Home Left

କଟକରୁ ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୭-କଟକ ସହରରୁ ଗୁରୁବାର ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୦ଟି କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ସରକାରୀ କ୍ୱାରାଣ୍ଟାଇନରେ ଥିବାବେଳେ ୩୩ଜଣ ହୋମ…

ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନ ଉଠାଇଲା ଭାଜପା, ସିବିଆଇ ଯାଞ୍ଚ ଦାବି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଭାଜପା। ମହାରାଷ୍ଟ୍ରର ଭାଜପା ନେତା ଆଶିଷ ଶେଲାର ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି। ପୋଲିସ ଦେଖାଉଥିବା ତଥ୍ୟ…

ସୁଶାନ୍ତଙ୍କ ପ୍ରେମକୁ ନେଇ ଏମିତି କହିଲେ ଅଙ୍କିତା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆପଣ ସମସ୍ତେ ଜାଣିଥିବେ ଯେ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ସ୍ଥାପନ ପୂର୍ବରୁ ସୁଶାନ୍ତ ଅଙ୍କିତା ଲୋଖଣ୍ଡେଙ୍କୁ ଡେଟ୍‌ କରୁଥିଲେ। ବର୍ତ୍ତମାନ ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତଙ୍କ…

୫ଥର ପଜିଟିଭ ପରେ ଏହି କ୍ରିକେଟର୍‌ଙ୍କ ରିପୋର୍ଟ ଆସିଲା ନେଗେଟିଭ

କରାଚି, ୩୦।୭: ପାକିସ୍ତାନ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ହାରିସ ରୌଫ୍‌ଙ୍କ ପାଇଁ ଖୁସି ଖବର। ଶେଷରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଫଳରେ ଏବେ ହାରିସ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଲାଗି ଦଳ ସହ ଯୋଗ…

ସୁଶାନ୍ତ କାହା ଫୋନ୍‌ ଉଠାଇବେ ସ୍ଥିର କରୁଥିଲେ ରିୟା, ଛାଇ ଭଳି ରଖୁଥିଲେ ନଜର

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଛି। ଏବେ କାଠଗଡ଼ାରେ ଫସିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ବାପା କେ.କେ. ସିଂହ ରିୟାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ରିୟା ଏହା ବିରୋଧରେ…

ମତ୍ର ୪ ବର୍ଷ ବୟସରୁ ବାପାଙ୍କ ସହ ବିବାହ ପାର୍ଟିରେ ଗୀତ ଗାଉଥିଲେ ସୋନୁ ନିଗମ: ଏମିତି ହେଲେ ଦାମୀ ସିଙ୍ଗର

ଗାୟକ ସୋନୁ ନିଗମ ୩୦ ଜୁଲାଇ ୧୯୭୩ ମସିହାରେ ହରିୟାଣାର ଫରିଦାବାଦରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ସୋନୁଙ୍କ ନଜର ସଙ୍ଗୀତ ପ୍ରତି ଥିଲା। ସେ ତାଙ୍କ ବାପାଙ୍କଠାରୁ ଏହି କୌଶଳ ପାଇଥିଲେ। ଯଦିଓ ସେ ବର୍ତ୍ତମାନ ବଲିଉଡର ଜଣାଶୁଣା ଗାୟକଙ୍କ ମଧ୍ୟରୁ…

ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ଏହି ୪ କଥା; ସୁଖରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି କାହାକୁ ବି କହିବା ଉଚିତ୍‌ ନୁହେଁ। ଆସନ୍ତୁ ଜାଣିବା ସେହି ବିଷୟରେ … -ଆଚାର୍ଯ୍ୟ…

ବିବାହ ପୂର୍ବରୁ ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ, ନଚେତ..

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ ବଡ଼…

ସୁପ୍ରିମକୋର୍ଟ ଗଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ,୩୦।୭: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ବିହାର ପୋଲିସ ଯାଞ୍ଚ୍‌ ଆରମ୍ଭ କରିଛି। ଏହି ମାମଲାର ସିବିଆଇ ଯାଞ୍ଚ ଦାବିକୁ ନେଇ କରାଯାଇଥିବା ଜନସ୍ବାର୍ଥ ମାମଲା ଗୁରୁବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ଏବେ ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ…

ମହିଳାଙ୍କ ମୃତଦେହ ରଖି ହସ୍ପିଟାଲ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୩୦ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୁରୁବାର ସକାଳେ ଉତ୍ତେଜନା ଦେଖାଦେଇଥିଲା। ଜଣେ ପ୍ରସୂତିଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ ପରିବାର…

ଓଡ଼ିଆ ଝିଅ ଅପ୍‌ସରା ରାନୀଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର୍‌ ରିଲିଜ୍‌: ଦେଖନ୍ତୁ..

ଭୁବନେଶ୍ୱର: ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଅପସରା ରାନୀ ଓରଫ ଅଙ୍କିତା ମହାରଣାଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର। ୨.୪୩ ମିନିଟ୍‌ର ଏହି ଟ୍ରେଲରକୁ ଭରପୁର ଭଲପାଇବା ମିଳୁଛି। ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ନିଜର…

କୁକୁର ପିଠି ଉପରେ ଚଢ଼ିଯାଇ ଫ୍ରିଜ୍‌ ଖୋଲିଲା ଛୁଆ କୁକୁର: ଆଉ ତାପରେ

ସୋସିଆଲ ମିଡିଆରେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିବା ସହ ଏକ କୁକୁରର ଅନ୍ୟ ଏକ କୁକୁର ପ୍ରତି ଥିବା ଭଲ ପାଇବାକୁ ଦେଖିପାରିବେ। ଏହି ଭିଡିଓରେ ଏକ କୁକୁର ଛୁଆକୁ ଭୋକ ଲାଗୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri