୨୦୧୯-୨୦ରେ ଓଡ଼ିଶାକୁ ୫୧୨୨ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ
ନୂଆଦିଲ୍ଲୀ,୨୭।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) କ୍ଷତିପୂରଣ ବାବଦ ଓଡ଼ିଶାକୁ ମୋଟ ୫,୧୨୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟଗୁଡିକୁ ମୋଟ ୧୩,୮୦୬ କୋଟି ଟଙ୍କା କ୍ଷତିପୂରଣ ରାଶି…
ଭାରତରେ ଅର୍ଦ୍ଧାଧିକ କର୍ମଚାରୀଙ୍କୁ ଛଟେଇ କରିବ ହୁଆଓ୍ବି
ନୂଆଦିଲ୍ଲୀ,୨୭।୭: ଚାଇନା ସେନା ଦ୍ୱାରା ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା କମ୍ପାନୀଗୁଡିକ ଉପରେ ଭାରତ ସରକାର କଟକଣା ଲାଗୁ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୫୯ ଚାଇନା ଉପରେ ବ୍ୟାନ୍ ଲାଗିବାରୁ ସେଠାକାର କମ୍ପାନୀଗୁଡିକ ଭାରତରେ କାରବାର କରିବା…
ରେକର୍ଡ ସ୍ତରରେ ସୁନା: ଦର ୫୧,୮୩୩ ଟଙ୍କା ଛୁଇଁଲା
ନୂଆଦିଲ୍ଲୀ,୨୭।୭: ଗତ କିଛି ସପ୍ତାହ ଧରି ସୁନା ଦର ଭାରତରେ ବୃଦ୍ଧି ଘଟୁଥିବା ବେଳେ ଦରରେ ବିରତି ଲାଗୁନାହିଁ। ବିଦେଶୀ ବଜାର କାରଣରୁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମ୍ସିଏକ୍ସ)ରେ ସୋମବାର ପ୍ରାରମ୍ଭିକ କାରବାରରେ ସୁନା ଦର ବିଶେଷ ବୃଦ୍ଧି ହୋଇଥିବା ଜଣାପଡିଛି। ସୁନା…
ରୋଜଗାର ପାଇଁ ଏମିତି ଅଭିନବ ଉପାୟ ପାଞ୍ଚିଲେ ରିକ୍ସା ଚାଳକ
ଆରା, ୨୭।୭: ସମଗ୍ର ବିଶ୍ୱରେ କରୋନା ଭୟଙ୍କର ବିନାଶ ଘଟାଇ ଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଲକ୍ ଡାଉନ ଜାରି ରହିଛି। ଏହା ଦ୍ୱାରା ସିଧାସଳଖ ଗରିବ ଶ୍ରେଣୀର…
ସ୍ତ୍ରୀ ଉପରେ ଖରାପ ନଜର ପକାଇବାରୁ ବଡ଼ ଭାଇକୁ ହତ୍ୟା
ଗ୍ରେଟର ନୋଏଡା, ୨୭।୭: ଗ୍ରେଟର ନୋଏଡାର ବିସରଖ ଗ୍ରାମରେ ଜଣେ ଯୁବକଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ସାନ ଭାଇକୁ ଗିରଫ କରିଛି। ମୃତକ ଯୁବକଜଣଙ୍କ ପରିବାରର ମହିଳାଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ତାଙ୍କ ସାନ ଭାଇଙ୍କ…
ଜୀବନକୁ ବାଜି ଲଗାଇ ପାଣି ଟାଙ୍କିରୁ ଛୁଆକୁ ଉଦ୍ଧାର କଲା ମା’ ମାଙ୍କଡ: ଦେଖନ୍ତୁ ଭିଡିଓ…
ମାଟିରୁ ଆକାଶ ଯାଏ ଯିଏ ପରିବ୍ୟାପ୍ତ ସେ ହେଉଛି ମା’। ମା’ର ପଣତ ତଳେ ଛୁଆ ଥାଏ ସବୁଠୁ ବେଶି ସୁରକ୍ଷିତ। ଆଉ ଯେତେବେଳେ ନିଜର ସନ୍ତାନ ପ୍ରତି ବିପଦ ଆସେ ନିଜ ଜୀବନକୁ ବାଜି ଲଗାଇ ଦିଏ ମା’। ଏହାର…
ଗଧ ଉପରେ ବସି ଶ୍ମଶାନରୁ ବାହାରିଲେ ବର, କାରଣ ଜାଣି ଚମକି ଉଠିବେ
ମଧ୍ୟପ୍ରଦେଶର ଇନ୍ଦୋର ଜିଲାର ଶ୍ମଶାନରୁ ଏକ ନିଆରା ବରଯାତ୍ରୀ ଶୋଭାଯାତ୍ରା ଦେଖିବାକୁ ମିଳିଛି। ଯେଉଁଠି ବର ଏକ ଗଧ ଉପରେ ବସିଛନ୍ତି। ତେବେ ବର ଆଉ କେହିନୁହନ୍ତି ସେ ହେଉଛନ୍ତି, ନଗର ପଞ୍ଚାୟତ ସଭାପତି। ଏହି ବରଯାତ୍ରୀ ଶୋଭାଯାତ୍ରା ରହସ୍ୟ ମଧ୍ୟ…
ମାଞ୍ଚେଷ୍ଟର ଟେଷ୍ଟ: ଚତୁର୍ଥ ଦିବସ ଖେଳ ବାତିଲ
ମାଞ୍ଚେଷ୍ଟର, ୨୭।୭- ବର୍ଷା ଯୋଗୁ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ତୃତୀୟ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଖେଳ ସୋମବାର ବାତିଲ ହୋଇଛି। ଫଳରେ ଫଳାଫଳ ପାଇଁ ଉଭୟ ଦଳକୁ ୫ମ ତଥା ଅନ୍ତିମ ଦିବସକୁ ଅପେକ୍ଷା କରିବାକୁ ପଡ଼ିଛି। ଏହି ଟେଷ୍ଟର ପ୍ରଥମ ଇନିଂସରେ…
ଅଣ୍ଡିରା ଛେଳି ଦେଉଛି କ୍ଷୀର: ପିଉଛନ୍ତି ପୂରା ପରିବାର
ରାଜସ୍ଥାନ,୨୭।୭-ଏକ ଅଣ୍ଡିରା ଛେଳି ବା ଖାସୀ କ୍ଷୀର ଦେଉଛି। ଶୁଣିଲେ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ସତ। ରାଜସ୍ଥାନର ଧୌଲପୁର ଜିଲା ଗୁର୍ଜା ଅଞ୍ଚଳରେ ଏପରି ଅଜବ ଘଟଣା ସାମ୍ନାକୁ ଆସିଛି। ଆଉ ଏହି ଅଣ୍ଡିରା ଛେଳିର କ୍ଷୀରକୁ ମାଲିକଙ୍କ…
ଗ୍ରାମରେ ଦେଖାଦେଲା କରୋନା ଲକ୍ଷଣ : ୭ ଦିନ ଓଡଙ୍ଗ ପଞ୍ଚାୟତ ଶଟ୍ଡାଉନ୍
ବନ୍ତ,୨୭।୭(ଡି.ଏନ୍.ଏ./ସ୍ବ.ପ୍ର) : ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତକୁ ସରପଞ୍ଚ କିଶୋର କିଙ୍କର ପଢ଼ିଆରୀ ସୋମବାର ସକାଳ ୭ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୭ ଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ଙ୍ଗ ଟି.ଏମ୍.ସିରେ ୨ଟି ପଜିଟିଭ୍…
ସୁଟ୍କେସରୁ ମିଳିଲା ନବବିବାହିତ ମହିଳାଙ୍କ ମୃତ ଦେହ
ଗାଜିଆବାଦ, ୨୭।୭: ଉତ୍ତର ପ୍ରଦେଶର ଗାଜିଆବାଦରୁ ଚକିତ କଲା ଭଳି ଏକ ଖବର ଆସିଛି। ସୋମବାର ସକାଳେ ଗାଜିଆବାଦର ସାହିବାବାଦ୍ ଥାନା ଅଞ୍ଚଳରେ ଗୋଟିଏ ସୁଟ୍କେସ ମଧ୍ୟରୁ ଜଣେ ନବବିବାହିତ ଯୁବତୀଙ୍କ ଶବ ଉଦ୍ଧାର କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…
ବୁଗୁଡ଼ା ବ୍ଲକର ଏହି ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା
ବୁଗୁଡ଼ା,୨୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡ଼ି ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଆପଟ ଜିଲାପାଳ କ୍ଷମତା ପ୍ରଯୋଗ କରି ସୋମବାର ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ମୁଖ୍ୟତଃ ଉକ୍ତ ପଞ୍ଚାୟତର ପାଙ୍ଗିଡ଼ି, ପଙ୍କଳବାଡ଼ି ଓ କଞ୍ଚୁଡ଼ୁପାଟଣା ଗ୍ରାମରେ…
Archives


