ପ୍ରଚାର ପାଇଁ ଟ୍ରମ୍ପ୍ ପାଖରେ ଟଙ୍କା ଅଭାବ
ଓ୍ବାଶିଂଟନ, ୯।୯: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଖରେ ନିର୍ବାଚନ ପ୍ରଚାର ପାଇଁ ଟଙ୍କାର ଅଭାବ ଦେଖା ଦେଇଛି। ନିର୍ବାଚନ ପ୍ରଚାର ଲାଗି କ୍ୟାମ୍ପେନ୍ ଦଳ ପାଖରେ ୧୧୦ କୋଟି ଡଲାର…
ଅନ୍ୟକୁ ଜନ୍ମଦିନରେ ଦେଇଥାନ୍ତି କୋଟି କୋଟି ଟଙ୍କାର ଉପହାର, ହେଲେ ନିଜ ଜନ୍ମଦିନ ପାଳନ୍ତି ନାହିଁ ମୁକେଶ ଅମ୍ବାନୀ; ବ୍ୟକ୍ତିଗତ ଜୀବନରେ ସେ ଏଭଳି..
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ। ଯଦିଓ ବ୍ୟବସାୟୀ ଭାବେ ତାଙ୍କୁ ଅନେକ ଲୋକ ଜାଣନ୍ତି କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ କେମିତି ତାହା ଅଜଣା। ଏସିଆର ସବୁଠାରୁ ଧନୀବ୍ୟକ୍ତି ହୋଇଥିବା ସତ୍ତ୍ୱେ…
ଗତ ୬ ବର୍ଷରେ ଗରିବଙ୍କ ପାଇଁ ଯାହା ହୋଇଛି, ପୂର୍ବରୁ କେବେ ହୋଇ ନ ଥିଲା: ମୋଦି
ନୂଆଦିଲ୍ଲୀ,୯।୯: ଗତ ୬ ବର୍ଷ ମଧ୍ୟରେ ଦେଶର ଗରିବ ଲୋକଙ୍କ ପାଇଁ ଯେତେ କାର୍ଯ୍ୟ କରାଯାଇଛି ତାହା ପୂର୍ବରୁ କେବେ କରାଯାଇ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରାସ୍ତାଘାଟରେ…
ଘର ଛାଡ଼ି ଚାଲି ଆସି ନ ଥିଲେ ଡାକ୍ତର ହୋଇଥାନ୍ତେ କଙ୍ଗନା: ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍ର ଏହି କୁଇନ୍
ବମ୍ବେ: ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଶିବସେନା ଏବଂ ମହାରାଷ୍ଟ୍ର ପୋଲିସ ବିରୋଧରେ ଲଗାତାର ଭାବେ କଟୁ ଟିପ୍ପଣୀ ଦେଉଥିବା ଅଡୁଆରେ ଫସିଛନ୍ତି କଙ୍ଗନା। ବିବାଦକୁ ନେଇ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା…
ଶୋ’ ରୁମ୍ରୁ ନୂଆ କାର୍ କିଣି ବୋହୂଙ୍କୁ ଦେଲେ ଶ୍ୱଶୁର, ଶୁଭ ମହୁରତ ସମୟରେ ଘଟିଲା ଏମିତି…
କାର୍ କିଣିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ସ୍ବପ୍ନ ହୋଇଥାଏ। ସେମିତି ଏକ ପରିବାରର ସ୍ବପ୍ନ ଥିଲା କାର୍ କିଣିବାକୁ। ଏହି ସ୍ବପ୍ନକୁ ପୂରା କରିବାକୁ ସପରିବାର ଯାଇ ପହଞ୍ଚିଥିଲେ ଶୋ’ ରୁମ୍ରେ। ସେଠାରେ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ।…
କଙ୍ଗନାଙ୍କ ଅଫିସ୍ ଭଙ୍ଗା ଉପରେ ପ୍ରଶ୍ନ ଉଠାଇଲା ଭାଜପା, ଏନ୍ସିପି
ମୁମ୍ବାଇ,୯।୯:ଅଭିନେତ୍ରୀ କଙ୍ଗନା କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ବିଏମସିର କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା ଏବଂ ଏନ୍ସିପି। ଏନ୍ସିପି ନେତା ଶରଦ ପାଓ୍ବାର କହିଛନ୍ତି, ବିଏମସି ଏଭଳି କାର୍ଯ୍ୟ ଜରୁରୀ ନ ଥିଲା। ମୁମ୍ବାଇର ଆହୁରି ଅନେକ ଯାଗାରେ ଅବୈଧ କୋଠା…
ଏମିତି ଭାବରେ ଘରେ ରଖୁଛନ୍ତି କି ଜୋତା: ମାଡ଼ି ଆସିବ ବିପଦ
ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ ଚପଲ ରଖିବା ପାଇଁ ମଧ୍ୟ ବାସ୍ତୁଶାସ୍ତ୍ରରେ ଉପଯୁକ୍ତ ସ୍ଥାନ ରହିଛି। ପ୍ରାୟତଃ ଲୋକମାନେ ଜୋତା…
ନିଟ୍ ପରୀକ୍ଷା ସ୍ଥଗିତ ରଖିବା ଆବେଦନ ଖାରଜ: ୧୩ ସେପ୍ଟେମ୍ବରରେ ହେବ ପରୀକ୍ଷା
ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। ନିଟ୍ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ସେପ୍ଟେମ୍ବର ୧୩ରେ ହେବ ବୋଲି କୋର୍ଟ…
ଏହି ନାମଧାରୀ ପୁଅଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି ଝିଅମାନେ: ପ୍ରଥମେ କରିଥାନ୍ତି ପ୍ରେମ ନିବେଦନ
ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ବିଶେଷ ଗୁଣ ରହିଥାଏ। ଏହି ଗୁଣକୁ ଦେଖି ଅନ୍ୟମାନେ ତାଙ୍କପ୍ରତି ଆକୃଷ୍ଟ ହୋଇଥାନ୍ତି। ତେବେ ପୁଅମାନଙ୍କ କଥା କହିଲେ, ସେମାନେ ନିଜର ବ୍ୟକ୍ତିତ୍ୱ ମାଧ୍ୟମରେ ଝିଅମାନଙ୍କୁ ନିଜ ପ୍ରତି ଆକୃଷ୍ଟ କରିଥାନ୍ତି। କିଛି ଝିଅ…
ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ୧୦୦ ଥର ଉଠ୍ବସ୍ ହେବି: ଜାଣନ୍ତୁ ଏପରି କାହିଁକି କହିଲେ ମମତା
କୋଲକାତା,୯।୯: ପଶ୍ଚିମବଙ୍ଗରେ ବେଶ୍ ଧୁମ୍ଧାମରେ ଦୂର୍ଗାପୂଜା ପାଳିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା ପାଇଁ ଅନୁମତି ଦେଇ ନ ଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ବିରୋଧ କରାଯିବା…
୨୬୦ କୋଟିର ପ୍ରାଇଭେଟ୍ ଜେଟ୍, ୮୦ କୋଟି ବଙ୍ଗଳାର ମାଲିକ ହେଉଛନ୍ତି ବଲିଉଡ୍ର ଏହି ଅଭିନେତା: ମୋଟ ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକା
ବଲିଉଡ୍ର ଖିଲାଡି କିଙ୍ଗ ଭାବେ ପରିଚିତ ଅକ୍ଷୟ କୁମାରଙ୍କର ଆଜି ଜନ୍ମଦିନ। ୧୯୬୭ ସେପ୍ଟେମ୍ବର ୯ରେ ଅମୃତସରରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ। ଏହି ଖାସ୍ ଦିନ ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କରୋନାକୁ ନେଇ ଲକ୍ଡାଉନ୍ ଚାଲିଥିବା…
କଙ୍ଗନାଙ୍କ ୪୮ କୋଟି ଟଙ୍କାର ଅଫିସ ଭାଙ୍ଗିଲା ବିଏମ୍ସି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ୪୮ କୋଟି ଟଙ୍କାର ଅଫିସକୁ ଭାଙ୍ଗି ଦେଇଛି ବିଏମ୍ସି। ସୁରକ୍ଷାବାହିନୀ ବଳୟ ମଧ୍ୟରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମ୍ସି ବେଆଇନ ନିର୍ମାଣ ଅଭିଯୋଗରେ ଭାଙ୍ଗି ଦେଇଛି। ଏନେଇ କଙ୍ଗନାଙ୍କୁ ପୂର୍ବରୁ ନୋଟିସ୍ ହୋଇଥିଲା। ଅନ୍ୟପକ୍ଷରେ…
Archives


