କରୋନା ପ୍ରଥମେ ଯେଭଳି ଘାତକ ଥିଲା ଏବେ ବି ରହିଛି ସେଭଳି: ମୋଦି
ନୂଆଦିଲ୍ଲୀ, ୨୬।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, କରୋନା…
ୟୁନିଟ୍-୪ ମାର୍କେଟରୁ ପୁଣି ଏକାଧିକ ପଜିଟିଭ୍: ମାଛ ମାର୍କେଟ ପାଇଁ ଗୋଦାମ ବନ୍ଦ, ସମସ୍ୟାରେ ଅନ୍ୟ ବ୍ୟବସାୟୀ
ଭୁବନେଶ୍ୱର, ୨୬।୭(ବ୍ୟୁରୋ):କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଉଛି। ଶନିବାର ୟୁନିଟ୍-୪ ମାର୍କେଟରେ ଏହି ଟେଷ୍ଟ କରାଯାଇଥିଲା। ଏଥିରୁ ଏକାଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ମାଛ ଗଦି…
ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଲା
ଭଦ୍ରକ ଅଫିସ,୨୫ା୭: ଭଦ୍ରକ ଜିଲାରେ ରବିବାର ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରେ ୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫ ଜଣ ସ୍ଥାନୀୟ…
ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…
ମୁମ୍ବାଇ, ୨୬।୭: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ କହିଛନ୍ତି। ଏବେ ସୋନାକ୍ଷୀଙ୍କ ମନ୍ତବ୍ୟ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋନାକ୍ଷୀ…
ଅଯୋଧ୍ୟାରେ ଦୁଇଦିନ ଅଖଣ୍ଡ ରାମାୟଣ ପାଠ ସହ ଘରେ ଘରେ ଜଳିବ ଦୀପ
ଅଯୋଧ୍ୟା,୨୬।୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଲାଗି ସମସ୍ତ ପ୍ରସ୍ତୁତି ଯୋରସୋରରେ ଚାଲିଛି। ସେଠାରେ ଭୂମିପୂଜା ପାଇଁ ଅଗଷ୍ଟ ୪ରେ ସମସ୍ତ ମଠ ମନ୍ଦିରରେ ଅଖଣ୍ଡ ରାମାୟଣ ପାଠ ଓ ସଂକିର୍ତ୍ତନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଭୂମିପୂଜାରେ…
ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାକ୍ତର ହେଲେ ସଂକ୍ରମିତ
ନୂଆଦିଲ୍ଲୀ,୨୬।୭: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣକୁ ନେଇ ସାଧାରଣ ଜନତା ଭୟଭିତ ଅଛନ୍ତି। ଅନ୍ୟପଟେ ଏହି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗ୍ରେଟର ନଏଡାର ଜଣେ ସର୍ଜନ ନିଜ ଜୀବନକୁ ବାଜି ଲାଗାଇ ଦେଇଛନ୍ତି। ଶାରଦା ଦେବୀ ସ୍କୁଲ ଅଫ୍…
କରୋନା ମୃତକଙ୍କ ପାଇଁ ନିୟମାବଳୀ: ଶବ ସଂସ୍କାର ବେଳେ ଉପସ୍ଥିତ ରହିପାରିବେ ସମ୍ପର୍କୀୟ
ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍-୧୯ ଆକ୍ରାନ୍ତ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ମୃତଦେହ ବହୁ ସମୟ ଧରି ପଡିରହୁଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ…
ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁ ସିଲ୍
ପୁରୀ ଅଫିସ,୨୬।୭: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା। ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଇସିୟୁକୁ ସାମୟିକଭାବେ ବନ୍ଦ କରି ଦିଆଯାଇଛି । ସମ୍ପୃକ୍ତ ରୋଗୀଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାବେଳେ…
ଅଗଷ୍ଟ ୫ ପର୍ଯ୍ୟନ୍ତ ସକାଳେ ଏପରି କଲେ ଦେଶରୁ ହଟିଯିବ କରୋନା ସଂକ୍ରମଣ: ପ୍ରଜ୍ଞା ଠାକୁର
ଭୋପାଳ, ୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଭାଜପା ଏମ୍ପି ପ୍ରଜ୍ଞା ସିଂ ଠାକୁର ଦେଶରୁ କିପରି କରୋନା ସଂକ୍ରମଣକୁ ହଟାଯିବ ତାହାର ଉପାୟ ବତାଇଛନ୍ତି। ସେ କହିଛନ୍ତି ଜୁଲାଇ ୨୫ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ୧୨…
ଅନାବୃଷ୍ଟି ଦାଉ ସାଧିଲାଣି: ମୁଣ୍ଡରେ ହାତଦେଲେଣି ଚାଷୀ
ଭୁବନେଶ୍ୱର,୨୬।୭(ବ୍ୟୁରୋ): କରୋନା ମହାମାରୀ ଅସ୍ତବ୍ୟସ୍ତ କରୁଥିବା ବେଳେ ରାଜ୍ୟରେ ଅନାବୃଷ୍ଟି ଚାଷ ପାଇଁ ଘାତକ ହେଲାଣି। ଜୁଲାଇ ଶେଷ ହେବାକୁ ବସିଥିବା ବେଳେ ରାଜ୍ୟର ଅଧା ଜିଲାରେ ଏବେ ମରୁଡ଼ି ପରିସ୍ଥିତି ମୁଣ୍ଡ ଟେକିଲାଣି। ଧାନତଳି ରୁଆ ହୋଇପାରୁ ନାହିଁ। ଚାଷୀ…
ରେଭେନ୍ଶା କ୍ୟାମ୍ପସରେ କରୋନା
କଟକ ଅଫିସ,୨୬।୭: ରେଭେନ୍ଶା ବିଶ୍ୱବିଦ୍ୟାଳୟର ଜଗନ୍ନାଥ ଛାତ୍ରାବାସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ପୁଅ ଶନିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ଯୁବକ ଜଣଙ୍କ ହାୱଡା ମୋର୍ଟସଠାରେ ଥିବା ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ। ତାଙ୍କର ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ…
ମାସକରେ ଆଳୁ କେଜି ପିଛା ବଢ଼ିଛି ୧୫, ପିଆଜ ୧୦ ଟଙ୍କା
କଟକ ଅଫିସ,୨୬।୭: ଆଳୁ ଓ ପିଆଜ ଦର ଗତ କିଛି ସପ୍ତାହ ଭିତରେ ବଢ଼ିବାରେ ଲାଗିଛି। ମାସକ ଭିତରେ ଆଳୁ ଦର କେଜି ପିଛା ୧୫ ଟଙ୍କା ଓ ପିଆଜ ଦର ୧୦ ଟଙ୍କା ବଢ଼ି ସାରିଲାଣି। ଖୁଚୁରା ବେପାର ଓ…
Archives


