ଗଞ୍ଜାମରେ ୨୦୫ ଜଣ ଦାନ କରିବେ ପ୍ଲାଜମା
ଛତ୍ରପୁର,୨୬ା୭(ଡି.ଏନ୍.ଏ.)-ଗଞ୍ଜାମ ଜିଲାରେ ପ୍ଲାଜ୍ମା ଦାନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ରବିବାର ସୁଦ୍ଧା ଜିଲାର ୨୦୫ ଜଣ ପ୍ଲାଜ୍ମା ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରି ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରେ ଜିଲାର ଗ୍ରାମାଞ୍ଚଳରୁ ୧୫୫ ଜଣ ଓ ସହରାଞ୍ଚଳର…
୭୦ ବର୍ଷୀୟା ମା’ଙ୍କୁ ପର କରିଦେଲେ ପୁଅ, ଘରେ ଆଣି ରଖିଲେ ଏମ୍ପି
ଦିଲ୍ଲୀ,୨୬।୭: ଲକ୍ଡାଉନ ସମୟରେ ବେସାହାରା ହୋଇଯାଇଥିବା ୭୦ ବର୍ଷିୟା ଲୀଲାବତୀ ଦେବୀଙ୍କୁ ଶେଷରେ ସାହାରା ମିଳିଛି। ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିବା ଲୀଲାବତୀଙ୍କୁ ପୁଅ ଘରୁ ବାହାର କରି ଦେଇଥିଲେ। ଏବେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସଦସ୍ୟ…
କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଉପ ଜିଲାପାଳ
ଭଞ୍ଜନଗର,୨୬।୭(ଡି.ଏନ.ଏ)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍ କ୍ୱାରେଣ୍ଟାଇନ୍ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ରବିବାର ଟୁଇଟ୍…
ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରି ଶବକୁ ପାଇଖାନା ଟାଙ୍କିରେ ପୋତିଲା ସ୍ତ୍ରୀ
ହରିଦ୍ୱାର, ୨୬।୭: ଉତ୍ତରାଖଣ୍ଡର ତୀର୍ଥ ନଗରୀ ଭାବେ ପରିଚିତ ଋଷିକେଶରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରେ ଶବକୁ ପାଇଖାନା ଟାଙ୍କିରେ ପୋତି ଦେଇଛନ୍ତି। ପୋଲିସ…
ଚାକିରି ଯିବାର ଥିଲା ଭୟ, ଏମିତି ଚରମ ପଦକ୍ଷେପ ନେଲେ ପରିବାର
ବେଙ୍ଗାଲୁରୁ,୨୬।୭:କରୋନା ଯୋଗୁ ଲୋକେ ଅନେକ ସଙ୍କଟର ସାମ୍ନା କରୁଛନ୍ତି। କିଏ ପେଟ ପୋଷିବା ପାଇଁ ସଂଗ୍ରାମ କରୁଛନ୍ତି ତ ଆଉ କିଏ ଚାକିରି ଚାଲିଯିବା ଭୟରେ କାଳାତିପାତ କରୁଛନ୍ତି। କର୍ନାଟକର ଧରୱାଡ ଜିଲାରେ ଏମିତି କିଛି ଘଟଣା ଘଟିଛି ଯାହା ପ୍ରମାଣ…
ଚିକିତ୍ସା ପାଇଁ ଗୋଟିଏ ବୋତଲ ମଦ ମାଗିଲେ ଡାକ୍ତର, ତା’ପରେ
ରାଞ୍ଚି,୨୬।୭: କରୋନା ମହାମାରୀ ସମୟରେ ଡାକ୍ତରଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସେମାନଙ୍କୁ କେରାନା ଯୋଦ୍ଧା ଆଖ୍ୟା ଦିଆଯାଇଛି। କିନ୍ତୁ ଝାଡଖଣ୍ଡରେ ଏମିତି ଜଣେ ଡାକ୍ତର ମଧ୍ୟ ଅଛନ୍ତି ଯିଏ ରୋଗୀଙ୍କ ଚିକିତ୍ସା ପାଇଁ ଏକ ବୋତଲ ମଦ ଆବଶ୍ୟକ କରନ୍ତି। ଏହି…
ବଚସା ହେଲା କାଳ: ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ
କେସିଙ୍ଗା,୨୬।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବ୍ରାହ୍ମଣୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବକ ଟାଙ୍ଗିଆରେ ହାଣି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତା ମହିଳା ହେଲେ ପୁଷ୍ପା ରାଉତ (୪୦)। ଖବରପାଇ ପୋଲିସ ପହଞ୍ଚି…
କରୋନା ମୃତକଙ୍କ ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ମିଳିବ ନିଃଶୁଳ୍କ ଶିକ୍ଷା
ଭୁବନେଶ୍ୱର, ୨୬।୭(ବ୍ୟୁରୋ)-କାରୋନା ମହାମାରୀ ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଏପରିସ୍ଥିତିରେ ଦୁଃଖରେ ଥିବା କାରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍ ବିଶ୍ୱବିଦ୍ୟାଳୟ। କାରୋନା ମୃତକଙ୍କ ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ ନିଃଶୁଳ୍କ ଶିକ୍ଷା ଦେବ ବୋଲି ରବିବାର…
ଆଇପିଏଲ୍ ପାଇଁ ନୂଆ ବ୍ୟାଟ୍ କିଣିଲେ ରାଇନା, ପନ୍ତ
ମିରଟ, ୨୬।୭: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ନେଇ ତାରିଖ ସ୍ପଷ୍ଟ ହୋଇଯିବା ପରେ ଖେଳାଳିମାନେ ଚଳଚଞ୍ଚଳ ହୋଇଉଠିଛନ୍ତି। ଆଇପିଏଲ୍ ପାଇଁ କିଛିଦିନ ହେବ ପୂର୍ବରୁ ଜୋର୍ଦାର ପ୍ରସ୍ତୁତି…
ଅନୁଷ୍କାଙ୍କ ପାଇଁ କେକ୍ ତିଆରି କରିଥିଲେ ବିରାଟ
ନୂଆଦିଲ୍ଲୀ, ୨୬।୭: କରୋନା ମହାମାରୀ ଲାଗି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବେ ଅଧିକାଂଶ ସମୟ ଘରେ ସ୍ତ୍ରୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକାଠି ସମୟ ବିତାଇବାର ସୁଯୋଗ ପାଇଛନ୍ତି। ଏହି ଲକ୍ ଡାଉନ…
କଟକ ସହରରୁ ପୁଣି ୫୭ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୨୬।୭-କଟକ ସହରରୁ ରବିବାର ପୁଣି ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୯ ଜଣ କ୍ୱାରାଣ୍ଟାଇନ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।…
ଧୋନୀଙ୍କ ସହ ପ୍ରଥମ ସାକ୍ଷାତ୍କୁ ମନେ ପକାଇଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ, ୨୬।୭: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ଲେଗ୍ ସ୍ପିନର ଇମ୍ରାନ ତାହିର ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ପ୍ରଥମ ସାକ୍ଷାତ୍କାରକୁ ମନେ ପକାଇଛନ୍ତି। ତାହିର ୨୦୧୪ରେ ଆଇପିଏଲ୍ ପଦାର୍ପଣ କରିଥିଲେ। କିନ୍ତୁ ଯେତେବେଳେ ସେ ୨୦୧୭ରେ…
Archives


