Home Left

୨୬୦ କୋଟିର ପ୍ରାଇଭେଟ୍‌ ଜେଟ୍‌, ୮୦ କୋଟି ବଙ୍ଗଳାର ମାଲିକ ହେଉଛନ୍ତି ବଲିଉଡ୍‌ର ଏହି ଅଭିନେତା: ମୋଟ ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକା

ବଲିଉଡ୍‌ର ଖିଲାଡି କିଙ୍ଗ ଭାବେ ପରିଚିତ ଅକ୍ଷୟ କୁମାରଙ୍କର ଆଜି ଜନ୍ମଦିନ। ୧୯୬୭ ସେପ୍ଟେମ୍ବର ୯ରେ ଅମୃତସରରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ। ଏହି ଖାସ୍‌ ଦିନ ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କରୋନାକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା…

କଙ୍ଗନାଙ୍କ ୪୮ କୋଟି ଟଙ୍କାର ଅଫିସ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ୪୮ କୋଟି ଟଙ୍କାର ଅଫିସକୁ ଭାଙ୍ଗି ଦେଇଛି ବିଏମ୍‌ସି। ସୁରକ୍ଷାବାହିନୀ ବଳୟ ମଧ୍ୟରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମ୍‌ସି ବେଆଇନ ନିର୍ମାଣ ଅଭିଯୋଗରେ ଭାଙ୍ଗି ଦେଇଛି। ଏନେଇ କଙ୍ଗନାଙ୍କୁ ପୂର୍ବରୁ ନୋଟିସ୍‌ ହୋଇଥିଲା। ଅନ୍ୟପକ୍ଷରେ…

ଧନ ନୁହେଁ ଏସବୁ ଗୁଣ ଦିଏ ମଣିଷଙ୍କୁ ସମ୍ମାନ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର ଏକ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ, ଖରାପ ସମୟରେ ବୁଦ୍ଧି ଏବଂ ଜ୍ଞାନ ବ୍ୟକ୍ତିଙ୍କ ହାତ ଛାଡ଼ି ଦିଏ। ଅନ୍ୟ ପଦରେ ସେ ଧନ ଏବଂ ଉନ୍ନତ ଗୁଣ ଅପେକ୍ଷା ଗୁଣଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଏବଂ…

ମାସ୍କ ନ ଥିଲେ ଯାତ୍ରୀଙ୍କୁ ଗଞ୍ଜାମ ପ୍ରବେଶ ମନା: ବସ୍‌, ଅଟୋରେ ଚାଲିଛି ଯାଞ୍ଚ

ଛତ୍ରପୁର,୯।୯(ଡି.ଏନ୍‌.ଏ.): କରୋନା ଭୟ ବର୍ତ୍ତମାନ ବି ଗଞ୍ଜାମ ଜିଲାରେ ଶେଷ ହୋଇନାହିଁ । କରୋନା ଶେଷ ହୋଇଗଲା ଭାବି ଜିଲାବାସୀ ବେଖାତିର ଭାବେ ବୁଲାବୁଲି କରୁଛନ୍ତି। ସତର୍କତା ନିୟମ ପାଳୁ ନାହାନ୍ତି। ଏହା ସେମାନଙ୍କ ପ୍ରତି ବିପଦ। ଏଣୁ ସତର୍କ ରହିବା…

ଏହି ୪ ରାଶିର ବ୍ୟକ୍ତି ସବୁଠାରୁ ବୁଦ୍ଧିମାନ: କମ୍ପ୍ୟୁଟର ପରି କାମ କରିଥାଏ ଏମାନଙ୍କ ମୁଣ୍ଡ

ରାଶିଫଳ ମାଧ୍ୟମରେ ଜଣେ ବ୍ୟକ୍ତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ଏହା ମାଧ୍ୟମରେ ଲୋକମାନେ ସେମାନଙ୍କ ଜୀବନରେ ଆଗକୁ କ’ଣ ସବୁ ଘଟିବାକୁ ଯାଉଛି, ସଫଳତା ପାଇବେ କି ନାହିଁ, କେବେ ପାଇବେ ଆଦି ବିଷୟରେ ଜାଣିବାକୁ ଚାହିଁଥାନ୍ତି। ତେବେ କେତେକ…

ରାସ୍ତାପାର୍ଶ୍ୱରେ ମୃତଦେହ ପଡ଼ିଥିବା ଭାବି ଭିଡ଼ ଜମାଇଲେ ଲୋକେ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ପ୍ରଥମେ ଭୟ କରିବେ ପରେ ହସି ହସି ଗଡ଼ିଯିବେ। ଜଣେ ବ୍ୟକ୍ତି ରାସ୍ତା ପାର୍ଶ୍ୱରେ ଏକ ଧଳା ଚାଦର ଘୋଡ଼େଇ ହୋଇ ଶୋଇଛନ୍ତି। ମୃତଦେହ ପଡ଼ିଥିବା ଭାବି…

ଖିଲାଡି କିଙ୍ଗଙ୍କୁ ଜନ୍ମଦିନରେ ଏଭଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ: କହିଲେ ‘ଆପଣ ରୋଲ ମଡେଲ, ହିରୋ’

ଆଜି ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ହାପି ବର୍ଥ ଡେ। ୧୯୬୭ ସେପ୍ଟେମ୍ବର ୯ ତାରିଖଷର ଅମୃତସରରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ…

ସମସ୍ତେ ମୋ ଝିଅକୁ ଫାଶୀରେ ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ: ରିୟାଙ୍କ ବାପା

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଗିରଫ ହୋଇଛନ୍ତି ପ୍ରେମିକା ରିୟା ଚକ୍ରବର୍ତ୍ତୀ। ଭାଇ ସୌଭିକଙ୍କ ପରେ ମଙ୍ଗଳବାର ଏନ୍‌ସିବି ତାଙ୍କୁ ଗିରଫ କରିଛି। ଏପରିକି ତାଙ୍କୁ ୧୪ ଦିନ ପାଇଁ…

ଏପରି ବିପଦପୂର୍ଣ୍ଣ ସ୍ଥାନରେ କାର୍‌ ପାର୍କିଂ କଲେ ଡ୍ରାଇଭର, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଠିକ୍‌ ସେମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ନିଜ କାର୍‌କୁ ଏମିତି ଏକ ସ୍ଥାନରେ ପାର୍କିଂ…

ପବଜୀର ହେଲା ଅନ୍ତିମ ଯାତ୍ରା: କାନ୍ଦିଲେ, ଏମିତି କହିଲେ ଖେଳାଳି…

ଭାରତ ସରକାର ପବ୍‌ଜୀ ଖେଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପବଜୀ ନିଷେଧ ହେବା ପରଠାରୁ ଭାରତୀୟ ପ୍ରଶଂସକମାନେ ଦୁଃଖୀ ହୋଇପଡିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓରୁ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ୩୫ ସେକେଣ୍ଡର ଏହି ଭିଡିଓରେ ଖେଳାଳିମାନେ…

ମହିଳାଙ୍କ ଶୃଙ୍ଗାର କାହିଁକି ହୋଇଥାଏ ସୌଭାଗ୍ୟର ପ୍ରତୀକ? କ’ଣ ଏହାର ମହତ୍ୱ, ଜାଣନ୍ତୁ..

ବିବାହିତ ମହିଳାମାନଙ୍କ ପାଇଁ ଶୃଙ୍ଗାର ବିଶେଷ ମହତ୍ୱ ରଖିଥାଏ।ଏହା ଯେ କେବଳ ସୁନ୍ଦରତା ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସୌଭାଗ୍ୟର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ମହିଳାମାନଙ୍କର ପ୍ରତ୍ୟେକ ଶୃଙ୍ଗାରର ନିଜସ୍ବ ବିଶେଷତା ଥାଏ। ଆସନ୍ତୁ ସେ…

ଅବସର ପରେ ପୁନର୍ନିଯୁକ୍ତି ମନା

ଡେରାଡୁନ୍‌, ୯।୯: ଏବେ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀଙ୍କୁ ଆଉ ପୁନର୍ନିଯୁକ୍ତି ମିଳିବ ନାହିଁ। ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଉତଙ୍କ ସରକାର ନୂଆ ଆଇନ ଆଣିଛନ୍ତି। ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଠିକାରେ କୌଣସି ସରକାରୀ କାର୍ଯ୍ୟାଳୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri