଆଦିଲ୍ଲୀ, ୧୫।୫(ପି.ଟି.): ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବା ପାଇ ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନିକଟରେ ଦକ୍ଷତା ରହିଛି। ଏକଥା କହିଛନ୍ତି ଇଂଲଣ୍ଡ ପୂର୍ବତନ ଅଧିନାୟକ ଡେଭିଡ ଗାଓ୍ବାର। ଆଇସିସିର…

କୋଭିଡ୍‌-୧୯: ଘରକୁ ଫେରିଲେ ପୂର୍ବତନ ହକି ଖେଳାଳି ଦିଓ୍ବାନ

ନୂଆଦିଲ୍ଲୀ,୧୫।୫(ପି.ଟି.): କୋଭିଡ-୧୯ ସଂକ୍ରମଣ କାରଣରୁ ଆମେରିକାରେ ଫସି ରହିଥିବା ପୂର୍ବତନ ହକି ଖେଳାଳି ତଥା ବିଶ୍ୱକପ୍‌ ବିଜେତା ଅଶୋକ ଦିଓ୍ବାନ ଶେଷରେ ଘରକୁ ଫେରିଛନ୍ତି। ଲକ୍‌ଡାଉନ୍‌ ଜାରି ରହିଥିବା କାରଣରୁ ଆମେରିକାର ଯାତ୍ରା କଟକଣା ଜାରି କରାଯାଇଥିଲା। ଫଳରେ ସେ ଭାରତ…

ଅଲ୍‌-ଷ୍ଟାର ପୂର୍ବତନ ଖେଳାଳି, ମ୍ୟାନେଜର ଓ୍ବାଟ୍‌ସନଙ୍କ ପରଲୋକ

ହ୍ୟୁଷ୍ଟନ,୧୫।୫ (ଏପି): ଆମେରିକା ଓ କାନାଡ଼ା ପର୍ଯ୍ୟବେଷିତ ଜଣାଶୁଣା ପେସାଦାର ବାସ୍କେଟବଲ୍‌ ଲିଗ୍‌ ଏମ୍‌ଏଲବିର ଅଲ- ଷ୍ଟାର ଦଳର ପୂର୍ବତନ ଖେଳାଳି ତଥା ଜେନେରାଲ ମ୍ୟାନେଜର ଓ କାର୍ଯ୍ୟନିର୍ବାହୀ ବବ୍‌ ଓ୍ବାଟସନ ୭୪ ବର୍ଷରେ ପରଲୋକ ଗମନ କରିଛନ୍ତି। ସେ ପ୍ରଥମ…

କରୋନା ଯୋଦ୍ଧାଙ୍କ ସମ୍ମାନରେ ଆମ୍ବର ନାମ ରଖିଲେ ଡାକ୍ତର, ପୋଲିସ

ଲକ୍ଷ୍ନୌ,୧୫।୩: ଦେଶବ୍ୟାପି କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଡାକ୍ତର, ପୋଲିସକର୍ମୀ, ସଫେଇ କର୍ମଚାରୀ କିମ୍ବା ସାମ୍ବାଦିକ ସମସ୍ତେ ନିଜ ପକ୍ଷରୁ ସେବା ପ୍ରଦାନ କରି କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ଆଉ ଏହି ସମସ୍ତଙ୍କୁ ସାରା ଦେଶର…

ପ୍ରଭାସଙ୍କ ମା’ ହେବେ ଭାଗ୍ୟଶ୍ରୀ

ଫିଲ୍ମ ‘ମୈନେ ପ୍ୟାର କିୟା’ ରେ ନିଜର ସୌନ୍ଦର୍ଯ୍ୟ ଓ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଅଭିନେତ୍ରୀ ହେଉଛନ୍ତି ଭାଗ୍ୟଶ୍ରୀ। ଲମ୍ବା ବ୍ୟବଧାନ ପରେ ପୁଣିଥରେ ସେ ବଡ଼ ପରଦାକୁ…

ଦିନ ମଜୁରିଆଙ୍କୁ ସହାୟତା ଲାଗି ଆଗକୁ ଆସିଲେ ଦବଙ୍ଗ ଗର୍ଲ: ନିଲାମ କରିବେ ନିଜ ପେଣ୍ଟିଂ

ବମ୍ବେ: ମହାମାରୀ କରୋନା ଏବେ ବୈଶ୍ୱିକ ବିପତ୍ତି ଭାବେ ଉଭା ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ହେଲେ ଏଥିରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଶ୍ରମିକମାନେ। ଲକ୍‌ଡାଉନ୍‌ ସମୟରେ କାମ ପାଉ ନ…

ଟ୍ବିଙ୍କଲଙ୍କର ମେକ୍‌ଅପ୍‌ କଲେ ଝିଅ ନିତାରା

ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି ସମୟରେ ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନା ଝିଅ ନିତାରାଙ୍କ ସହ ସମୟ ବିତାଉଛନ୍ତି। ନିକଟରେ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ…

ଗାଁ ମାଟିରେ ସଂଗ୍ରାମୀ ଭବାନୀ ଚରଣଙ୍କ ଶେଷକୃତ୍ୟ ସମ୍ପନ୍ନ

ନିମାପଡ଼ା,୫।୫(ଡି.ଏନ୍‌.ଏ.): ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା, ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଶେଷକୃତ୍ୟ ପୈତୃକ ଗ୍ରାମ ନିମାପଡ଼ାର ଗଡ଼ଅଣ୍ଢିଆ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟୀୟ ମର୍ଯାଦା ସହ ସମ୍ପନ୍ନ ହୋଇଛି। ବଡ଼ପୁଅ ସୁବାସ ମୁଖାଗ୍ନୀ ଦେଇଛନ୍ତି। ଏହି ସମୟରେ ନିମାପଡ଼ାର…

କରୋନା ଯୋଦ୍ଧାଙ୍କ ପାଇଁ ପୁଣି ସହଯୋଗର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଦେଖିବାକୁ ମିଳିଛି। କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ମୁମ୍ବାଇ ପୋଲିସ ପାଇଁ ଏଥର ସହଯୋଗର ହାତ ବଢାଇଛନ୍ତି ଅକ୍ଷୟ। ଏଥର ସେ ମୁମ୍ବାଇ ପୋଲିସକୁ ୧ହଜାର ରିଷ୍ଟ ବ୍ୟାଣ୍ଡ…

ଲକ୍‌ଡାଉନ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଆସାମ ମୁଖ୍ୟମନ୍ତ୍ରୀ

ଦିସପୁର,୧୫।୫: ଦେଶରେ କରୋନା ସଂକ୍ରମଣକୁ ଦେଖି ଅଧିକାଂଶ ରାଜ୍ୟ ଲକ୍‌ଡାଉନ ଅବଧି ବୃଦ୍ଧି କରିବା ସପକ୍ଷରେ ରହିଥିବା ଜଣାପଡିଛି। ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଲକ୍‌ଡାଉନ ଅବଧି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ଗଣମାଧ୍ୟମକୁ…

ହୋଟେଲରେ ସୋସିଆଲ ଡିଷ୍ଟାନସିଂର ଭିନ୍ନ ଚିତ୍ର

ଓ୍ବାଶିଂଟନ,୧୫।୫: କରୋନା ଭାଇରସ ସଂକ୍ରମଣକୁ ନେଇ ବିଶ୍ୱର ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ ଜାରି ରହିଛି। ଆମେରିକାରେ ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ଏବେ ଏହି ଶକ୍ତିଶାଳୀ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଦୋହଲି ଯାଇଛି। ଏପରି ସ୍ଥଳେ ଏବେ ପୁଣିଥରେ ଆମେରିକା…

କାହିଁକି ଚାଇନା ଯୁବତୀଙ୍କୁ ପସନ୍ଦ କରନ୍ତି ଭାରତୀୟ ଯୁବକ

ନୂଆଦିଲ୍ଲୀ,୧୫।୫: ପ୍ରେମ ମାନେନା ବାଧା ବନ୍ଧନ। ତେବେ ଅଧିକାଂଶ ସମୟରେ ଦେଖାଯାଇଥାଏ କେତେଜଣ ଭାରତୀୟ ଯୁବକ ଚାଇନା ଯୁବତୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି। ଭାରତର ଛାତ୍ରୀଛାତ୍ରମାନେ ପଡୋଶୀ ଦେଶ ଚାଇନାକୁ ଉଚ୍ଚଶିକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri