Home Left

ଡିସେମ୍ବରରେ ଏହି ଦେଶରେ ଆରମ୍ଭ ହେବ ଟି୧୦ ଲିଗ୍‌

କଲୋମ୍ବୋ, ୯।୯: ସାରା ବିଶ୍ୱରେ ଟି୨୦ କ୍ରିକେଟ୍‌ର ଲୋକପ୍ରିୟତା ପରେ ଏବେ ଟି୧୦ କ୍ରିକେଟ୍‌ ଆରମ୍ଭ ହେବାକୁ ଯାଉଛି। ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ (ଏସ୍‌ଏଲ୍‌ସି) ଡିସେମ୍ବରରେ କ୍ରିକେଟ୍‌ର ସବୁଠାରୁ ଏହି ଛୋଟିଆ ଫର୍ମାଟ୍‌କୁ ନେଇ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି।…

ଦୀର୍ଘଦିନ ପରେ ସ୍ତ୍ରୀ ସାନିଆଙ୍କୁ ଭେଟିଲେ ସୋଏବ

ନୂଆଦିଲ୍ଲୀ, ୯।୯: ପାକିସ୍ତାନ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ସୋଏବ ମଲିକ ତାଙ୍କ ସ୍ତ୍ରୀ ତଥା ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ଭେଟିବା ପାଇଁ ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଦୀର୍ଘ ଦିନର ବ୍ୟବଧାନରେ ଉଭୟ ଦୁବାଇରେ ପରସ୍ପରକୁ…

୧୦୦ ଅନ୍ତର୍ଜାତୀୟ ଗୋଲ୍‌ ଦେବାରେ ରୋନାଲ୍ଡୋ ବିଶ୍ୱର ୨ୟ ଖେଳାଳି

ନୂଆଦିଲ୍ଲୀ, ୯।୯: ପର୍ତ୍ତୁଗାଲ ଷ୍ଟାର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱର ୨ୟ ପୁରୁଷ ଫୁଟ୍‌ବଲ୍‌ ଖେଳାଳି ଭାବେ ୧୦୦ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି। ନେସନ୍ସ କପ୍‌ରେ ପର୍ତ୍ତୁଗାଲ ଓ ସ୍ବିଡେନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅବସରରେ ରୋନାଲ୍ଡୋ…

ନବରଙ୍ଗପୁର ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୯।୯(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ସ୍ତ୍ରୀ । କିଛି ଦିନ ଦେଲା ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଉଥିଲା। ଏହାପରେ ଉଭୟେ କରୋନା ଟେଷ୍ଟ କରିଥିଲେ। ଟେଷ୍ଟ ପରେ ଉଭୟଙ୍କ ରିପୋର୍ଟ…

ଫାଇନାଲରେ ପହଞ୍ଚିଲା ଶାହରୁଖ ଖାନ୍‌ଙ୍କ ନାଇଟ୍‌ ରାଇଡର୍ସ ଟିମ୍‌

ତ୍ରିନିଦାଦ୍‌, ୯।୯: କାରୀବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ଓ ସେଣ୍ଟ ଲୁସିଆ ଜୋକ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଗୁରୁବାର ଖେଳାଯିବ। ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଶାହରୁଖ ଖାନଙ୍କ ମାଲିକାନାରେ ଥିବା…

ବିଶ୍ୱାସ ଆଗରେ ହାର୍‌ ମାନିଛି ସବୁ ବାଧା: ଏମିତି ଗିଟାର ବଜାଉଛନ୍ତି ଦିବ୍ୟାଙ୍ଗ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଏହି କାରଣରୁ ଅଜୟ ଦେବଗନ୍‌ଙ୍କୁ କିସ୍‌ କରିବାକୁ ମନା କରିଦେଇଥିଲେ କରିନା

ବମ୍ବେ: ବଲିଉଡର ପ୍ରଫେସନାଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ କରିନା କପୁର ଖାନ। ସେ ସର୍ବଦା ନିଜର ବ୍ୟକ୍ତିଗତ ଏବଂ କର୍ମ ଜୀବନକୁ ଅଲଗା ରଖିଥାନ୍ତି। ତେବେ ବେବୋ ଅନେକ ଫିଲ୍ମରେ ଲିପ୍‌ଲକ୍‌କୁ ହଁ କରିଥିବା ବେଳେ ଗୋଟିଏ ଫିଲ୍ମରେ ଅଜୟଙ୍କୁ…

ଏଣ୍ଡୁଅକୁ ମାରି ଖାଇବାକୁ ଆସୁଥିଲା ବିଲେଇ, ପାଇଲା ପାନେ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ…

ମାନ୍ୟତାଙ୍କଠାରୁ ଆରମ୍ଭ କରି ରିନା ରାୟ: ହିନ୍ଦୁ ନୁହନ୍ତି ବଲିଉଡ୍‌ର ଏହି ୮ ଅଭିନେତା

ବଲିଉଡରେ ଏପରି ଅଭିନେତା ଅଛନ୍ତି, ଯେଉଁମାନେ ଫିଲ୍ମରେ ଥିବା ଚରିତ୍ରର ନାମକୁ ନେଇ ଲୋକପ୍ରିୟ ହୋଇଛନ୍ତି। ନଚେତ ଫିଲ୍ମ କରିବା ପୂର୍ବରୁ କେହି କେହି ନିଜ ନାମ ପରିବର୍ତ୍ତନ କରିଥିବାର ନଜିର ରହିଛି। ଉକ୍ତ ନାମରୁ ସେମାନେ କେଉଁ ଧର୍ମର ତାହା…

ମୃତ କୋଭିଡ ଯୋଦ୍ଧାଙ୍କ ସହ ପୁରା ଗଞ୍ଜାମ ପୋଲିସ ରହିଛି: ୩ ମୃତକଙ୍କ ପରିବାରଙ୍କୁ ପ୍ରାପ୍ୟ ପ୍ରଦାନ

ଛତ୍ରପୁର,୯।୯(ଡି.ଏନ୍‌.ଏ .): କରୋନା ପରିଚାଳନା କାର୍ଯ୍ୟ କରୁଥିବା ବେଳେ ଗଞ୍ଜାମ ଜିଲା ପୋଲିସର ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଆସିକା ଥାନା କୋଟିନଡ଼ା ଫାଣ୍ଡିର ଗୋଲକ ନାୟକ, ଭଞ୍ଜନଗର କୋର୍ଟର ଏଏସ୍‌ଆଇ ରବୀନ୍ଦ୍ର ନାଥ ବେହେରା ଓ…

କରୋନା କାଳରେ ଜୀବିକା ଦେଇଛି କରଡ଼ି

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କରଡ଼ି ବିଷୟରେ ସାଧାରଣତଃ ରାଜ୍ୟ ତଥା ଦେଶର ସବୁ ସ୍ଥାନରେ ଲୋକେ ଜାଣି ନଥାନ୍ତି। ଉତ୍ତର ପୂର୍ବାଞ୍ଚଳ ଭଳି ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ଏହି କରଡି। ଏବେ ଲକ୍‌ଡାଉନ୍‌ କାଳରେ ବନବାସୀଙ୍କ ଜୀବନ ଜୀବିକାର ରାହା ସାଜିଛି…

ସେଦିନ କାହିଁକି ହାତ ଯୋଡି ଥିଲେ ସଚିନ ତେନ୍ଦୁଲକର

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକରଙ୍କୁ କ୍ରିକେଟରେ ସର୍ବଶ୍ରେଷ୍ଠ ହେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଏକଦା କ୍ରିକେଟ୍‌ ଦୁନିଆରେ ରାଜ୍‌ କରୁଥିବା ସଚିନ ପୂର୍ବରୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଥିଲେ। ଏଥିରେ ତାଙ୍କୁ ଏତେଟା ସଫଳତା ମିଳିଥିଲା। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri