ଜୋ ବାଇଡେନଙ୍କ ସହାୟତା ପ୍ୟାକେଜ ଘୋଷଣା: ପ୍ରତି ଆମେରିକୀୟଙ୍କୁ ମିଳିବ ୩୦ ହଜାର ଟଙ୍କା

ୱାଶିଂଟନ,୧୫ ।୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ କରିବେ । ହେଲେ ଏହା ପୂର୍ବରୁ ସେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି । କରୋନା ଯୋଗୁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ ୧.୯ ଟ୍ରିଲିୟନ ଡଲାର ବା ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ଆମେରିକାର ଉଭୟ ସଂସଦରେ ପାସ୍ କରାଯିବ । ଏହା ଲାଗୁ ହେବା ପରେ ପ୍ରତି ଆମେରିକୀୟଙ୍କ ଖାତାକୁ ୧,୪୦୦ଡଲାର ବା ୩୦.୦୦୦ଟଙ୍କା ଆସିବ ବୋଲି କୁହାଯାଉଛି । ଏହାସହ ବାଇଡେନଙ୍କ ପ୍ୟାକେଜରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ବି ଆଶ୍ୱସ୍ତି ମିଳିବ । ଏହି ପ୍ୟାକେଜକୁ ଆମେରିକାନ ରେସ୍କ୍ୟୁ ପ୍ୟାକେଜ ନାମ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନାଭାଇରସ ସଂକ୍ରମିତଙ୍କ ଖର୍ଚ୍ଚ ବହନ କରିବେ ସରକାର

ସିଙ୍ଗାପୁର,୧୩।୨: କରୋନାଭଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଚାଇନା ପରେ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି...

ଆଇସିଜେ ଯିବ ପାକିସ୍ତାନ

ଇସ୍‌ଲାମାବାଦ,୨୧ା୮(ପି.ଟି.)- ଜମ୍ମୁ-କଶ୍ମୀରରୁ ଭାରତ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବାର ଦୁଇ ସପ୍ତାହ ପରେ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି।...

ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର...

ଆମେରିକା- ଦକ୍ଷିଣ କୋରିଆ ଉଡ଼ାଇଲେ ୨୦ ଯୁଦ୍ଧ ବିମାନ, କିମ୍‌ଙ୍କ ଚିନ୍ତା ବଢ଼ିଲା …

ଓ୍ବାଶିଂଟନ/ସିଓଲ, ୮।୬ : ଉତ୍ତର କୋରିଆ ସହ ତିକ୍ତତା ମଧ୍ୟରେ ଆମେରିକା ଏବଂ ଦକ୍ଷିଣ କୋରିଆର ୨୦ଟି ଯୁଦ୍ଧ ବିମାନ ମଙ୍ଗଳବାର ଦକ୍ଷିଣ କୋରିଆର ପଶ୍ଚିମ...

ଲୋକଙ୍କ ବଦଳରେ ମୋ ଜୀବନ ନିଅ

ନାପିତାଓ, ୧୦ା୩: ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ ନିର୍ବାଚିତ ସରକାରକୁ ମ୍ୟାନ୍‌ମାରରୁ ହଟାଇ ସେନା କ୍ଷମତା ମାଡ଼ିବସିବା ପରଠାରୁ ଦେଶବ୍ୟାପୀ ଆନ୍ଦୋଳନ...

କରୋନା ଟିକା ‘ସୈତାନ ଟିକା’, ପରିବର୍ତ୍ତନ ହେବ ଡିଏନ୍‌ଏ: ଅଭିଯୋଗ ଆଣିଲେ ଦକ୍ଷିଣ ଆଫ୍ରିକା ପ୍ରଧାନ ବିଚାରପତି

ଜୋହାନ୍ସ୍‌ବର୍ଗ,୧୨।୧୨: ଏବେ ବ୍ରିଟେନ୍‌ରେ କରୋନା ଟିକାଦାନ ଜାରି ରହିଛି। ଆଗାମୀ ଦିନରେ ଅନ୍ୟ ଦେଶରେ ମଧ୍ୟ ସାର୍ବଜନୀକ ଟିକାଦାନ ପାଇଁ ଯୋଜନା କରାଯାଉଛି। ତେବେ କରୋନା...

ଏପରି ଗାଁ ଯେଉଁଠି ପ୍ରେତାତ୍ମା ଭୟରେ ନେଲ୍‌ପଲିସ ଲଗାନ୍ତି ପୁରୁଷ…

ଥାଇଲାଣ୍ଡରର ପୁହଙ୍ଗ୍‌ ଗାଁରେ ପୁରୁଷମାନେ ପ୍ରେତାତ୍ମା ଭୟରେ ନେଲ୍‌ପଲିସ୍‌ ଲଗାଇଥାନ୍ତି। ଲୋକେ କୁହନ୍ତି ଅନେକ ବର୍ଷ ତଳେ ଗାଁରେ ଜଣେ ବିଧବା ମହିଳା ଆତ୍ମହତ୍ୟା କରିଥିଲେ।...

ପ୍ରେସ୍‌ କ୍ଲବରୁ ପାକିସ୍ତାନୀଙ୍କୁ ଧକ୍କା ଦେଇ ବାହାର କଲା ଆମେରିକା

ଓ୍ବାଶିଂଟନ,୨୪ା୩: ଆମେରିକାରେ କିଛି ପାକିସ୍ତାନୀ ନିଜ ଦେଶକୁ ଅପମାନିତ କରିଥିଲେ। ଓ୍ବାଶିଂଟନ ଡିସିରେ ଥିବା ନ୍ୟାଶନାଲ ପ୍ରେସ୍‌ କ୍ଲବ୍‌ରେ କାଶ୍ମୀରର ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା।...

Advertisement
Archives

Model This Week