ଲତା ମଙ୍ଗେସକରଙ୍କ ଗୀତକୁ ନେଇ ପଶ୍ନ ଉଠିବାରୁ ଜବାବ ରଖିଲେ ଅଦନାନ

ମୁମ୍ବାଇ: ବଲିଉଡ୍ ଗାୟକ ଅଦନାନ ସାମି ନିକଟରେ ଲତା ମଙ୍ଗେସକର, ନୁର ଜାହାଁ, ଆଶା ଭୋସଲେଙ୍କର ଏକ ସୁନ୍ଦର ଫଟୋ ଶେୟାର କରିଥିଲେ । ଫଟୋ ଶେୟାର କରି ଅଦନାନ ଏହାକୁ ଆଇକନିକ ଓ ହିଷ୍ଟୋରିକ ଫଟୋ ବୋଲି କହିଥିଲେ । ଏହାକୁ ଦେଖିବା ପରେ ୟୁଜର୍ସ କମେଣ୍ଟ ଦେବା ଆରମ୍ଭ କରିଥିଲେ । ହେଲେ କେତେଜଣ ୟୁଜର୍ସ ଲତା ମଙ୍ଗେସକରଙ୍କୁ ନେଇ ଏଭଳି କମେଣ୍ଟ କରିଥିଲେ ଯାହା ଅଦନାନଙ୍କୁ ବହୁତ ଖରାପ ଲାଗିଥିଲା । ଲତାଙ୍କ ଉପରେ ଟିପ୍ପଣି ଦେଇ ତାଙ୍କୁ ଓଭରରେଟେଡ ଓ ଅନ୍ୟର କ୍ୟାରିୟର ନଷ୍ଟ କରିଥିବା ସିଙ୍ଗର ବୋଲି କହିଥିଲେ । ଜଣେ ୟୁଜର୍ସ ଲେଖିଥିଲେ କି ଭାରତୀୟଙ୍କ ବ୍ରେନୱାସ କରାଯାଇଥିଲା କି ଲତାଙ୍କ ପାଖରେ ସୁନ୍ଦର କଣ୍ଠ ରହିଛି । ତାଙ୍କ କଣ୍ଠରେ ଯାଦୁ ରହିଛି ବୋଲି ଭାରତୀୟଙ୍କୁ ମାନିବାକୁ ବାଧ୍ୟ କରାଯାଇଥିଲା । ଏହାକୁ ଦେଖିବା ପରେ ଅଦାନାନ ସୋସିଆଲ ମିଡିଆରେ ହିଁ ୟୁଜର୍ସଙ୍କ କ୍ଲାସ ନେଇ ଯାଇଥିଲେ । ଅଦନାନ କହିଥିଲେ ବନ୍ଦର କ୍ୟା ଜାନେ ଅଦରକ କା ସ୍ୱାଦ । ଯଦି ଆପଣଙ୍କ ମନରେ କିଛି ସନ୍ଦେହ ଅଛି ତେବେ କିଛି କହିବା ଅପେକ୍ଷା ଚୁପ୍ ରହିବା ଭଲ ବୋଲି ଅଦନାନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri