Home Left

‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ମୁଖ୍ୟତଃ ସୀମାପାର ଆତଙ୍କବାଦ ପ୍ରସଙ୍ଗରେ କହିବା ସହ ଏହା ବିରୋଧରେ…

ତହଉର ରାଣା ପ୍ରତ୍ୟର୍ପଣ ମାମଲା ଶୁଣାଣି ଫେବୃୟାରୀ ୧୨ରେ

ଓ୍ବାଶିଂଟନ୍‌, ୧।୧୨(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ସମ୍ପୃକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ବ୍ୟବସାୟୀ ତହଉର ରାଣା ପ୍ରତ୍ୟର୍ପଣ ମାମଲାର ଶୁଣାଣି ଫେବୃୟାରୀ ୧୨ରେ ଆମେରିକାର ଏକ ଅଦାଲତରେ ହେବ। ଭାରତ ସରକାର ରାଣାଙ୍କୁ ପଳାତକ ଘୋଷଣା କରିଥିଲେ। ୨୦୦୮ରେ…

ଆଜିଠୁ ୬୯ ରୁଟ୍‌ରେ ‘ମୋ ବସ୍‌’

ଭୁବନେଶ୍ୱର,୧।୧୨(ବ୍ୟୁରୋ): ସୋମବାର ଡିସେମ୍ବର ପହିଲାରୁ ୬୯ ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’। ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ କୋଣାର୍କର ମୋଟ ୭୦ ରୁଟ୍‌ ମଧ୍ୟରୁ କେବଳ ରୁଟ୍‌ ନଂ.୨୯ କଳିଙ୍ଗ ବିହାରରୁ ସାଇ ମନ୍ଦିର ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ…

ଉତ୍ପଳ କୁମାର ସିଂ ଲୋକ ସଭା ମହାସଚିବ

ନୂଆଦିଲ୍ଲୀ, ୧।୧୨: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଉତ୍ପଳ କୁମାର ସିଂ ସୋମବାର ବର୍ଷକ ଲାଗି ଲୋକ ସଭାର ନୂଆ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଡିସେମ୍ବର ୧ରୁ ସେ…

କରିନାଙ୍କୁ ‘ଆଣ୍ଟି’ ଡାକିଥିଲେ ସାରା, ଏମିତି ଥିଲା ସୈଫ୍‌ଙ୍କ ପ୍ରତିକ୍ରିୟା

ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ ଅଭିନେତ୍ରୀ କରୀନା କପୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ସେ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଇବ୍ରାହିମ ଜନ୍ମ ନେଇଥିଲେ। ବାପାଙ୍କ ଦ୍ୱିତୀୟ ସ୍ତ୍ରୀ…

ଗତବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ ୮୫ % ବଢ଼ିଛି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ରାଜ୍ୟର ୧୧ ଜିଲାରେ ମୋଟ ୨,୩୮,୪୫୨ ମେଟ୍ରିକ୍‌ ଟନ ଧାନ ସଂଗ୍ରହ କରାଯାଇଛି। ଗତବର୍ଷ ଏହି ସମୟରେ ଯେତିକି ଖରିଫ ଧାନ ସଂଗ୍ରହ ହୋଇଥିଲା…

‘ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ’

ନୂଆଦିଲ୍ଲୀ, ୧।୧୨: ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଏହା କୃଷକମାନଙ୍କ ସ୍ବାର୍ଥ ବିରୋଧୀ ଓ ଭବିଷ୍ୟତ ପ୍ରତି ବିପଦ ବୋଲି ବିରୋଧୀ ଦଳଗୁଡ଼ିକ ଭିତ୍ତିହୀନ ଗୁଜବ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। କୃଷକଙ୍କୁ…

ବିବାହ ପାଇଁ ଆସାମରେ ଲାଗୁ ହେବ ନୂଆ ନିୟମ

ଗୁଆହାଟୀ,୧ ।୧୨: ବିବାହ ପାଇଁ ଆସାମ ସରକାର ନୂଆ ନିୟମ ଆଣିଛନ୍ତି । ଏଥିରେ କନ୍ୟା-ବର ନିଜ ନିଜର ଧର୍ମ ସହ ଆୟ, ବ୍ୟବସାୟ ଆଦି ସମ୍ପର୍କରେ ସୂଚନା ଦେବାକୁ ପଡିବ । ଲଭ-ଜେହାଦ ଭଳି ଘଟଣାଠାରୁ ଦୂରେଇବାକୁ କିଛି ରାଜ୍ୟରେ…

ଶ୍ରୀଲଙ୍କା ଉପକୂଳ ମୁହାଁଇଛି ବାତ୍ୟା

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତ(ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଅବପାତ ଶ୍ରୀଲଙ୍କାର ତ୍ରିଙ୍କୋମାଳି ଠାରୁ ୭୦୦ କି.ମି. ଏବଂ ପୂର୍ବ-ଦକ୍ଷିଣ-ପୂର୍ବ କନ୍ୟାକୁମାରୀଠାରୁ ୧୧୦୦ କି.ମି. ଦୂରରେ କେନ୍ଦ୍ରୀଭୂତ…

‘ମୋଦି ସରକାର ଏକଚ୍ଛତ୍ରବାଦୀ’

ନୂଆଦିଲ୍ଲୀ, ୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସାମ୍ପ୍ରଦାୟିକ, ଫାସିବାଦୀ ତଥା ଏକଚ୍ଛତ୍ରବାଦୀ ବୋଲି ସୋମବାର ଆନ୍ଦୋଳନରତ କୃଷକମାନେ ଅଭିଯୋଗ କରିଛନ୍ତି। ଏଥିସହିତ ବୁରାରିର ସନ୍ଥ ନିରଙ୍କରୀ ପଡ଼ିଆରେ ଆନ୍ଦୋଳନକାରୀମାନେ ଏକତ୍ର ହେବାକୁ ସରକାର ଦେଇଥିବା ପ୍ରସ୍ତାବକୁ କୃଷକମାନେ…

ଚାକିରି ନାଁରେ ୬ଲକ୍ଷ ଠକେଇ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ୬ଲକ୍ଷ ଠକେଇ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ସେ ହେଲେ ଭଦ୍ରକ ଜିଲା ବାସୁଦେବପୁର ବେତଡା ଗ୍ରାମର ଜୟନ୍ତୀ ପରିଡା(୩୦)। ଜୟନ୍ତୀ ବାଲେଶ୍ୱର ଜିଲା ନୀଳଗିରି କାଣ୍ଡଗରଡିରେ…

ମାସ୍କ ନ ପିନ୍ଧିଲେ ୨୫ ଫୁଟ ଯାଇପାରେ ଛିଙ୍କ

ଭୁବନେଶ୍ୱର, ୧।୧୨(ବ୍ୟୁରୋ): କରୋନା ମହାମାରୀକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି। ତେବେ ଛିଙ୍କିବା ସମୟରେ ମାସ୍କ କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ଏହା କେତେଦୂର ସଂକ୍ରମଣ ରୋକିବାରେ ସକ୍ଷମ ତାହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?