ପ୍ରିୟଙ୍କା ନୁହଁନ୍ତି, ଏହି ଅଭିନେତ୍ରୀ ହେଉଛନ୍ତି ନିକ୍ଙ୍କ ପ୍ରଥମ ପ୍ରେମିକା
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କ ବିବବାକୁ ଆଜି ୨ ବର୍ଷ ହୋଇଯାଇଛି। ଆଜିର ଦିନରେ ଅର୍ଥାତ୍ ୧-୨ ଡିସେମ୍ବର, ୨୦୧୮ରେ ଏହି ଯୋଡି ହିନ୍ଦୁ ଏବଂ ଖ୍ରୀଷ୍ଟିିୟାନ୍ ରୀତିରେ ବିବାହ କରିଥିଲେ। ଏହି ବିବାହ ଯୋଦ୍ଧପୁରର ଉମିଦ୍…
ଏପରି ଶିଡ଼ି ଲାଗି ଘରେ ହୋଇଥାଏ କ୍ଷତି
ପ୍ରାୟ ସମସ୍ତଙ୍କ ଘରେ ପାହାଚ ରହିଛି। ତେବେ ବାସ୍ତୁଶାସ୍ତ୍ରରେ ପାହାଚ ପାଇଁ କିଛି ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ପରିବାରର ସୁଖ ଓ ସମୃଦ୍ଧି ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଯଦି ବ୍ୟକ୍ତି ଏହାକୁ ଠିକ୍…
ଲକ୍ଡ଼ାଉନ୍ ଶିଖାଇ ଦେଲା ଦାମ୍ପତ୍ୟ ଜୀବନର ଗୁରୁତ୍ୱ: ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ସ୍ତ୍ରୀ
ଭୋପାଳ,୧।୧୨: ଦାମ୍ପତ୍ୟ ଜୀବନରେ କେତେକ ଭୁଲ ବୁଝାମଣା ଏବଂ ସନ୍ଦେହରୁ ଝଡ଼ ଦେଖାଦେଇଥାଏ। ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣାରେ ଜଣେ ସ୍ତ୍ରୀ ନିଜ ଭାଇ, ଭାଉଜ ଏବଂ ପରିବାର ସଦସ୍ୟଙ୍କ କଥାରେ ପଡ଼ି ସ୍ବାମୀଙ୍କ ବିରୋଧରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ।…
ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା
ଭୁବନେଶ୍ୱର, ୧।୧୨(ବ୍ୟୁରୋ): ବଢ଼ିଲା ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଅଡୁଆ । ତାଙ୍କ ସମ୍ପତ୍ତି ନେଇ ଏସଆଇଟି ଖୋଲତାଡ ଜାରିରଖିଛି । ଏହି ମାମଲାରେ ମଙଙ୍ଗଳବାର ଅଭୟ କାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା କରିଛି…
ହେୟାର କଟ୍ ଫ୍ୟାଶନ୍
ଷ୍ଟାଇଲିଶ୍ ଲୁକ୍ ପାଇଁ ବର୍ତ୍ତମାନ ହେୟାର କଟିଂ ପ୍ରତି ମହିଳାମାନେ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । ହେଲେ ହେୟାରକଟିଂ ସମୟରେ କେତୋଟି ସାମନ୍ୟ ଭୁଲ୍ ଆପଣଙ୍କ ଲୁକ୍ ବିଗାଡ଼ି ଦେଇପାରେ। ତେଣୁ ଫେସ୍ର ସେପ୍ ଅନୁଯାୟୀ କେଉଁ ହେୟାର୍…
ଏହି ସୁପରଷ୍ଟାରଙ୍କ ଘରେ ବମ୍ ପକାଇ ଉଡ଼ାଇ ଦେବାକୁ ମିଳିଲା ଧମକ
ସାଉଥ୍ ଫିଲ୍ମର ସୁପରଷ୍ଟାର ଚିୟାନ୍ ବିକ୍ରମଙ୍କ ଘର ଉପରେ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ପୋଲିସ ପହଞ୍ଚି ବିକ୍ରମଙ୍କ ଘରେ ଖୋଜାଖୋଜି ଚଲାଇଥିଲା। ବିକ୍ରମ ଚେନ୍ନାଇର ବେସାନ୍ତ ନଗରରେ…
ଚାଇନାର ବନ୍ଧୁ ପଣିଆ: କିମ୍ ଜୋଙ୍ଗ୍ଙ୍କୁ କରୋନା ଟିକା ଦେଲେ ଜିନ୍ପିଙ୍ଗ୍
ବେଜିଂ,୧।୧୨: ଚାଇନା ଉତ୍ତର କୋରିଆ ପ୍ରତି ଥିବା ନିଜର ବନ୍ଧୁ ପଣିଆ ଦେଖାଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପ୍ରତି ନିଜର ପ୍ରତିଶ୍ରୁତି ବଦ୍ଧତା ଦେଖାଇ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ସରକାର କରୋନା ଟିକା ପହଞ୍ଚାଇଛନ୍ତି। ଉତ୍ତର…
ଉଜୁଡ଼ିଲାଣି କୋବି ଫସଲ, ଚିନ୍ତାରେ ଚାଷୀ
ରସୁଲପୁର,୧।୧୨(ଡି.ଏନ.ଏ.): ଏଥର ପରିବା ଫସଲ ପାଇଁ ପାଗ ଅନୁକୂଳ ରହିଛି। ମାତ୍ର ପରିବେଶର ତାପମାତ୍ରାରେ ଅସମ୍ଭବ ଧରଣର ପରିବର୍ତ୍ତନ ପରିବା ଫସଲରେ ନୂଆ ରୋଗପୋକ ସୃଷ୍ଟି କରୁଛି, ଯାହାକୁ ଚିହ୍ନଟ କରିବା ଚାଷୀଙ୍କ କ୍ଷେତ୍ରରେ ଅସମ୍ଭବ ହୋଇପଡୁଛି। ଯେତେ ପ୍ରକାର ଉପଚାର…
ଅବହେଳିତ ଅବସ୍ଥାରେ ମିନି ଷ୍ଟାଡିୟମ
ଚିତ୍ରକୋଣ୍ଡା,୧।୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବ୍ଲକ ଓ ପଞ୍ଚାୟତ ଷ୍ଟାଡିୟମ ଓ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ସେଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନକରି ଉଭୟ ଆୟୋଜକ ଓ ଖେଳାଳିମାନେ ଉପକୃତ ହୋଇଥାନ୍ତି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ…
ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ
ଟୋରଣ୍ଟୋ,୧।୧୨: ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ଏବେ ବିଦେଶରୁ ସମର୍ଥନ ମିଳିଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏହା ଏକ ଚିନ୍ତା ଜନକ ପ୍ରସଙ୍ଗ ବୋଲି କହିଛନ୍ତି। ଶୀଘ୍ର ଏହାର ସମାଧାନ ହେବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି। କାନାଡ଼ା…
ରିୟଲ୍ ବାପା-ପୁଅଙ୍କ ସହ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତ୍ରୀ
ବଲିଉଡ୍ରେ ଅନେକ ଅନ୍ସ୍କ୍ରିନ୍ ଯୋଡିକୁ ଆମେ ଦେଖିଛୁ। ହେଲେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ପରଦା ଉପରେ ରିୟଲ୍ ବାପା-ପୁଅଙ୍କ ସହ ରୋମାନ୍ସ କରିିଛନ୍ତି। ଜାଣିବା ସେମାନଙ୍କ ବିଷୟରେ… ମାଧୁରୀ ଦିକ୍ଷୀତ: ବଲିଉଡ୍ର ଧକ୍ ଧକ୍ ଗର୍ଲ କୁହାଯାଉଥିବା ମାଧୁରୀ…
ସ୍ତ୍ରୀଙ୍କ ଗୋଡ ଧରିଲେ ବିରାଟ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ସେ ଗର୍ଭାବସ୍ଥା ଖୁବ୍ ଉପଭୋଗ କରୁଛନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା…

