ସଂସ୍କୃତରେ ଶପଥ ନେଲେ ମୂଳ ଭାରତୀୟ ସାଂସଦ: ଭିଡ଼ିଓ ଭାଇରାଲ

ଓ୍ବିଲିଂଟନ୍‌,୨୬।୧୧: ନ୍ୟୁଜିଲାଣ୍ଡରେ ମୂଳ ଭାରତୀୟ ସାଂସଦ ଡ. ଗୌରବ ଶର୍ମା ଇତିହାସ ରଚିଛନ୍ତି। ସେ ସଂସ୍କୃତରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି। ହିମାଚଳ ପ୍ରଦେଶର ବାସିନ୍ଦା ଗୌରବ ନିର୍ବାଚନରେ ଲେବର ପାର୍ଟିର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଥିବା ଭାରତୀୟ ଉଚ୍ଚାୟୁକ୍ତ ମୁକ୍ତେଶ ପରଦେଶୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଗୌରବ ସଂସ୍କୃତରେ ଶପଥ ପାଠ କରୁଥିବା ୪୫ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଜେ. ନନ୍ଦକୁମାରଙ୍କ ଟୁଇଟର ହ୍ୟାଣ୍ଡେଲରୁ ଅପଲୋଡ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା...

ଜାତିସଂଘ ପକ୍ଷରୁ ‘ଦିଓ୍ବାଲୀ ପାଓ୍ବାର ଅଫ୍‌ ଓ୍ବାନ’ ପୁରସ୍କାର…

ଜେନେଭା,୬।୧୨ : ମିଳିତ ଜାତିସଂଘ ପକ୍ଷରୁ ୪ ରାଜନେତା ଏବଂ ଜଣେ ଆମେରିକୀୟ ସାଂସଦଙ୍କୁ ‘ଦିଓ୍ବାଲୀ ପାଓ୍ବାର ଅଫ୍‌ ଓ୍ବାନ’ ପୁରସ୍କାର ପ୍ରଦାନ କରାଯାଇଛି। ଶାନ୍ତିପୂର୍ଣ୍ଣ...

ରୁଷିଆ ନୌସେନା ବେସରେ ୟୁକ୍ରେନ୍‌ର ଆକ୍ରମଣ…

ମସ୍କୋ/କ୍ୱିଭ୍‌,୩୦।୧୦ : ରୁଷିଆ ଦ୍ୱାରା ୟୁକ୍ରେନ ଉପରେ ଚାଲିଥିବା ଇରାନ ଡ୍ରୋନ ଆକ୍ରମଣର ପାଲଟା ଜବାବ ମିଳିଛି। ଘାତକ ୟୁକ୍ରେନ ଡ୍ରୋନ ବିମାନ କ୍ରମିୟାର ସେଭାଷ୍ଟୋପୋଲ...

୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କଲା ପାକିସ୍ତାନ ସରକାର

ଇସ୍ଲାମାବାଦ,୨୦।୧୨ : ମିଛ ପ୍ରମାଣପତ୍ର ଦେଇଥିବା ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛି ପାକିସ୍ତାନ ସରକାର। ସେମାନେ କେଉଁଭଳି ଭାବେ ମିଛ ପ୍ରମାଣପତ୍ର ହାସଲ କଲେ,...

କଟକଣା ସତ୍ତ୍ୱେ ୟୁରୋପ କିଣୁଛି ରୁଷିଆ ତେଲ

ଓ୍ବାଶିଂଟନ୍‌, ୧୩ା୪: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆ ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇବା ସତ୍ତ୍ୱେ ଭାରତ ମସ୍କୋରୁ ତୈଳ କିଣିବା ପ୍ରସଙ୍ଗରେ...

ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ...

ଜନ୍ମ ଦିନର ଉପହାର: ଜୁଲାଇ ୧୨ ତାରିଖ ଘୋଷଣା ହେଲା ‘ମଲାଲା ଦିବସ’

ଜେନେଭା,୧୨।୭: ମାତ୍ର ୧୭ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇଥିବା ମଲାଲା ୟୁସୁଫଜାଇଙ୍କର ଆଜି ହେଉଛି ଜନ୍ମଦିନ। ଏହିଦିନ ଅବସରରେ ଜାତିସଂଘ ମଲାଲାଙ୍କୁ ସମ୍ମାନ ଜଣାଇ...

ଘରେ ପହଞ୍ଚୁଛି ଆଲ୍‌କୋହଲ

ଦୁବାଇ,୧୦।୪: କରୋନା ସଂକ୍ରମଣ ଭୟରେ ରାସ୍ତାଘାଟ ଶୂନ୍‌ଶାନ୍‌, ସବୁକିଛି ଠପ୍‌। ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଥିବାରୁ ଅନ୍ୟ ଦେଶଗୁଡ଼ିକ ଭଳି ବିପୁଳ ରାଜସ୍ବ ହରାଇବାରେ ଲାଗିଛି...

Advertisement
Archives

Model This Week