ରୋଷେଇ ଶିଖୁଛନ୍ତି ସୋନାକ୍ଷୀ

ବସିବାଠାରୁ କାଶିବା ଭଲ। ଦେଖୁନାହାନ୍ତି, ସେ ସାଇନ୍‌ କରିଥିବା ଫିଲ୍ମର ଶୁଟିଂ ଆରମ୍ଭ ହୋଇନାହିଁ। ତେଣୁ ଘରେ ବସି ରହିବା ଅପେକ୍ଷା ସେ ଗୋଟିଏ କାମରେ ମନୋନିବେଶ କରିଛନ୍ତି। ତାହା କ’ଣ ଜାଣନ୍ତି ? ନୂଆ ନୂଆ ରୋଷେଇ ଶିଖୁଛନ୍ତି। ହଁ, ସେ ହେଲେ ସୋନାକ୍ଷୀ ସିହ୍ନା। ଏ ବିଷୟରେ ସେ କହନ୍ତି, ‘ଏବେ ତ ମୋ ହାତରେ ୨-୩ ସପ୍ତାହ ସମୟ ଅଛି। ତେଣୁ ଏହି ସମୟ ଭିତରେ ମୁଁ ନୂଆ ନୂଆ ରୋଷେଇ ଶିଖିବାକୁ ସ୍ଥିର କରିଛି। ଏ ନେଇ ମୋତେ ମମି ଯଥେଷ୍ଟ ସାହାଯ୍ୟ କରୁଛନ୍ତି। ବର୍ତ୍ତମାନ ତ କରୋନା ସମୟ। ନହେଲେ ସାଙ୍ଗମାନଙ୍କର ଏକ ଗେଟ୍‌ ଟୁଗେଦର କରିବାକୁ ଇଚ୍ଛା ଥିଲା। ମୁଁ ରୋଷେଇ କରିଥିବା ନୂଆ ଖାଦ୍ୟର ମଜା ସେମାନେ ନେଇଥାଆନ୍ତେ। ପିଲାଟିଦିନରୁ ମୋର ଖାଦ୍ୟ ପ୍ରତି ଦୁର୍ବଳତା ରହିଛି। ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ନ ଖାଇଲେ ମୋ ମନ ଶାନ୍ତି ହୋଇ ନ ଥାଏ।’


Enter your email to get our daily news in your inbox.

All Right Reserved By Dharitri.Com

ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ

ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍...

‘ସାରା ଭାଇ ଭର୍ସେସ ସାରାଭାଇ’ ଅଭିନେତ୍ରୀ ବୈଭବି ଉପାଧ୍ୟାୟଙ୍କର କାର ଦୁର୍ଘଟଣାରେ ମୃତ୍ୟୁ

ମୁମ୍ବାଇ: ପପୁଲର ଟେଲିଭଜନ ସିରିଜ ‘ସାରାଭାଇ ଭର୍ସେସ ସାରାଭାଇ’ରେ ଜୈସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ବୈଗବି ଉପାଧ୍ୟାୟଙ୍କର ମଙ୍ଗଳବାର ହିମାଚଳ ପ୍ରଦେଶରେ ଏକ କାର...

ଏହି ଗୀତରେ ଜବରଦସ୍ତ ଠୁମ୍‌କା ଲଗାଇଲେ ସନି ଲିଓନ

ମୁମ୍ବାଇ: ଅଭିନେତ୍ରୀ ସନି ଲିଓନ ତାଙ୍କ ଷ୍ଟାଇଲ୍‌ରେ ସମସ୍ତଙ୍କ ହୃଦୟ ଜିଣିପାରନ୍ତି। ସେ ଜଣେ ଭଲ ନୃତ୍ୟଶିଳ୍ପୀ ବୋଲି ସମସ୍ତେ ଜାଣନ୍ତି। ଯଦି ତାଙ୍କର କୌଣସି...

୫୫ ବର୍ଷରେ ଆମିର ଖାଁ: ରୀନାଙ୍କ ପାଖକୁ ଲେଖିଥିଲେ ରକ୍ତରେ ଚିଠି

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଆମିର ଖାଁ ଶନିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ କୟାମତ୍‌...

ଦିନେ ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବିବେକ୍‌

ମୁମ୍ବାଇ: ବଲିଉଡ ଅଭିନେତା ବିବେକ୍‌ ଓବରୋଇ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଏକ ଚକୋଲେଟ ବୟ କିମ୍ବା ଗ୍ୟାଙ୍ଗଷ୍ଟରର ଭୂମିକା ହୋଉ ସେ ତାଙ୍କର...

ମହାରାଷ୍ଟ୍ର ରାଜନୀତିକୁ ନେଇ ଭାଇରାଲ ହେଉଛି ରାକ୍ଷୀ ସାଓ୍ବନ୍ତଙ୍କ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏମିତି ଜଣେ ଅଭିନେତ୍ରୀ ଯେ ସବୁବେଳେ ପ୍ରତିଦିନର ଘଟଣା ଉପରେ ନଜର ରଖିଥାଆନ୍ତି। କେବଳ ସେତିକି ନୁହେଁ...

ଅମିତାଭ ବଚ୍ଚନଙ୍କୁ ପୁଣି କରୋନା

ମୁମ୍ବାଇ,୨୪।୮: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଟୁଇଟର ଯୋଗେ ଏହି ସୂଚନା ଦେଇଛନ୍ତି। ଏଥିସହିତ...

ସୋନୁଙ୍କୁ ସହାୟତାର ହାତ ବଢାଇଲେ ସୋନୁ

ଆଜିକାଲି ସୋସିଆଲ ମିଡିଆରେ ବିହାରର ସୋନୁ କୁମାର ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ପଞ୍ଚମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ବାଳକ ସୋନୁ ନିକଟରେ ବିବାହ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week