ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ

ବମ୍ବେ: ୫୫ ବର୍ଷରେ ପାଦ ରଖିଛନ୍ତି ବଣ୍ଡିତ୍‌ କୁଇନ୍‌ ନାମରେ ଖ୍ୟାତ ସୀମା ବିଶ୍ୱାସ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସୀମା ନଜର ଆସିଥିଲେ। ଫିଲ୍ମରେ ଜଣେ ସାଧାରଣ ଯୁବତୀଙ୍କ ଉପରେ କିଭଳି ଅତ୍ୟାଚାର ହେଉଛି, ସେ ପ୍ରତିଶୋଧ ପରାୟଣ ହୋଇ ଡକାୟତ ପାଲଟୁଛନ୍ତି ତାହା ଦେଖାଯାଇଥିଲା। ସୀମା ଫୁଲନ ଦେବୀଙ୍କ ଭୂମିକାରେ ନଜର ଆସିଥିଲେ। ପରଦାରେ ଚରିତ୍ରକୁ ଦେଖାଇବା ସହଜ ନ ଥିଲା। ଅନେକ ଦୃଶ୍ୟର ଶୁଟିଂ ବେଳେ ସେ ଚିନ୍ତାରେ ପଡ଼ିଯାଇଥିଲେ। କାରଣ ସେଗୁଡ଼ିକ ନ୍ୟୁଡ୍‌ ଥିଲା।

‘ବଣ୍ଡିତ୍‌ କୁଇନ୍‌’ ସୀମାଙ୍କ ପ୍ରଥମ ଫିଲ୍ମ ଥିଲା। ୧୯୯୪ରେ ସେ ଅଭିନେତ୍ରୀ ଭାବେ ପାଦ ରଖିଥିଲେ। ହେଲେ ଫିଲ୍ମର ନ୍ୟୁଡ୍‌(ଉଲଗ୍ନ) ଦୃଶ୍ୟକୁ ନେଇ ବିବାଦ ଉପୁଜିଥିଲା। ଏଥିପାଇଁ ସେ ରାତିରାତି କାନ୍ଦୁଥିଲେ। ଦୃଶ୍ୟଗୁଡ଼ିକ ଶୁଟିଂ କରିବା ସମୟରେ ନିର୍ଦ୍ଦେଶକ ଏବଂ କ୍ୟାମେରାମ୍ୟାନ୍‌ଙ୍କ ବ୍ୟତିତ ଅନ୍ୟ କାହାକୁ ଯିବାକୁ ମନା ଥିଲା।
ଶୁଟିଂ ଶେଷ ହେବା ପରେ ସେନ୍‌ସର ବୋର୍ଡ ଏହାକୁ ଗ୍ରହଣ କରି ନ ଥିଲା। ଏହାକୁ ସିନେମାହଲ୍‌ରେ ଦେଖିବାକୁ ଅନୁମତି ମିଳି ନ ଥିଲା। ପରେ କୋର୍ଟରୁ ସ୍ବିକୃତି ମିଳିବା ପରେ ଏହା ରିଲିଜ ହୋଇଥିଲା। ପରେ ଏହାକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ହିନ୍ଦି ବ୍ୟତିତ ମରାଠୀ, ତାମିଲ, ପଞ୍ଜାବୀ, ବଙ୍ଗଳା ଏବଂ ଇଂରାଜୀ ଭାଷାରେ ରିଲିଜ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନରେ ବସି ଫଟୋଶୁଟ୍‌ କଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଜରୀନ୍‌ ଖାନ୍‌ ବଲିଉଡ୍‌ ସାଙ୍ଗକୁ ପଞ୍ଜାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ଦ୍ୱାରା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫିଲ୍ମ ସାଙ୍ଗକୁ ସୋସିଆଲ...

ନିଜ ଓଜନ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ସିଙ୍ଗର୍‌

ଝିଅମାନେ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଯେତେବେଳେ ସେମାନଙ୍କର ଓଜନ ଏବଂ ବୟସ କଥା ଆସେ, ସେମାନେ ଅନ୍ୟ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ମାୟାନଗରୀର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଡ୍ୟାନ୍ସ ଓ ଏକ୍ସପ୍ରେଶନକୁ ନେଇ ନିଜ ପାଇଁ ବଲିଉଡ୍‌ରେ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ‘ତେଜାବ’...

ଘରେ ଗଣେଶ ଚତୁର୍ଥୀ ପାଳନ କରି ଭାବୁକ ହେଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଗଣପତି ବାପ୍ପାଙ୍କୁ ଖୁବ୍‌ ଆଗ୍ରହ ସହକାରେ ନିଜ...

ମା’ ହେବାକୁ ଚାହିଁ ବସିଛନ୍ତି ପ୍ରିୟଙ୍କା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ମା’ ହେବାକୁ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି। ଏ କଥା ଆମେ ନୁହେଁ ବରଂ ନିଜେ ପ୍ରିୟଙ୍କା କହିଛନ୍ତି।...

ଫେମଶ ହେବାକୁ ସର୍ଜରୀ କରିଥିଲେ ଏହି ନାୟିକା

ମୁ୍‌ମ୍ବାଇ: ଟେଲିଭିଜନ ପରଦାଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭନେତ୍ରୀ ପୁନମ ପାଣ୍ଡେ । ଅନେକ ସମୟରେ...

ବାଜିବ ଶାହାନାଇ; ପ୍ରେମିକ ବିକ୍କିଙ୍କ ହାତ ଧରିବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଅଭିନେତ୍ରୀ

ବମ୍ବେ: ଖୁବ୍‌ଶୀଘ୍ର ବାଜିବ ଶାହାନାଇ। ପ୍ରେମିକ ବିକ୍କି ଜୈନଙ୍କ ହାତ ଧରିବେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ କିନ୍ତୁ...

‘ବଧାଇ ହୋ’ ପରେ ଆସୁଛି ‘ବଧାଇ ଦୋ’, ପ୍ରଥମଥର ନଜର ଆସିବେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍କାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ସିକ୍ବେଲ ‘ବଧାଇ ଦୋ’ ଆସନ୍ତା ଜାନୁୟାରୀରେ ଶୁଟିଂ ହେବ। ‘ବଧାଇ ହୋ’ର ସଫଳତାକୁ...

Advertisement
Archives

Model This Week