Home Left

ଭାଜପାକୁ ପୁଣି ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହୋଇ ସ୍ବର ଉତ୍ତୋଳନ କରିବାକୁ ଅପିଲ କରିଛନ୍ତି। ଟୁଇଟର ମାଧ୍ୟମରେ ସେ ଏହି ଅପିଲ କରିଥିବା ବେଳେ ଏହାକୁ ନେଇ ଏକ ଭିଡିଓ ମଧ୍ୟ ସେ ଶେୟାର…

ରାଜଧାନୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ମହିଳା ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ସୁନାଚେନ ଲୁଟ୍‌

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇପଡ଼ିଲେଣି ସୁନାଚେନ ଲୁଟ୍‌ କରୁଥିବା ଗ୍ୟାଙ୍ଗ। ସେମାନେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସଠାରୁ ମଧ୍ୟ ଲୁଟ୍‌ପାଟ କରିବାକୁ ପଛାଉ ନାହାନ୍ତି। ଏପରି ଏକ ଘଟଣାକ୍ରମରେ ରବିବାର ସକାଳେ ଖାରବେଳ ନଗର ଥାନା ୟୁନିଟ-୩ ଅଞ୍ଚଳରେ…

ଏଇ ଫୁର୍‌ସତରେ

ଦିନଥିଲା ମଣିଷ ଟିକେ ଅବସର ସମୟ ପାଇଁ ତରସି ଯାଉଥିଲା। କାମର ଚାପରେ ଅନ୍ତର୍ନିହିତ ଇଚ୍ଛାସବୁ ଦବି ରହି ଯାଉଥିଲା। ହେଲେ ଏବେ ଏହି ମହାମାରୀ ପାଇଁ ଅନେକଙ୍କର କାମଦାମ ବନ୍ଦ । ଘରେ ବସି ରହିଛନ୍ତି ଅନେକେ । ପାଖରେ…

ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ

ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ ପ୍ରଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।…

ଉଦ୍ଧବଙ୍କ ଚେତାବନୀ

ମୁମ୍ବାଇ,୨୬।୭: ରାଜସ୍ଥାନ ରାଜନୀତିରେ ଯେଉଁ ସଙ୍କଟ ଦେଖାଦେଇଛି ପୂର୍ବରୁ ଏହା ମହାରାଷ୍ଟ୍ରରେ ମଧ୍ୟ ଦେଖାଦେଇଥିଲା। ଏବେ ରାଜସ୍ଥାନର ସ୍ଥିତିକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯଦି କେହି ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛନ୍ତି ତେବେ ଭାଙ୍ଗି ଦିଅନ୍ତୁ ହେଲେ…

ଅନ୍‌ଲକ୍‌-୩: ମେଟ୍ରୋ-ସ୍କୁଲ୍‌ ରହିବ ବନ୍ଦ

ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେଧୀରେ କୋହଳ କରାଯାଉଛି। ଜୁଲାଇ ୩୧ରେ ଅନ୍‌ଲକ୍‌-୨ ଶେଷ ହେଉଛି। ଏହାପରେ ଅନ୍‌ଲକ୍‌-୩ ଆରମ୍ଭ ହେବ। ଏଥିରେ ସିନେମା ହଲ୍‌ ଏବଂ ଜିମ୍‌…

ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ

କୋରୁକୋଣ୍ଡା,୨୫ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ବାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁଥିବା ସୂଚନା ମିଳିଛି। ମାଲକାନଗିରି ଏସ୍‌ଓଜି, ଡିଭିଏଫ୍‌ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେଶନ ବେଳେ ମାଓବାଦୀଙ୍କ ସହ…

ଟଙ୍କା ନ ଦେବାରୁ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା,୨୬।୭: ସାରା ଦେଶରେ କରୋନା ରୋଗୀ ଓ ଆମ୍ବୁଲାନ୍ସକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ଏବେ କୋଲକାତାରୁ ଆସିଥିବା ଏକ ଖବର ପୁଣି ଚର୍ଚ୍ଚାକୁ ଆସିଛି। ସେଠାରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଚାଇଲ୍‌ଡ ହେଲ୍‌ଥରେ ଜଣେ ୯ ମାସର…

କରୋନା ପ୍ରଥମେ ଯେଭଳି ଘାତକ ଥିଲା ଏବେ ବି ରହିଛି ସେଭଳି: ମୋଦି

ନୂଆଦିଲ୍ଲୀ, ୨୬।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୭ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, କରୋନା…

ୟୁନିଟ୍‌-୪ ମାର୍କେଟରୁ ପୁଣି ଏକାଧିକ ପଜିଟିଭ୍‌: ମାଛ ମାର୍କେଟ ପାଇଁ ଗୋଦାମ ବନ୍ଦ, ସମସ୍ୟାରେ ଅନ୍ୟ ବ୍ୟବସାୟୀ

ଭୁବନେଶ୍ୱର, ୨୬।୭(ବ୍ୟୁରୋ):କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯାଉଛି। ଶନିବାର ୟୁନିଟ୍‌-୪ ମାର୍କେଟରେ ଏହି ଟେଷ୍ଟ କରାଯାଇଥିଲା। ଏଥିରୁ ଏକାଧିକ ପଜିଟିଭ୍‌ ଚିହ୍ନଟ ହୋଇଥିବା ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ମାଛ ଗଦି…

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଲା

ଭଦ୍ରକ ଅଫିସ,୨୫ା୭: ଭଦ୍ରକ ଜିଲାରେ ରବିବାର ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରେ ୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫ ଜଣ ସ୍ଥାନୀୟ…

ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…

ମୁମ୍ବାଇ, ୨୬।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ କହିଛନ୍ତି। ଏବେ ସୋନାକ୍ଷୀଙ୍କ ମନ୍ତବ୍ୟ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋନାକ୍ଷୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri