Home Left

ଖୋଲିଲା ସ୍କୁଲ: ପ୍ଲାଷ୍ଟିକ ଟେଣ୍ଟରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ। କରୋନା ପାଇଁ ଏବେ ସବୁକିଛି ବଦଳିଯାଇଛି। ସ୍କୁଲ, କଲେଜ, ମଲ, ପବ୍ଲିକ ଟ୍ରାନ୍ସପୋର୍ଟ, ପବ୍‌ ଆଦି। ଲୋକମାନେ ଧୀରେ ଧୀରେ କରୋନା ସହ ବଞ୍ଚିବା ଶିଖିଗଲେଣି। ଏହିପରି ଇରାନରେ ଗତ କିଛି ଦିନ ହେବ…

ରାଷ୍ଟ୍ରପତି ଭବନରେ ଆତ୍ମହତ୍ୟା କଲେ ହାବିଲଦାର

ନୂଆଦିଲ୍ଲୀ,୯।୯: ରାଷ୍ଟ୍ରପତି ଭବନରେ ରହୁଥିବା ସେନାର ଜଣେ ହାବିଲଦାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଟେକ୍‌ ବାହାଦୂର। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଆରଏମଲ ହସ୍ପିଟାଲ ପଠାଇଛି। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଟେକ୍‌ ବାହାଦୂର ଫେବୃୟାରୀ…

ଏସବୁ ଛୋଟ କଥା ପ୍ରତି ଦିଅନ୍ତୁ ଧ୍ୟାନ: କେବେ ଘରେ ଦେଖାଯିବ ନାହିଁ ଧନର ଅଭାବ

ଯେତେବେଳେ ଘରର  ଦିଗରେ  ବାସ୍ତୁ ଦୋଷ ଦେଖାଯାଏ ସେହି ସମୟରେ ଆର୍ଥିକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ। ଘରର ବାସ୍ତୁ ଦୋଷ ହଟାଇଲେ କୁବେର ଏବଂ ମା’ ଲକ୍ଷ୍ମୀ ଖୁସି ହୁଅନ୍ତି ବୋଲି ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା ହୋଇଛି। ବାସ୍ତୁ ଅନୁଯାୟୀ, ଘରେ…

ଭାରତ-ଚାଇନା ମଧ୍ୟରେ ମଧ୍ୟସ୍ଥତା କରିବାକୁ ମନା କଲା ରୁଷ

ମସ୍କୋ,୯।୯:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରୀ ଏଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଏହି ବୈଠକ ବ୍ୟତୀତ ଜୟଶଙ୍କର ମଧ୍ୟ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ…

ରିୟାଙ୍କ ସମର୍ଥନରେ ବାହାରିଲା ବଲିଉଡ୍‌: ଏହିସବୁ କଳାକାର କଲେ କ୍ୟାମ୍ପେନ୍‌

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏନସିବି ରିୟାଙ୍କୁ ଡ୍ରଗ ସିଣ୍ଡିକେଟର ଜଣେ ସକ୍ରିୟ ସଦସ୍ୟ ବୋଲି କହିଛି। ଏଭଳି ପରିସ୍ଥିତିରେ ରିୟାଙ୍କ…

ଜେଜେ ମା’ଙ୍କ ଦେହ ଖରାପ ହେବାରୁ ଏମିତି କରି ଦେଖାଇଲେ ୧୧ ବର୍ଷର ନାତି

ଜେଜେ ମା’ଙ୍କ ଦେହ ଖରାପ ହୋଇଯିବାରୁ ୧୧ ବର୍ଷର ନାବାଳକ ନାତି ଏକ ମର୍ସିଡିଜ୍‌ କାର ଚଲାଇ ତାଙ୍କୁ ସୁରକ୍ଷିତ ଘରେ ନେଇ ପହଞ୍ଚାଇଛନ୍ତି। ଏହି ଘଟଣାଟି ଆମେରିକାର ଇଣ୍ଡିଆନାପଲିସର। ୧୧ ବର୍ଷର ପି ଜେ ବ୍ରଓ୍ବେର ଘରଠାରୁ ସାମାନ୍ୟ ଦୂରରେ…

ଅଶୋକ ଲେଲାଣ୍ଡ୍‌ ଚେୟାରମ୍ୟାନ୍‌ଙ୍କ ପରଲୋକ

ଚେନ୍ନାଇ,୯।୯: ହିନ୍ଦୁଜା ଗ୍ରୁପର ପ୍ରମୁଖ କମ୍ପାନୀ ଅଶୋକ ଲେଲାଣ୍ଡର ଚେୟାରମ୍ୟାନ ଆରଜେ ଶାହାନୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଶାହାନୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଏହି କମ୍ପାନୀର ପ୍ରଥମ ଭାରତୀୟ ଏମଡି…

ରିୟାଙ୍କ ସାଙ୍ଗରେ କାମ କରିବାକୁ ଚାହିଁ ବସିଛନ୍ତି ଏହି ବଲିଉଡ୍‌ ନିର୍ଦ୍ଦେଶକ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଅନେକ ସେଲିବ୍ରେଟ ତାଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ଦ୍ଦେଶକ ନିଖିଲ ଦ୍ୱିବେଦୀ ରିୟାଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ସେ ରିୟାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିଖିଲ ଅନେକ ଟୁଇଟ୍‌ କରି…

ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର, ୯ା୯(ବ୍ୟୁରୋ): ରାଜ୍ୟର ସମସ୍ତ ଯୁକ୍ତ୩ ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ ଓ ସଂସ୍କୃତ କଲେଜଗୁଡ଼ିକରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆବେଦନ ଆରମ୍ଭ ହୋଇଛି। ଚଳିତବର୍ଷ କେବଳ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ପ୍ରଥମ ଦିନରେ ୧୩, ୦୬୨…

ବିକାଶମୂଳକ କାର୍ଯ୍ୟକୁ ରୋକିଲା କରୋନା

ଭୁବନେଶ୍ୱର,୯ା୯(ବ୍ୟୁରୋ): କରୋନା କେବଳ ଯେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ନାହିଁ, ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ କୌଣସି ନୂତନ ଟେଣ୍ଡର ଡକାଯିବ ନାହିଁ କିମ୍ବା ସରକାରୀ ସ୍ତରରେ ନୂତନ…

୨୧ରୁ କାର୍ଯ୍ୟକ୍ଷମ ହେବ ନୂତନ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ, ୯ା୯: ଏସ୍‌ସିବି ମେଡିକାଲରେ ୨୦୦ ଶଯ୍ୟା ଓ ୨୫ଟି ଆଇସିୟୁ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏସ୍‌ସିବିରେ ଗୁରୁତ୍ୱର କରୋନା ରୋଗୀଙ୍କ ପାଇଁ ୩୯ଟି ଆଇସିୟୁର ବ୍ୟବସ୍ଥା କରାଯିବ। ନୂତନ କୋଭିଡ…

ଜମିରେ ପଚୁଛି ଧାନ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ,୯ା୯: ରାଜୁଆ ଓ ଦୟା ନଦୀରେ ବନ୍ୟା ଯୋଗୁ ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ବାଲିଅନ୍ତା, ବାଲିପାଟଣା, ଜଟଣୀ, ଖୋର୍ଦ୍ଧା ଏବଂ ବେଗୁନିଆ ବ୍ଲକ ଅଞ୍ଚଳରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ୪୦ଗ୍ରାମ ପାଣିଘେରରେ ରହିଥିଲା। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri