ଏହି ଦେଶକୁ ଗଲେ ଚାଲିଯିବ ଜୀବନ

ଗ୍ଲୋବାଲ ୱାର୍ମିଂ ବ୍ୟତୀତ ବାୟୁ ପ୍ରଦୂଷଣ ମଧ୍ୟ ବର୍ତ୍ତମାନର ଯୁଗ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଦେଶର ରାଜଧାନୀ ଦିଲ୍ଲୀକୁ ପ୍ରାୟତଃ ଏହି ସମସ୍ୟାର ସାମ୍ନା କରିବାକୁ ପଡୁଛି। ତେବେ ଭାରତର ଅନେକ ସ୍ଥାନ ବ୍ୟତୀତ ବାଂଲାଦେଶ ଏବଂ ଚାଇନାର ବାୟୁ ମଧ୍ୟ ଠିକ ନୁହେଁ।

ବାୟୁ ପ୍ରଦୂଷଣ ହେତୁ ଫ୍ରାନ୍ସର ଏକ କୋର୍ଟ ବାଂଲାଦେଶୀ ଶରଣାର୍ଥୀଙ୍କୁ ତାଙ୍କ ଦେଶକୁ ପଠାଇବାକୁ ମନା କରିଦେଇଛନ୍ତି।

ଫ୍ରାନ୍ସର କୋର୍ଟ ଅଫ ଅପିଲ ଅଫ ବୋର୍ଡୋକ୍ସ କହିବା ଅନୁଯାୟୀ, ବାଂଲାଦେଶର ବାୟୁ ପ୍ରଦୂଷଣ ହେତୁ ଆଜମା ରୋଗରେ ପୀଡିତ ୪୦ ବର୍ଷ ବୟସ୍କ ଜଣେ ଶରଣାର୍ଥୀଙ୍କ ମୃତ୍ୟୁ ମଧ୍ୟ ହୋଇପାରେ। ତେଣୁ ତାଙ୍କୁ ତାଙ୍କ ଦେଶକୁ ପଠାଇବା ଉଚିତ୍‌ ନୁହେଁ। ଏହି ଶରଣାର୍ଥୀଙ୍କ ଓକିଲ ଦି ଗାର୍ଡିଆନଙ୍କ କହିବା ଅନୁଯାୟୀ ବାଂଲାଦେଶର ବାୟୁ ମୋ କ୍ଲାଏଣ୍ଟଙ୍କ ପାଇଁ ଘାତକ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ହେଲେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ

ଲଣ୍ଡନ,୧୩।୨: ଇନଫୋସିସ୍‌ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୩୯ ବର୍ଷ...

୩୩୦ କୋଟି ଦେଲେ ସ୍କଟ୍‌

ଆମେରିକାର ଶିକାଗୋ ସହରରେ ଥିବା ୨ଟି କଲେଜକୁ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମାକ୍‌କେଞ୍ଜି ସ୍କଟ୍‌ ୪୫ ମିଲିୟନ ଡଲାର (ପ୍ରାୟ ୩୩୦...

ଦାମ୍ପତ୍ୟ ଜୀବନରେ ନିବିଡ଼ତା କମାଉଛି ସେଲ୍‌ ଫୋନ୍‌

ଓହିଓ: ସେଲ୍‌ ଫୋନ୍‌ ଯୋଗୁ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହେଉଛି । ମୋବାଇଲରୁ ହେଉଥିବା ବିକିରଣ ଯୋଗୁ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡୁଛି।...

ସର୍ଜନାରେ ରିକ୍ସା ଓ କଟକର ନକ୍ସା

ଆମ ପିଲାଦିନର କଟକ ଆମ ପିଲାଙ୍କ ବେଳକୁ ନାହିଁ । ଆମ ବାପାଙ୍କ ଅମଳର କଟକ ଆମ ବେଳକୁ ନ ଥିଲା । ଥିଲାବାଲା ଘରେ...

୩୫ ଆତଙ୍କବାଦୀ ନିହତ

କାବୁଲ, ୪ା୪: ଆଫଗାନ ଏୟାର ଫୋର୍ସ ପକ୍ଷରୁ ଫର୍‌ୟାବ ଓ ବାଘ୍‌ଲାନ ପ୍ରଦେଶରେ ଏୟାର ଷ୍ଟ୍ରାଇକ୍‌ ଯୋଗୁ ୩୩ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି...

୧୩ କୋଟି ୪୦ ଲକ୍ଷରେ ନିଲାମ ହେଲା ପାରା

ବେଲଜିୟମ୍‌,୧୬।୧୧: ପାରା ଦାମ ପୁଣି ୧୩ କୋଟି ୪୦ ଲକ୍ଷ ଟଙ୍କା। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ବେଲଜିୟମ୍‌ରେ ନ୍ୟୁ...

ଚର୍ଚ୍ଚର ଭୁଲ ଯୋଗୁ ସାରା ଦେଶରେ କରୋନା ବ୍ୟାପିବାର ଆଶଙ୍କା !

ସିଓଲ,୨୫।୮: କରୋନା ଭାଇରସ ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବାରୁ ଦକ୍ଷିଣ କୋରିଆରେ ରେଡ ଆଲର୍ଟ ଜାରି କରାଯାଇଛି। ଏବେ ଦକ୍ଷିଣ କୋରିଆର ଅଧିକାରୀଙ୍କ ସୂଚନା...

କାବୁଲରୁ ୧୬୦ ଅଷ୍ଟ୍ରେଲୀୟ-ଆଫଗାନିସ୍ତାନ ନାଗରିକଙ୍କୁ ସ୍ଥାନାନ୍ତର

କାନବେରା,୨୦ା୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା ପରଠାରୁ ଅନ୍ୟ ଦେଶଗୁଡ଼ିକ ସେମାନଙ୍କର ନାଗରିକ ଏବଂ ଦୂତାବାସର ଅଧିକାରୀମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛନ୍ତି। ତୃତୀୟ...

Advertisement
Archives

Model This Week