ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ଅନୁଷ୍କା

ମୁମ୍ବାଇ: ଜାନୁୟାରୀ ୧୧ରେ ମା’ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ସପ୍ତାହରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ। କୁହାଯାଉଛି, ଅନୁଷ୍କା ବ୍ରିଚ୍‌ କ୍ୟାଣ୍ଡିି ହସ୍ପିଟାଲର ପଛପଟ ଗେଟ୍‌ ଦେଇ ଯାଇପାରନ୍ତି। ଏହି ସମୟରେ କଡ଼ା ସୁରକ୍ଷା ଗ୍ରହଣ କରାଯିବ। କାରଣ ଫଟୋ ଗ୍ରାଫରଙ୍କ ନଜରରୁ ବର୍ତ୍ତିବା ପାଇଁ ଏପରି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି। ବୁଧବାର ବିରାଟ-ଅନୁଷ୍କା ଏନେଇ ଫଟୋଗ୍ରାଫରଙ୍କୁ ମଧ୍ୟ ନିବେଦନ କରିଥିଲେ କି ହଇରାଣ ନ କରିବାକୁ। ଏପରିକି ଏହାକୁ ବ୍ୟକ୍ତିଗତ କରି ରଖିବାକୁ ଚାହାନ୍ତି ଏହି ଦମ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଜ୍ୟାକେଟ୍‌ଠାରୁ ସ୍ତ୍ରୀଙ୍କ ବ୍ୟାଗ୍‌ ଦାମ୍‌ ଅଧିକ, ମୂଲ୍ୟ ଜାଣିଲେ…

ବଲିଉଡର ଲଭ୍‌ ବାର୍ଡ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ସବୁବେଳେ ସେମାନଙ୍କ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ରଣବୀର ନିଜର ଫ୍ୟାଶନ ପାଇଁ ପରିଚିତ...

୨୧ ବର୍ଷରେ ବିବାହ ନ କରି ମା’ ହୋଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ବଲିଉଡ୍‌ଠାରୁ ଦୂରେଇ ଯାଇଥିଲେ ମଧ୍ୟ ଛୋଟ ପରଦାର ରିଆଲିଟି ଶୋ’ରେ ତାଙ୍କୁ ଅଧିକାଂଶ ସମୟରେ ଦେଖିବାକୁ...

ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।...

ସୁଶାନ୍ତଙ୍କ ଭଉଣୀଙ୍କୁ ଗିରଫ ଭୟ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି। ସିବିଆଇ ଏବେ ମାମଲାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟର କାରଣ ଜାଣିବା ପାଇଁ ତାଙ୍କ...

ଟିମ୍‌ ଇଣ୍ଡିଆର ଏହି ଖେଳାଳିଙ୍କୁ ଅସଲ ମ୍ୟାଚ୍‌ ଓ୍ବିନର୍‌ କହିଲେ ଦିଶା ପଟାନୀ

ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ଦିଶା ପଟାନୀ ଏବଂ ଆଦିତ୍ୟ ରୟ କପୁର ଖୁବ୍‌ଶୀଘ୍ର ମୋହିତ ସୂରୀଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ନଜରକୁ ଆସିବେ। ଫିଲ୍ମର ପ୍ରମୋଶନରେ...

ପୁଅ ସହ କ୍ରିକେଟ ଖେଳୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

ବଲିଉଡ୍‌ର ଆଉ ଜଣେ ଅଭିନେତ୍ରୀଙ୍କ ପରଲୋକ

ବଲିଉଡ୍‌ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କର ପରଲୋକ ଘଟିଛି। ସେ କେତୋଟି ଫିଲ୍ମରେ ଅଭିନୟ କରିଥିବା ବେଳେ ଆଇଟମ୍‌ ନମ୍ବର ମଧ୍ୟ କରିଥିଲେ। ଗତ କିଛି ଦିନ...

ବାପି ଯାହା ଚାହୁଁଥିଲେ..

ବେଳେବେଳେ ମଣିଷ ଯାହା ଚାହେଁ ତାହା ତାଙ୍କୁ ହାତ ପାଆନ୍ତାରେ ମିଳିଯାଏ। ଠିକ୍‌ ସେମିତି ଜଲିଉଡ୍‌ରେ ଏଣ୍ଟ୍ରି କରିବା ସମୟରେ ଯାତ୍ରା ଜଗତର ଅନ୍ୟତମ ଆଗଧାଡିର...

Advertisement

BGU

Archives

Model This Week

Why Dharitri