Home Left

ସଂକ୍ରମଣକୁ ନାହିଁ ଭୟ: ଗାଁ ଦାଣ୍ଡରେ ଜମୁଛି ତାସ ଆସର

କଣ୍ଟାପଡା,୩୦।୭(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ ନେଇ ଚଳିତ ମାସରେ କଟକ ଜିଲାକୁ ୧୪ ତାରିଖରୁ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ଅଧିକ ଲୋକ…

ଓଲିଉଡ୍‌ ଚକୋଲେଟ୍‌ ହିରୋଙ୍କ ଆଜି ‘ହାପି ବର୍ଥ ଡେ’

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତା ବାବୁସାନଙ୍କ ଆଜି ଅର୍ଥାତ ଗୁରୁବାର ହାପି ବର୍ଥ ଡେ’। ଏହି ଅବସରରେ ଅଭିନେତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ଏକମାତ୍ର ପୁଅ ହେଉଛନ୍ତି ବାବୁଶାନ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଲିଙ୍ଗରାଜ ଷ୍ଟେଶନରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୩୦।୭(ବ୍ୟୁରୋ): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଜ ତଦନ୍ତ ଆରମ୍ଭ ହୋଇଛି। କାଗଜାତ ହସ୍ତାନ୍ତର ପରେ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଲିଙ୍ଗରାଜ ଷ୍ଟେଶନ ଯାଇ ଛାନ୍‌ଭିନ କରୁଥିବା ସୂଚନା ମିଳିଛି।…

ଗୋପାଳପୁର ଏନ୍‌ଏସି ସମ୍ପୂର୍ଣ୍ଣ କରୋନା ମୁକ୍ତ: ସୂଚନା ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଗୋପାଳପୁର ଏନ୍‌ଏସି ସମ୍ପୂର୍ଣ୍ଣ ରୂପେ କରୋନା ପଜିଟିଭ୍‌ ମୁକ୍ତ ହୋଇଛି। ଗତ ୧୫ରୁ ୨୯ ତାରିଖ ମଧ୍ୟରେ ଏଠାରୁ କେହି କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇନାହାନ୍ତି। ଏହି ଏନ୍‌ଏସି ରେଡ୍‌ରୁ ଗ୍ରୀନ ୱାର୍ଡରେ ପରିଣତ କରିବା ପାଇଁ…

ଗଞ୍ଜାମରେ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି: ମାସ୍କ ନ ପିନ୍ଧି ଗଣିଲେ ୧ ଲକ୍ଷରୁ ଅଧିକ ତଣ୍ଡ

ଛତ୍ରପୁର,୩୦।୭(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟକୁ କଡାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ୧ ଲକ୍ଷ ୫୧ ହଜାର ୫…

ଭୂମିପୂଜା ପୂର୍ବରୁ ଅଯୋଧ୍ୟାରେ କରୋନା ସଙ୍କଟ: ରାମଲଲାଙ୍କ ପୂଜାରୀ ସମେତ ୧୬ ପୋଲିସ କର୍ମଚାରୀ ପଜିଟିଭ୍‌

ଅଯୋଧ୍ୟା,୩୦।୭: ଆଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମ ଉପରେ କରୋନା ସଙ୍କଟ ଦେଖାଦେଇଛି। ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ମୁଖ୍ୟ ପୁଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ। ରାମ ଜନ୍ମଭୂମିରେ…

କରୋନାରେ ପ୍ରାଣ ହରାଇଥିଲେ ୨ ସାମ୍ବାଦିକ: ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଉଭୟ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି। ଗଞ୍ଜାମର ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର…

ବିପ୍ଳବଜିତ୍‌ ଭଦ୍ରକ ଜିଲାରେ ମାଟ୍ରିକ ଟପ୍ପର

ପଦ୍ମପୁର,୩୦ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ବିପ୍ଳବଜିତ୍‌ ମିଶ୍ର ଚଳିତ ମାଟ୍ରିକ ପରୀକ୍ଷାରେ ୫୭୧ ମାର୍କ ରଖି ଜିଲାରେ ଟପ୍ପର ହୋଇଛନ୍ତି। ତାଙ୍କର ବାପା ବିବେକାନନ୍ଦ ନନ୍ଦ ମିଶ୍ର ଶିକ୍ଷକତା କରୁଥିବା ବେଳେ ମା’…

କଂଗ୍ରେସର ରାଜ୍ୟସଭା ସଦସ୍ୟଙ୍କ ସହ ସୋନିଆଙ୍କ ବୈଠକ: ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୭: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁରୁବାର ଦଳର ରାଜ୍ୟସଭା ସଦସ୍ୟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ଅନ୍ୟାନ୍ୟର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ସୋନିଆ…

ବରଗଡ଼ରେ ନୂଆ ୧୨ କରୋନା ପଜିଟିଭ୍‌ ଚିହ୍ନଟ: ସର୍ବାଧିକ ପୌରାଞ୍ଚଳର

ବରଗଡ଼ ଅଫିସ,୩୦।୭: ବରଗଡ଼ ଜିଲାରେ ଗୁରୁବାର ପୁଣି ୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୧ ଜଣ ହୋଇଥିବା ବେଳେ ଅନ୍ୟ ଆକ୍ରାନ୍ତ ଜଣକ କଟାପାଲି ଗ୍ରାମର ଅଟନ୍ତି। ବରଗଡ଼…

୩ ଲକ୍ଷ ଲୋକଙ୍କୁ ଚାକିରି ଦେବେ ଏହି ଅଭିନେତା, ଜନ୍ମଦିନରେ କଲେ ଘୋଷଣା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଏକ ବଡ ଘୋଷଣା କରିଛନ୍ତି। ସେ ୩ ଲକ୍ଷ ଲୋକଙ୍କୁ ଚାକିରି ଦେବା ନେଇ ଘୋଷଣା କରିଛନ୍ତି। ଏଥିପାଇଁ ସେ http://PravasiRojgar.com ନାମରେ ଏକ…

ଏହି ତାରିଖରେ ଖେଳାଯିବ ଆଇପିଏଲ୍‌ ଫାଇନାଲ!

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଇସିସି ସ୍ଥଗିତ ରଖିଛି। ଏହା ପରେ ଆଇପିଏଲ ଆୟୋଜନ ହେବାର ବାଟ ସଫା ହୋଇଯାଇଛି। ଚଳିତ ବର୍ଷ ଆଇପିଏଲ ୟୁଏଇରେ ଖେଳାଯିବ। ଏହା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏହା ପୂର୍ବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri