Home Left

ଏବେ ସୁଶାନ୍ତଙ୍କ ବାପାଙ୍କ ସହ ସମୟ କାଟୁଛି ‘ଫଡ୍ଜ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ପ୍ରଶଂସକମାନେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ନାରାଜ। ଏଭଳି ସ୍ଥିତିରେ ସୁଶାନ୍ତଙ୍କୁ ସବୁଠାରୁ ପ୍ରିୟ ଥିବା ପୋଷାକୁକୁର ‘ଫଡ୍ଜ’କୁ ଛଡ଼ା ଯାଇ ନ ପାରେ। ସୁଶାନ୍ତଙ୍କ ସହ ଅଧିକ…

ଫୈସଲା ଅନ୍‌ ଦି ସ୍ପଟ୍‌: ସାଙ୍ଗକୁ ଗୁଳି ମାରି ହତ୍ୟା କଲା ନାବାଳକ

ଜୟପୁର, ୨୮।୭: ରାଜସ୍ଥାନର ଜୟପୁରରେ ଜଣେ ନାବାଳକ ତା’ର ଜଣେ ସାଙ୍ଗକୁ ଗୁଳି କରି ହତ୍ୟା କରିଛି। ଏହାପରେ ଯେତେବେଳେ ଅଭିଯୁକ୍ତ ନାବାଳକର ସୋସିଆଲ ମିଡିଆ ଆକଉଣ୍ଟ ଚେକ୍‌ କରାଯାଇଥିଲା। ଏହି ସମୟରେ ଚକିତ କଲାଭଳି କିଛି ପୋଷ୍ଟ ପୋଲିସ ଦେଖିବାକୁ…

ରିୟା ଚର୍କବର୍ତ୍ତୀଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ବାପା; ଦାୟର କଲେ ଏତଲା

ବମ୍ବେ: ଦିନକୁ ଦିନ ନୂଆ ମୋଡ଼ ନେଉଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଏବେ କଥିତ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ନାମରେ ସୁଶାନ୍ତଙ୍କ ବାପା କେ.କେ ସିଂହ ପାଟଣାର ରାଜୀବନଗର ଥାନାରେ ଏତଲା ଦାୟର କରିଛନ୍ତି। ରିୟା…

କନ୍ଧମାଳ ୧୦ ଦିନ ଲକ୍‌ଡାଉନ୍‌: ଜାଣନ୍ତୁ..

ଫୁଲବାଣୀ ଅଫିସ,୨୮।୭: କନ୍ଧମାଳ ଜିଲାକୁ ୧୦ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ୨୯ ତାରିଖ ସକାଳ ୫ଟାରୁ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯିବାକୁ ଜିଲାପାଳ ମଙ୍ଗଳବାର ଘୋଷଣା କରିଛନ୍ତି।ଏହି ଦିନଗୁଡ଼ିକରେ ସକାଳ ୭ରୁ ଦିନ ୧ଟା ଯାଏ ରାସନ୍‌,…

ବଡ଼ତେଲେନପାଲିରେ ପହ୍ଲାରୁଆ ବେଳେ ବଜ୍ରପାତ: ଚାଲିଗଲା ୩ ମହିଳାଙ୍କ ଜୀବନ

ବଲାଙ୍ଗୀର ଅଫିସ, ୨୮।୭- ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଡତେଲେନ୍‌ପାଲି ଗାଁରେ ମଙ୍ଗଳବାର ବଜ୍ରାଘାତରେ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତିି ହୋଇଛନ୍ତି। ବଡତେଲେନପାଲି ଗାଁର…

ମ୍ୟାଚ୍‌ ଦେଖିବାକୁ ଆସିଥିବା ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ, ୨୮।୭: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ତଥା ମହାନ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କୁ କ୍ରିକେଟ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ପଡ଼ିଆରେ ଛକା-ଚୌକା ମାରି ବୋଲରଙ୍କୁ ଧରାଶାୟୀ କରିଥିବା ପଣ୍ଟିଂଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍‌ ନିଆରା।…

ବିହାର ବନ୍ୟାରେ ପୁଅଙ୍କ ସହ ଜୀବିକା ହରାଇଥିଲେ ଭୋଳା, ଜାଣିବା ପରେ ସୋନୁ କଲେ ଏମିତି

ବମ୍ବେ: ଅଭିନେତା ସୋନୁ ସୁଡ। କରୋନା କାଳରେ କୌଣସି ଭଗବାନଙ୍କଠାରୁ କମ୍‌ ନୁହନ୍ତି। କାରଣ ଭଗବାନ ହୁଏତ ଡେରିରେ ଶୁଣନ୍ତି, ହେଲେ ସୋନୁଙ୍କୁ କିଛି କହିଲେ ତାହା ଶୀଘ୍ର ହୋଇଯାଏ। ସୋସିଆଲ ମିଡିଆରେ ଏଭଳି କାର୍ଯ୍ୟକୁ ନେଇ ତାଙ୍କୁ ସୁପରମ୍ୟାନ୍‌ ଭାବେ…

ଏହି ବୋଲର୍‌ଙ୍କୁ ଛକା ମାରିପାରି ନାହାନ୍ତି କୌଣସି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟ୍‌ ଖେଳରେ ଏହା କ’ଣ ସମ୍ଭବ ଯେ, କୌଣସି ବୋଲର ତାଙ୍କ ବଲ୍‌ରେ କେବେ ଗୋଟିଏ ହେଲେ ମଧ୍ୟ ଛକା ଖାଇନାହାନ୍ତି। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ସତ। କ୍ରିକେଟ୍‌ ଇତିହାସରେ ଏହିଭଳି କେତେଜଣ ବୋଲର ରହିଛନ୍ତି,…

୩ ମାସରେ ପ୍ରଥମ ଥର ୨୪ଘଣ୍ଟାରେ ସର୍ବନିମ୍ନ ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ,୨୮।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଶହ ଶହଙ୍କ ଜୀବନ ମଧ୍ୟ ଯାଉଛି। ଇତିମଧ୍ୟରେ ଦେଶର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ କୁହାଯାଉଥିବା…

ବିଶ୍ୱର ୭ମ ବୋଲର ଭାବେ ୫୦୦ ଉଇକେଟ୍‌ ନେଲେ ବ୍ରଡ୍‌

ମାଞ୍ଚେଷ୍ଟର, ୨୮।୭: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ ଇତିହାସରେ ବିଶ୍ୱର ୭ମ ବୋଲର ଭାବେ ବ୍ରଡ୍‌…

ନିଜଠାରୁ ଦୁଇ ବର୍ଷ ବଡ଼ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଏହି ସୁପରଷ୍ଟାର, ଜଣାପଡ଼ିବା ପରେ..

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କ ଆଜି ହାପି ବର୍ଥ ଡେ। ୧୯୮୩ ଜୁଲାଇ ୨୮ରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ଧନୁଷ ବାପା କସ୍ତୁରୀ ରାଜା ଥିଲେ ଜଣେ ନିର୍ଦ୍ଦେଶକ। ଧନୁଷ ତାଙ୍କ ନିର୍ଦ୍ଦୋନାରେ ନିର୍ମିତ ଫିଲ୍ମ ‘ଥୁଲ୍ଲୁବାଧୋ ଇଲାମାଇ’ରୁ…

ଅଗଷ୍ଟ ୧୮ରୁ ଆରମ୍ଭ ହେବ ଏହି ଟି୨୦ ଲିଗ୍‌

ତାରୌବା,୨୮।୭(ଏପି): ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ୩୩ ମ୍ୟାଚ୍‌ ବିଶିଷ୍ଟ କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଟୁର୍ନାମେଣ୍ଟ। ଗତଥରର ଚାମ୍ପିୟନ ବାର୍ବାଡୋସ ଟ୍ରାଇଡେଣ୍ଟ ଓ ସେଣ୍ଟ କିଟ୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ସେହିପରି ନେଭିସ୍‌ ପାଟ୍ରିଅଟ୍ସ, ଗୟନା ଆମାଜନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri