୪୬ ବର୍ଷ ପରେ ଡିଗ୍ରୀ ହାସଲ କଲେ ଏହି ପ୍ରସିଦ୍ଧ ଭଜନ ଗାୟକ

ଭଜନ ଗାୟକରୁ ନିକଟରେ ଅଭିନେତା ସାଜିଥିବା ଅନୁପ ଜାଲୋଟା ୪୬ ବର୍ଷ ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଛନ୍ତି। ୧୯୭୪ରେ ଅନୁପ ଏଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। କିନ୍ତୁ ଡିଗ୍ରୀ ସାର୍ଟିଫିକେଟ ନେଇ ନ ଥିଲେ। ଏବେ ତାଙ୍କୁ କୁଳପତିଙ୍କ କାର୍ଯ୍ୟାଳୟରେ କୁଳପତି ଏହି ଡିଗ୍ରୀ ପ୍ରଦାନ କରିଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ୧୦୦ ବର୍ଷ ବିତିଗଲାଣି, ଏଭଳି ପରିସ୍ଥିତିରେ ଏଠାରେ ଏକ ‘ଶତାବ୍ଦୀ ଉତ୍ସବ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁପ ଜାଲୋଟାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ୪୬ ବର୍ଷ ପରେ ବିଏ ଡିଗ୍ରୀ ହାସଲ କରିବା ପରେ ଅନୁପ ଜାଲୋଟା କହିଛନ୍ତି ଯେ, ତାଙ୍କୁ ଦ୍ୱିତୀୟ ଥର ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଉଥିବା ଭଳି ଲାଗୁଛି। ସୂଚନାଯୋଗ୍ୟ, ଅନୁପ ଜାଲୋଟା ଖୁବଶୀଘ୍ର ୱୋ ମେରି ଷ୍ଟୁଡେଣ୍ଟ ହୈ ଫିଲ୍ମରେ ନଜର ଆସିବେ। ଯାହାର ଶୁଟିଂ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଫିଲ୍ମରେ ତାଙ୍କ ଛାତ୍ର ତଥା ତଥାକଥିତ ଜସଲିନ ମଥାରୁଙ୍କ ସହ ଏହି ଫିଲ୍ମରେ ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବନ୍ଧୁତା

କ’ଣ କରିବେ ଦିଶା ପଟାନି-ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା। ଅର୍ଥାତ୍‌ ସେ ଦୋଛକିରେ ପଡିଯାଇଛନ୍ତି। ଟାଇଗର ଶ୍ରଫଙ୍କ ସହ ତାଙ୍କ...

ସଲମାନଙ୍କୁ ସୁପରଷ୍ଟାର କରିଥିଲା ବାଲାସୁବ୍ରମଣ୍ୟଙ୍କ ଗୀତ

ମୁମ୍ବାଇ: ନିଜର ମଖମଲି ସ୍ୱରରେ ଶ୍ରୋତାଙ୍କ ହୃଦୟରେ ଘର କରିଥିବା ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କର ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଛି । ସେ...

କଙ୍ଗନା ରାନାଓ୍ବତ ଏବଂ ଭଉଣୀ ରଙ୍ଗୋଲିଙ୍କୁ ସମନ ଜାରି କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୧।୧୦-ଦେଶଦ୍ରୋହ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ସମନ ଜାରି କରିଛି ମୁମ୍ବାଇ ପୋଲିସ। ଉଭୟଙ୍କୁ ଆସନ୍ତା ୨୬...

ସୁଶାନ୍ତଙ୍କ ଆତ୍ମହତ୍ୟାର ଆସିଲା ଶେଷ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଭିସ୍ରା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହଜନକ...

ମାଧୁରୀଙ୍କ ସ୍ବରର ଦିଓ୍ବାନା ହେଲେ ଶାହାରୁଖ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ ସମୟରେ ବଲିଉଡ୍‌ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଗୀତ ‘କ୍ୟାଣ୍ଡେଲ’ ମାଧ୍ୟମରେ ସଂଗୀତ ଜଗତରେ ଡେବ୍ୟୁ କରିଛନ୍ତି।...

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନ ଅଭିଯୋଗ ଆଣିଲେ ପାୟଲ

ମୁମ୍ବାଇ,୨୦ ।୯: ବଲିଉଡ୍‌ରେ ବିବାଦ ଯେମିତି ଥମିବାର ନାଁ ନେଉନି । ଶନିବାର ନବାଗତା ନାୟିକା ପାୟଲ ଘୋଷ ଚର୍ଚ୍ଚିତ ସେଲିବ୍ରିଟି ଅନୁରାଗ କଶ୍ୟପଙ୍କ ଉପରେ...

ପୁଣି ଓଜନ ବଢ଼ିବାକୁ ନେଇ ଚର୍ଚ୍ଚାରେ ଅଦନାନ୍‌

ବମ୍ବେ: ବଲିଉଡ୍‌ ଗାୟକ ଅଦନାନ୍‌ ସାମୀ ନିଜର ଗାୟନଶୈଳୀକୁ ନେଇ ଯେତିକି ଚର୍ଚ୍ଚିତ ହୋଇ ନ ଥାନ୍ତି, ତାଠାରୁ ଅଧିକ ହୋଇଥାନ୍ତି ନିଜର ଓଜନକୁ ନେଇ।...

୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା

ବଲିଉଡ୍‌ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫, ଜୁଲାଇ ୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା...

Play 250+ Trending Games
Archives

Model This Week

Why Dharitri