Home Left

ଟିଟୋ ଗ୍ୟାଙ୍ଗ୍‌ର ୪ ଗିରଫ

କଟକ ଅଫିସ,୨୮।୭: ଟିଟୋ ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତ ଥିବା ୪ ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଛି। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ଏମାନଙ୍କୁ ଗାନ୍ଧିଛକ ନିକଟସ୍ଥ ପଡ଼ିଆରୁ ଉଠାଇ ଆଣିଥିଲା।…

କ୍ୟାବିନେଟ ପ୍ରସ୍ତାବ ଫେରାଇଦେଲେ ରାଜ୍ୟପାଳ

ଜୟପୁର,୨୮।୭: ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ରାଜ୍ୟପାଳ କଲରାଜ ମିଶ୍ର ଏହାକୁ ଏଡାଇ ଚାଲିଛନ୍ତି। ଏପରିକି ରାଜ୍ୟ କ୍ୟାବିନେଟ ଦେଇଥିବା ପ୍ରସ୍ତାବକୁ ରାଜ୍ୟପାଳ ଫେରାଇ ଦେଇଛନ୍ତି। ସରକାର ୨୧ ଦିନିଆ ନୋଟିସ୍‌…

କୁଳଭୂଷଣ ଅଧ୍ୟାଦେଶ’ ଆଣିବେ ପାକ୍‌ ସରକାର

ଇସ୍‌ଲାମାବାଦ,୨୮।୭: ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଥିବା ଇମ୍ରାନ ଖାନ୍‌ ସରକାର ପାକିସ୍ତାନ ଜାତୀୟ ଆସେମ୍ବ୍ଲିରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ସମୀକ୍ଷା ଓ ପୁନର୍ବିଚାର ଅଧ୍ୟାଦେଶ ୨୦୨୦ ଆଣିବା ଆଶା କରାଯାଉଛି। ପାକିସ୍ତାନ ଜେଲ୍‌ରେ ଥିବା ଭାରତର ପୂର୍ବତନ ନୌସେନା…

ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଛି। ତେବେ ବିହାର ଏବଂ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂଭରଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକ, ବାଲେଶ୍ୱର, ଗଜପତି, ଗଞ୍ଜାମ,…

ସାଧାରଣ ମଣିଷର ସାଥୀ ଥିଲେ ବିଜୟ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ଦିବଂଗତ ବିଜୟ ମହାନ୍ତି ପରିବାରଜନଙ୍କ ପାଖରେ ଯେତିକି ପ୍ରିୟ ଥିଲେ, ତା’ଠାରୁ ଅଧିକ ସାରା ଓଡ଼ିଶାବାସୀଙ୍କ ଆପଣାର ଥିଲେ। ସିନେମା ମାଧ୍ୟମରେ ସାଧାରଣ ମଣିଷର ନିତିଦିନର ଦୁଃଖ ଓ ସୁଖର ସାଥୀ ପାଲଟିଥିଲେ। ତାଙ୍କ ମୃତ୍ୟୁରେ ପ୍ରତିଟି ଓଡ଼ିଆଙ୍କ ଛାତିରେ…

ଗୁରୁତରଙ୍କୁ ନେଲାନି ଆମ୍ବୁଲାନ୍ସ: ଚାଲିଗଲା ମନୋଜଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨୮।୭: କରୋନା ମହାମାରୀ ଭୟରେ ହଜିଯାଉଛି ମାନବିକତା। ସଂକ୍ରମଣ ଯୋଗୁ ମଣିଷ ଅଛୁଅଁା ପାଲଟିଯାଉଛି। ଏଭଳି ଅମାନବିକତା ଯୋଗୁ ସୋମବାର ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁରସ୍ଥିତ ପ୍ରହଲ୍ଲାଦନଗର…

ଚିଙ୍ଗୁଡ଼ି ପାଇଁ ଜୀବନ ବାଜି

କେନ୍ଦ୍ରାପଡ଼ା ଅଫିସ, ୨୮।୭ (ଜଗନ୍ନାଥ ଧଳ): ଏଭଳି କେତେକ ଜୀବିକା ରହିଛି, ଯେଉଁଥିରେ ଜୀବନ ଚାଲିଯାଉଛି। ହେଲେ ଅର୍ଥ ମୋହରେ ଲୋକେ ସେହି ପ୍ରାଣହାନି ଜୀବିକାଠାରୁ ଦୂରେଇ ପାରୁନାହାନ୍ତି। କେନ୍ଦ୍ରାପଡ଼ା ଜିଲାର କୁମ୍ଭୀର ସାଲୁବାଲୁ ହେଉଥିବା ନଦୀ ଓ ଯୋରରୁ ଚିଙ୍ଗୁଡ଼ି…

କର୍ମଚାରୀ ବୋଝ ନେବାକୁ ଅମଙ୍ଗ ଟିପିସିଏଲ୍‌

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇଦେବାକୁ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରୁଛନ୍ତି। ହେଲେ ଘରୋଇ କମ୍ପାନୀ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାରୁ ଲାଭବାନ ହେଉଥିବାବେଳେ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ୍‌ ସେବା ମିଳିବା ବଦଳରେ ରାଜକୋଷ ଉପରେ ଋଣର ପାହାଡ଼ ଛିଡ଼ା…

ଦୋକାନରେ ତାଲା, ଘରେ ବେପାର

ଅନୁଗୋଳ ଅଫିସ୍‌, ୨୮।୭ ଅନୁଗୋଳରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ପ୍ରହସନ ପାଲଟିଛି ଲକ୍‌ଡାଉନ୍‌ କଟକଣା। ସକାଳୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଥିଲେ ହେଁ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। କେତେଜଣ…

୨୦୧୯-୨୦ରେ ୧.୮୫ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

  ନାଗପୁର,୨୮।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଦେଶର ବାଣିଜି୍ୟକ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକରେ ୮୪,୫୪୫ ଠକେଇ ମାମଲା ସାମ୍ନାକୁ ଆସିଛି। ଏହି ମାମଲା ଗୁଡିକରେ ମୋଟ ୧.୮୫ ଲକ୍ଷ କୋଟି ଟଙ୍କା ଠକେଇ ହୋଇଥିବା ରିଜର୍ଭ ବ୍ୟାଙ୍କ ଦେଇଥିବା ଆର୍‌ଟିଆଇରେ…

ସମସ୍ତଙ୍କ ସ୍ବାବ ପରୀକ୍ଷା, ଚିକିତ୍ସା ଦାବି

ଖଇରା,୨୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ୭ଦଫା ଦାବି ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଦେବେନ୍ଦ୍ର ବଳଙ୍କୁ ପ୍ରଦାନ କରାଯାଇଛି। ପ୍ରଥମେ ଏକ ଶୋଭାଯାତ୍ରା ଖଇରା ବଜାର ପରିକ୍ରମା କରି ବ୍ଲକରେ ପହଞ୍ଚତ୍ଥିଲା। ପରେ…

ଆଉ ୪୭ ଚାଇନା ଆପ୍‌ ବ୍ୟାନ୍‌: ପବ୍‌ଜୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୨୭।୭: ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ୫୯ ଚାଇନା ମୋବାଇଲ ଆପ୍ଲିକେଶନ ଉପରେ କଟକଣା ଲଗାଇଥିଲେ। ସୋମବାର ପୁଣି ଥରେ ୪୭ ଚାଇନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri