Home Left

କରୋନାକୁ ହରାଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଝିଅ ଆରାଧ୍ୟା

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ଶେଷରେ କରୋନାକୁ ହରାଇଛନ୍ତି। ହସ୍ପିଟାଲରେ ୧୦ ଦିନ ରହିବା ପରେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଅଭିଷେକ ବଚ୍ଚନ ଟୁଇଟ୍‌କରି ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ବଲିଉଡ୍‌…

ସୁପର ସ୍ପ୍ରେଡର୍‌ ହେଲା ବିବାହ: ବର,କନ୍ୟା ସମେତ ୪୭ ଆକ୍ରାନ୍ତ

କାସରଗୋଡ,୨୭।୭: ସାରା ଦେଶରେ ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ସଙ୍କଟ ସଙ୍ଗୀନ ହେବାରେ ଲାଗିଛି। କରୋନା ସହ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ କେତେକ ଗାଇଡଲାଇନ୍‌ ଜାରି କରାଯାଇଛି। ସେଥିମଧ୍ୟରୁ ସାମାଜିକ ଦୂରତ୍ୱ ହେଉଛି ଅନ୍ୟତମ। କରୋନାରୁ ବର୍ତ୍ତିବା ପାଇଁ…

କରୋନା ମଧ୍ୟରେ ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

କରୋନା ଭୟ ମଧ୍ୟରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ନିତିନ ରବିବାର ରାତିରେ ବିବାହ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶାଲିନୀ କାଣ୍ଡୁକୁରୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏକ ବ୍ୟକ୍ତିଗତ ସମାରୋହରେ ନିତିନ-ଶାଲିନିଙ୍କର…

ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସମ୍ପର୍କୀୟ ଭାଇ

ବାଲିଗୁଡ଼ା,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗ ଗ୍ରାମରେ ରବିବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ବତନ ସରପଞ୍ଚ ବ୍ରଜରାଜ ବିଶୋୟୀ(୭୦)ଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ସୂଚନାଯୋଗ୍ୟ, ରବିବାର ସକାଳେ ବ୍ରଜରାଜ…

ଛେଳିକୁ ଜିପ୍‌ରେ ନେଇ ଥାନାକୁ ଗଲା ପୋଲିସ, ଜାଣନ୍ତୁ କାହିଁକି

କାନପୁର,୨୭।୭: ଉତ୍ତରପ୍ରଦେଶର କାନପୁର ପୋଲିସ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥର ଗୋଟିଏ ଛେଳିକୁ ନେଇ ଚର୍ଚ୍ଚାକୁ ଆସିଛି ପୋଲିସ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ସାପ୍ତାହିକ ଲକଡାଉନକୁ କଡାକଡି ପାଳନ କରି ବେକନଗଞ୍ଜ ପୋଲିସ ବୁଲୁଥିବା…

ଦିଲ୍ଲୀରେ ସୁଧୁରୁଛି କରୋନା ସ୍ଥିତି: ଦିନକରେ ୬୧୩ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୭।୭: କିଛି ଦିନରୁ ଦିଲ୍ଲୀରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ଥିବା ବେଳେ ବର୍ତ୍ତମାନ ଏଥିରେ ଉନ୍ନତି ହେଉଥିବାର ପରିଲିକ୍ଷିତ ହେଉଛି। ପ୍ରଥମ ଥର ଦିଲ୍ଲୀରେ ସୋମବାର ମାତ୍ର ୬୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଗତ ୬୫ଦିନ ପରେ…

ଷ୍ଟାର ହେବା ପରେ ଏହି ଜିନିଷକୁ ମନେ ପକାଉଛନ୍ତି ସିଦ୍ଧାର୍ଥ

ବଲିଉଡ୍‌ର କୁଲ୍‌ ହିରୋ ସିଦ୍ଧାର୍ଥ ମଲହୋତ୍ରା। ଖୁବ୍‌ କମ୍‌ ଦିନ ମଧ୍ୟରେ ସେ ବଲିଉଡ୍‌ରେ ବେଶ୍‌ ନାଁ କରିସାରିଛନ୍ତି। ପରଦା ଉପରେ ଦର୍ଶକ ତାଙ୍କୁ ପସନ୍ଦ ମଧ୍ୟ କରୁଛନ୍ତି। ଏବେ ସେ ଫିଲ୍ମ ‘ମରଜାଓ୍ବା’ କୁ ନେଇ ଚର୍ଚ୍ଚାରେ। ତେବେ ସିଦ୍ଧାର୍ଥ…

ବିବାହ ପରେ ସ୍ବାମୀ କହିଲେ ମୁଁ ମହିଳା ହେବାକୁ ଚାହୁଁଛି, ଏମିତି କଲେ ସ୍ତ୍ରୀ

ଯଦି ବିବାହ ପରେ ସ୍ବାମୀ କୁହନ୍ତି ଯେ ସେ ଜଣେ ମହିଳା ହେବାକୁ ଚାହୁଁଛନ୍ତି, ତେବେ ସେତେବେଳେ ସ୍ତ୍ରୀଙ୍କ ପ୍ରତିକ୍ରିୟା କ’ଣ ହେବ? କଳ୍ପନା କରିବା ଅତ୍ୟନ୍ତ କଷ୍ଟକର ନୁହେଁ କି? କିନ୍ତୁ ଟେଲର ୱାନମାଲସର ଏବଂ ସାରା ୱାନମାଲସରଙ୍କ ପାଇଁ…

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପ୍ରଯୋଜକ ମହେଶଙ୍କ ବୟାନ ରେକର୍ଡ

ମୁମ୍ବାଇ,୨୭।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ପଛର ରହସ୍ୟକୁ ଖୋଜିବାରେ ଲାଗିପଡ଼ିଛି ମୁମ୍ବାଇ ପୋଲିସ। ଏହି କ୍ରମରେ ସୁଶାନ୍ତଙ୍କ ପରିବାର, ସମ୍ପର୍କୀୟ, ବନ୍ଧୁ ଓ ବଲିଉଡ୍‌ର କେତେକ ସେଲିବ୍ରିଟିଙ୍କୁ ପଚରାଉଚାରା କରିସାରିଛି। ଇତିମଧ୍ୟରେ ନିର୍ଦ୍ଦେଶକ ତଥା…

ରାୟଗଡ଼ାରୁ ୧୨ କରୋନା ଯୋଦ୍ଧା ସମେତ ୬୮ ପଜିଟିଭ ଚିହ୍ନଟ, ୪୮ ଘଣ୍ଟା ଟାଉନ ଥାନା ସିଲ୍‌

ରାୟଗଡା ଅଫିସ, ୨୭।୭: ରାୟଗଡ଼ା ଜିଲାରୁ ସୋମବାର ୬୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଏଥିରେ ରହିଛନ୍ତି ୧୨ ଜଣ କରୋନା ଯୋଦ୍ଧା। ରାୟଗଡା ଟାଉନ ଥାନାର ୧୨ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ରାଜ୍ୟ ସରକାରଙ୍କ…

ଏହି ବ୍ୟକ୍ତିଙ୍କୁ ମନେ ପକାଇ ହସ୍ପିଟାଲରେ ରାତି କାଟୁଛନ୍ତି ଅମିତାଭ ବଚ୍ଚନ

ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲରୁ ଅମିତାଭ ବଚ୍ଚନ ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରତିଦିନ କିଛି ନୂଆ ଭିଡିଓ କିମ୍ବା ବାର୍ତ୍ତା ଶେୟାର କରନ୍ତି। ଏହାସହ ପିତା ହରିବଂଶ ରାୟ ବଚ୍ଚନଙ୍କୁ…

ଯୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା

କେବଳ ବୟସ ବଢ଼ିବା ନୁହେଁ, ଆଜିକାଲି ଅନେକ ଯୁବପିଢ଼ି ଆଣ୍ଠୁଗଣ୍ଠି ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ଉପଶମ ପାଇବାର ଏକ ସରଳ ଉପାୟ ରହିଛି। ବାସ୍‌, ଏଥିପାଇଁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। କେବଳ ନିଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri