ରୋଷେଇ ଶିଖୁଛନ୍ତି ସୋନାକ୍ଷୀ

ବସିବାଠାରୁ କାଶିବା ଭଲ। ଦେଖୁନାହାନ୍ତି, ସେ ସାଇନ୍‌ କରିଥିବା ଫିଲ୍ମର ଶୁଟିଂ ଆରମ୍ଭ ହୋଇନାହିଁ। ତେଣୁ ଘରେ ବସି ରହିବା ଅପେକ୍ଷା ସେ ଗୋଟିଏ କାମରେ ମନୋନିବେଶ କରିଛନ୍ତି। ତାହା କ’ଣ ଜାଣନ୍ତି ? ନୂଆ ନୂଆ ରୋଷେଇ ଶିଖୁଛନ୍ତି। ହଁ, ସେ ହେଲେ ସୋନାକ୍ଷୀ ସିହ୍ନା। ଏ ବିଷୟରେ ସେ କହନ୍ତି, ‘ଏବେ ତ ମୋ ହାତରେ ୨-୩ ସପ୍ତାହ ସମୟ ଅଛି। ତେଣୁ ଏହି ସମୟ ଭିତରେ ମୁଁ ନୂଆ ନୂଆ ରୋଷେଇ ଶିଖିବାକୁ ସ୍ଥିର କରିଛି। ଏ ନେଇ ମୋତେ ମମି ଯଥେଷ୍ଟ ସାହାଯ୍ୟ କରୁଛନ୍ତି। ବର୍ତ୍ତମାନ ତ କରୋନା ସମୟ। ନହେଲେ ସାଙ୍ଗମାନଙ୍କର ଏକ ଗେଟ୍‌ ଟୁଗେଦର କରିବାକୁ ଇଚ୍ଛା ଥିଲା। ମୁଁ ରୋଷେଇ କରିଥିବା ନୂଆ ଖାଦ୍ୟର ମଜା ସେମାନେ ନେଇଥାଆନ୍ତେ। ପିଲାଟିଦିନରୁ ମୋର ଖାଦ୍ୟ ପ୍ରତି ଦୁର୍ବଳତା ରହିଛି। ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ନ ଖାଇଲେ ମୋ ମନ ଶାନ୍ତି ହୋଇ ନ ଥାଏ।’


Enter your email to get our daily news in your inbox.

All Right Reserved By Dharitri.Com

ହାତରେ ହାତ ଛନ୍ଦି ବୁଲୁଥିଲେ ଏହି ଯୋଡ଼ି, କ୍ୟାଚ୍‌ କରିନେଲା କ୍ୟାମେରା

ହାତରେ ହାତ ଛନ୍ଦି ବଲିଉଡ୍‌ର ଏହି ଯୋଡ଼ି କାର୍‌ରେ ବୁଲୁଥିଲେ। ଫଟୋଗ୍ରାଫରଙ୍କ କ୍ୟାମେରାକୁ ଦେଖି ମୁହଁ ଲୁଚାଇଦେଲେ। କିନ୍ତୁ ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି...

ସଲ୍‌ମାନଙ୍କ ଫିଟ୍‌ ଇଣ୍ଡିଆ ବାର୍ତ୍ତା

ନୂଆଦିଲ୍ଲୀ: ଅକ୍ଟୋବର ୨ରେ ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି...

ଟି-ଶର୍ଟରୁ ପ୍ରାଇସ୍‌ ଟ୍ୟାଗ୍‌ କାଢ଼ିବାକୁ ଭୁଲିଗଲେ ଏହି ବିଶ୍ୱସୁନ୍ଦରୀ

ମିସ୍‌ ଓ୍ବାଲ୍ଡ ଟାଇଟଲ ଜିତିଥିବା ମାନୁଷୀ ଛିଲର କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ତେବେ...

ରିତେଶଙ୍କୁ ‘ଶସ୍ତା ଡିଜେ ସ୍ନେକ୍‌’ କହିଲେ ଟ୍ରୋଲର, ଜବାବ ଦେଲେ ଅଭିନେତା

ବମ୍ବେ: ଟ୍ରୋଲ କରି ଲୋକହସା ହୋଇଛନ୍ତି ଅଭିନେତା ରିତେଶ ଦେଶମୁଖଙ୍କ ଜଣେ ପ୍ରଶଂସକ। ସବୁବେଳେ ଟ୍ରୋଲରମାନଙ୍କୁ ମଜାଳିଆ ପ୍ରତିକ୍ରିୟା ଦେଇ ଆସୁଥିବା ରିତେଶ ପୁଣି ସେଭଳି...

ଅପେକ୍ଷାର ଫଳ ମିଠା

ସତରେ ଅପେକ୍ଷାର ଫଳ ମିଠା। ହେଲେ ସେଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ନିକଟରେ ଜ୍ୟାକଲିନ୍‌ ଫର୍ନାଡିସ୍‌ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଅର୍ଥାତ୍‌, ସେ...

କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ...

ଖୁସି ଅନ୍ତରାଳେ…

କ୍ରିତିଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କୁ ଏକ ମନଲାଖି ଚରିତ୍ରଟିଏ ମିଳିଯାଇଛି। ବର୍ତ୍ତମାନ ସେ ‘ମିମି’ ଟାଇଟଲ ବିଶିଷ୍ଟ ସିନେମାରେ ଅଭିନୟ...

ସୋନୁ ସୁଦଙ୍କୁ ଭିଡିଓଗେମ୍‌ ମାଗିଲେ ଏହି ପିଲା: ଏମିତି ଉତ୍ତର ଦେଇ ହୃଦୟ ଜିତିଲେ ଅଭିନେତା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସୋନୁ ସୁଦ। କେଉଁଠି କୃଷକଙ୍କ ପାଇଁ ସେ ଟ୍ରାକ୍ଟର...

Play 250+ Trending Games
Archives

Model This Week

Why Dharitri