ହଷ୍ଟେଲରେ ପଶି ଝିଅମାନଙ୍କୁ ହଇରାଣ କରୁଥିଲେ ଏହି ଯୁବକ, ଆଉ ତା’ ପରେ…
ଝିଅମାନଙ୍କ ହଷ୍ଟେଲରେ ପଶି ଜଣେ ଯୁବକ ସେମାନଙ୍କୁ ନାନା ହଇରାଣ କରୁଥିଲେ। ଏପରିକି ଏକାକୀ ରହୁଥିବା ଝିଅ ଏବଂ ମହିଳାମାନଙ୍କୁ ଟାର୍ଗେଟ୍ କରି ତାଙ୍କ ଘରେ ପଶୁଥିଲେ। ପରେ ସୋମାନଙ୍କ ଅନ୍ତବସ୍ତ୍ର ଚୋରି କରି ଗୋଟିଏ ଜାଗାରେ ଏକାଠି କରି ବ୍ଲେଡ୍ରେ…
କରୋନା ପାଇଁ ୨ ମାସ ଡାକ୍ତରଖାନାରେ ରହିଲେ ଏହି ବ୍ୟକ୍ତି, କାଟିବାକୁ ପଡ଼ିଲା ଦୁଇ ହାତର ଆଙ୍ଗୁଠି: ଜାଣନ୍ତୁ..
ମହାମାରୀ କରୋନା ସହ ଲଢ଼ୁଛି ସାରା ବିଶ୍ୱ। ଏଭଳି ସ୍ଥିତିରେ ପ୍ରତ୍ୟେହ ଲକ୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। ତେବେ କରୋନାକୁ ହରାଇ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ କିଛି ଅନ୍ୟମାନଙ୍କ ସହ ନିଜର ମନକଥା ବାଣ୍ଟୁଛନ୍ତି। ସେମାନେ କେଉଁ…
୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ନିଖୋଜ: ପ୍ରଶାସନର ବଢ଼ିଲା ଚିନ୍ତା
ବେଙ୍ଗାଲୁରୁ, ୨୬।୭: କରୋନା ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ସଙ୍କଟ ଜନକ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତେବେ ବେଙ୍ଗାଲୁରୁ ସହରରେ ଶହେ ଅବା ୨ ଶହ ନୁହେଁ, ଏକାଥରକେ ୩ ହଜାରରୁ ଅଧିକ…
ଆଇଆରବିଏନ୍ ଷଷ୍ଠ ବାଟାଲିୟନରୁ ଜଣେ କରୋନା ପଜିଟିଭ୍: ୨ ଗ୍ରାମ ୭୨ଘଣ୍ଟା ଶଟଡାଉନ
ଖୋର୍ଦ୍ଧା,୨୬।୭: ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ନାଲିପଡା ଅର୍ଜୁନପୁର ପଞ୍ଚାୟତ ଅନ୍ତର୍ଗତ ଆଇଆରବିଏନ୍ ଷଷ୍ଠ ବାଟାଲିୟନରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରେ ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରି ଶନିବାର ରାତିରୁ ୨୮ତାରିଖ ରାତି ୮ଟା ପର୍ଯ୍ୟନ୍ତ ୨ଟି ଗ୍ରାମକୁ…
କରୋନା ପଜିଟିଭ୍ ଚିହ୍ନଟ ପରେ ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍: ସ୍କୁଲରେ ଫିବର କ୍ଲିନିକ
ଜି. ଉଦୟଗିରି,୨୬।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଲ୍ କରି ଦିଆଯାଇଛି । ତେବେ କେବଳ ଥଣ୍ଡା, କାଶ, ଜ୍ୱର ରୋଗୀଙ୍କୁ…
ଲିଜେଣ୍ଡ ଅଫ୍ ଚେସ୍ ଟୁର୍ନାମେଣ୍ଟ: ଆନନ୍ଦଙ୍କ କ୍ରମାଗତ ପଞ୍ଚମ ପରାଜୟ
ଚେନ୍ନାଇ,୨୬।୭(ପି.ଟି.): ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କ ଖରାପ୍ ଫର୍ମ ଜାରି ରହିଛି। ଦେଢ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍ ଚେସ୍ ଅନ୍ ଲାଇନ୍ ଟୁର୍ନାମେଣ୍ଟରେ ଆନନ୍ଦ କ୍ରମାଗତ ପଞ୍ଚମ ପରାଜୟ…
ମୟୂରଦଳର ଚିତ୍କାରରେ ରହିପାରୁନାହାନ୍ତି ଲୋକେ: ପରେ ହେଲା କିଛି ଏମିତି..
ପ୍ରକୃତିର ଯେତେ ପକ୍ଷୀ ଅଛନ୍ତି ସେମାନଙ୍କ ମଧ୍ୟରେ ମୟୂର ଅତି ସୁନ୍ଦର। କଳାମେଘ ଦେଖି ମୟୂର ପୁଚ୍ଛଟେକି ନାଚିବାକୁ ଅନେକେ ପସନ୍ଦ କରନ୍ତି। ସେହିଭଳି ମୟୂର ଯେତେବେଳେ ରାବଦିଏ ତାହା ମଧ୍ୟ ମନକୁ ଭାରି ଚହଲେଇଦିଏ। ଯଦି ମୟୂରକୁ ନେଇ ଏତେସବୁ…
ବରଗଡ଼ରେ ୭ କରୋନା ପଜିଟିଭ୍ ଚିହ୍ନଟ: ସମସ୍ତେ ସ୍ଥାନୀୟ ଆକ୍ରାନ୍ତ
ବରଗଡ଼ ଅଫିସ,୨୬।୭: ବରଗଡ଼ ଜିଲାରେ ରବିବାର ପୁଣି ୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ବରପାଲି ବ୍ଲକ ଅନ୍ତର୍ଗତ ଟିଙ୍ଗିପାଲି ଗ୍ରାମର ହୋଇଥିବା ବେଳେ ଅନ୍ୟ ୨ଜଣ ବରଗଡ଼ ପୌର ପରିଷଦ ଅଧୀନ…
ରୋମାଣ୍ଟିକ୍ ହେଲେ ରଣବୀର !
ମୁମ୍ବାଇ: ବଲିଉଡ୍ ନାୟକ ରଣବୀର କପୁର ଓ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏମାନଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏମାନେ କରୋନା ଲକ୍ଡାଉନ ପାଇଁ ଆଇସୋଲେଶନରେ ରହିଛନ୍ତି। ଏହାରି ଭିତରେ କିନ୍ତୁ ଏମାନଙ୍କର ଏକ…
ମାସ୍କ୍ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀଙ୍କ ସାୟା…
ଭୋପାଳ, ୨୬।୭: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି। ମାସ୍କ୍ ନ ପିନ୍ଧିଲେ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇ ଯାଇଛି। ମଧ୍ୟପ୍ରଦେଶରେ…
ଭାଇରାଲ ହେଉଛି ଦିଶାଙ୍କ ଡ୍ୟାନ୍ସ ଭିଡିଓ
ମୁମ୍ବାଇ: ବଲିଉଡ୍ର ବୋଲ୍ଡ କୁଇନ୍ ଦିଶା ପାଟନି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ଲକ୍ଡାଉନ ସମୟରେ ସେ ଫଟୋ ଓ ଭିଡିଓ ମାଧ୍ୟମରେ ୟୁଜର୍ସଙ୍କର ଖୁବ୍ ମନୋରଞ୍ଜନ କରିଛନ୍ତି। ନିକଟରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।…
ବିକ୍ରି ହୋଇ ପାରୁଛି ମଦ, ଖୋଲୁନି ଦୁଗ୍ଧ ଉତ୍ପାଦକ ସମିତି: ରାସ୍ତାରେ କ୍ଷୀର ଢାଳିଲେ ଚାଷୀ
ବରଗଡ଼ ଅଫିସ,୨୬।୭: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେତେବେଳେ ଲକ୍ଡାଉନ ତ ଆଉ କେତେବେଳେ ଶଟଡାଉନ କଟକଣା ଲାଗୁ ହେଉଛି। ଏଭଳି ସ୍ଥିତିରେ ବିଭିନ୍ନ ଲୋକଙ୍କ ରୋଜଗାର ପନ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି। ଏପରିକି ଏଥିରୁ ମଧ୍ୟ ବାଦ୍…
Archives


