Home Left

ବାପାଙ୍କ ସହ ଦୁଇବର୍ଷର ଶିଶୁକନ୍ୟାଙ୍କୁ କରୋନା: ନିଷିଦ୍ଧାଞ୍ଚଳ ହେବ ଏକାଧିକ ସ୍ଥାନ

ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍‌.ଏ): କନ୍ଧମାଳ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସୋମବାର ଜିଲାରେ ନୂଆ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଟୁଇଟ କରି ଜଣାଇଛନ୍ତିା ସେମାନଙ୍କ ମଧ୍ୟରେ କେବଳ ଦାରିଙ୍ଗବାଡ଼ିରୁ ୧୧…

ପ୍ରଥମ ଭାରତୀୟ ଭାବେ ଏହି ସଫଳତା ପାଇଲେ କୋହଲି

ନୂଆଦିଲ୍ଲୀ, ୨୭।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ବର୍ତ୍ତମାନ ବିଶ୍ୱ କ୍ରିକେଟ୍‌ରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା କୋହଲିଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୭୦ ମିଲିୟନ ଅତିକ୍ରମ କରିଛି। ପ୍ରଥମ…

ଏମିତି ଘଟିଲା ଦୁର୍ଘଟଣା: ଗାଡ଼ିର ଇଞ୍ଜିନ ପସିଗଲା ଚକା ଭିତରେ, ଗ୍ୟାସ କଟର ସାହାର୍ଯ୍ୟରେ ଉଦ୍ଧାର ହେଲେ ଚାଳକ

କେନ୍ଦୁଝର,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ନିକଟରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସକାଳେ କେନ୍ଦୁଝରରୁ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ୧୪ ଚକିଆ ଟ୍ରକ୍‌ ନଂ.(ଏନ୍‌ଏଲ୦୨ଏଲ୮୭୬୧) କୁଆଝରଣ ଘାଟି ରସ୍ତାରେ ଯାଉଥିବା…

ମାନିଲେନି ଲକ୍‌ଡାଉନ୍‌ ନିୟମ: ଶେଷରେ ଆଖି ବୁଜିଲେ କାଉଡ଼ିଆ

ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍‌.ଏ.): କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଚଳିତ ବର୍ଷ କାଉଡ଼ିଆଙ୍କୁ ଶୈବ ପୀଠ ମନା ହୋଇଥିଲା। ଏ ନେଇ ଶ୍ରାବଣ ମାସ ତୃତୀୟ ସୋମବାର ହୋଇଥିଲେ ସୁଦ୍ଧା କୌଣସି ଶୈବ ପୀଠରେ ଭକ୍ତଙ୍କ ଭିଡ଼ ଜମି ନଥିଲା। ତେବେ…

୫୧ ବର୍ଷରେ ଜଣ୍ଟି ରୋଡ୍ସ; ଭାରତ ସହିତ କ’ଣ ରହିଛି ସ୍ବତନ୍ତ୍ର ସଂଯୋଗ ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ମର୍ଡନ କ୍ରିକେଟ୍‌ରେ ଫିଲ୍ଡିଂର ଚିତ୍ର ବଦଳାଇ ଦେଇଥିବା ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର୍‌ ଜଣ୍ଟି ରୋଡ୍ସ ସୋମବାର ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ କ୍ରିକେଟ୍‌ ଦୁନିଆର ଅନେକ ଖେଳାଳି ଜଣ୍ଟିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଜଣ୍ଟି…

ଜୁନିୟର କଲେଜ ଅଧ୍ୟକ୍ଷଙ୍କ କରୋନାରେ ମୃତ୍ୟୁ: ବାରିକପୁର ବଜାର ଶଟଡାଉନ

ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ବଜାରକୁ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କରାଯାଇଛି। ସ୍ଥାନୀୟ ନିର୍ଗୁଣ୍ଡି ଓ ନଗୁଁଆ ପଞ୍ଚାୟତର ସରପଞ୍ଚ ନମିତା ପାତ୍ର ଓ କମଳ କୁମାର ନନ୍ଦ ମିଳିତ ଭାବେ ବାରିକପୁର ସମେତ…

ଦୂରଦର୍ଶନରେ ପ୍ରସାରଣ ହେବାକୁ ଥିବା ରାମ ମନ୍ଦିର ଭୂମିପୂଜାକୁ ସିପିଆଇ ନେତାଙ୍କ ବିରୋଧ

ନୂଆଦିଲ୍ଲୀ,୨୭।୭: ଆଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ସମାରୋହ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବେ। କରୋନା ଯୋଗୁ ଏହି ସମାବେଶରେ କେବଳ ସୀମିତ ଲୋକ ହିଁ ଯୋଗ ଦେଇପାରିବେ। ତେଣୁ ରାମଲଲାଙ୍କ…

କଟକରେ କାୟା ବିସ୍ତାର କରୁଛି କରୋନା: ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୭-କଟକରେ କାୟା ବିସ୍ତାର କରୁଛି କରୋନା। ସୋମବାର ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରାଣ୍ଟାଇନରେ ଥିବାବେଳେ ୬ ଲୋକାଲ କଣ୍ଟାକ୍ଟ କେସ। ଖଟବିନ ସାହିରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ…

ମାସ୍କ ପିନ୍ଧି, ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତ୍ରୀ

ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛଛି। ଏହି ସମୟରେ ସମସ୍ତେ ଘରେ ରହୁଥିବା ବେଳେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ର ଠିକ୍‌ ପୂର୍ବରୁ ସାରା ବାରାଣାସୀ…

ରାଗିଗଲେ ହରଭଜନ ସିଂ, କାହିଁକି ଜାଣନ୍ତୁ…

ଭାରତୀୟ ସ୍ପିନ୍‌ ବୋଲର ହରଭଜନ ସିଂ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଛନ୍ତି। ଅନେକ ସମୟରେ ସେ ସାମାଜିକ ପ୍ରସଙ୍ଗ ଉପରେ ଟୁଇଟ୍‌ କରିଥାନ୍ତି। ହେଲେ ଏବେ ସେ ସୋସିଆଲ ମିଡିଆରେ ନିଜର ଅସୁବିଧା ବିଷୟରେ…

ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୨ ବର୍ଷ ବାସନ୍ଦ ହେଲେ ଏହି ଯୁବ କ୍ରିକେଟର୍‌

ଢାକା, ୨୭।୭: ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଯୁବ ଦ୍ରୁତ ବୋଲର କାଜି ଅନିକ୍‌ ଇସ୍‌ଲାମଙ୍କୁ ୨ ବର୍ଷ ଲାଗି ବାସନ୍ଦ କରିଛି। ୨୦୧୮ରେ ହୋଇଥିବା ଏକ ଡୋପ୍‌ ଟେଷ୍ଟରେ କାଜି ବିଫଳ ହେବାରୁ ବିସିବି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୧୮ରେ…

ଭାଣିଜିଙ୍କୁ ଅସଦାଚରଣ, ମାମୁଙ୍କୁ ମାଡ଼ ମାରି ଲୁଟ୍‌: ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ପର୍ଯ୍ୟଟନ କ୍ଷେତ୍ର ମା’ ମହୁରୀ କାଳୁଆ ମନ୍ଦିର ନିକଟରେ ଗତ ୩ ତାରିଖ ମଧ୍ୟାହ୍ନରେ ବାଇକ୍‌ ଅଟକାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏହା ସହ ତାଙ୍କ ମାମୁଙ୍କୁ ମାଡ଼ ମାରି ସୁନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri