ପାମ୍ପଡ଼ ବ୍ୟବସାୟୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା ଅଫିସ,୧୫।୧: ଇସ୍ପାତ ସହରରେ ଜିଏସ୍‌ଟି ଠକେଇ ଥମିବାର ନାଁ ନେଉନି। ଶୁକ୍ରବାର ପୁଣି ବାଲୁଘାଟ ନୂଆ ବସ୍ତିର ମହିଳା ଝୁନୁ ପ୍ରଧାନଙ୍କ ନାମରେ ଏହି ଅଭିଯୋଗ ହୋଇଛି। ଝୁନୁ ପାମ୍ପଡ ବିକ୍ରି କରୁଥିବା ବେଳେ ତାଙ୍କ ନାଁ ରେ ୧୩ ଲକ୍ଷ ୩୮ ହଜାର ୧୦୮ ଟଙ୍କା ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି। ତାଙ୍କ ନାଁରେ ତ୍ରିନେତ୍ର ଟ୍ରେଡର୍ସ ନାମକ ଏକ ଜାଲ କମ୍ପାନି ଖୋଲି ୭୫ ଲକ୍ଷର କାରବାର ହୋଇଛି। ଏ ନେଇ ଜିଏସ୍‌ଟି କର୍ତ୍ତୃପକ୍ଷ ଅବଗତ ହେଲାପରେ ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଏହି ବସ୍ତିର ୩ ଜଣ ବ୍ୟକ୍ତି ପୂର୍ବରୁ ଏଭଳି ଠକେଇର ଶିକାର ହୋଇଛନ୍ତି। ସେମାନେ ଚା’ ବିକାଳି, ଅଟୋ ଚାଳକ, ମୁଢି ଓ ପାମ୍ପଡ଼ ବିକି ଜୀବିକା ନିର୍ବାହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ଅବସ୍ଥାରେ ଦଧିବାମନ

ଖୋର୍ଦ୍ଧା ଅଫିସ,୫।୧୨: ଖୋର୍ଦ୍ଧା ସନ୍ନିକଟ ମୁସଲମାନ ଅଧ୍ୟୁଷିତ କେରଙ୍ଗ ପଞ୍ଚାୟତର ଦିବ୍ୟସିଂହଦେବପୁର ଗ୍ରାମରେ ରହିଛି ଦଧିବାମନ ମନ୍ଦିର। ତତ୍କାଳୀନ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ନାମରେ...

ବରଗଡ଼ରୁ ୪୬ ନୂଆ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ଟପିଲା

ବରଗଡ଼ ଅଫିସ,୧୯।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଜିଲାରୁ ପୁଣି ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...

କୋଭିଡ୍‌ ନିୟମ ଉଲ୍ଲଂଘନ କରି ବାହାଘର: ଗୋପାଳପୁର ମେ ଫେୟାର ହୋଟେଲ ସିଲ୍‌

ବ୍ରହ୍ମପୁର ଅଫିସ/ଗୋପାଳପୁର,୪ା୭- ଗଞ୍ଜାମ ଜିଲାରେ ଭୟଙ୍କର ରୂପ ନେଉଛି କରୋନା। ଏହାର ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ମାତ୍ର ସବୁ ନିୟମକୁ ଫୁ’...

୯ବର୍ଷର ପୁତୁରାଙ୍କୁ ଚେଙ୍କ

କଟକ ଅଫିସ, ୯।୧୦: ମା’ଙ୍କ ଅକାଳ ବିୟୋଗ ପରେ ବାପା ୨ୟ ବିବାହ କଲେ। ହେଲେ ସେମାନଙ୍କଠାରୁ ଠିକ୍‌ରେ ଯତ୍ନ ନ ପାଇବାରୁ ଦାଦାଖୁଡ଼ୀଙ୍କୁ ଭରସା...

କୋଭିଡ-୧୯ ପଜିଟିଭ୍‌ଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଦିଆଯାଉଛି ଟ୍ରେନିଂ, ଚିକିତ୍ସା କରିବା ପୂର୍ବରୁ କରାଯାଉଛି ମକ୍‌ଡ୍ରିଲ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ ରୋଗ। ଏଣୁ ଏଥିରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ଅନ୍ୟ ସ୍ବାସ୍ଥ୍ୟକର୍ମଚାରୀଙ୍କ ପ୍ରତି ବିପଦ ରହିଛି। କାରଣ ସେମାନେ...

ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ମୁରିବାହାଲ, ୧୪।୯ (ଡି.ଏନ.ଏ) : ବଲାଙ୍ଗୀର ଜିଲା ମୁରିବାହାଲଠାରେ ଅନେକ ବର୍ଷର ପ୍ରତୀକ୍ଷା ପରେ ଜେଏମଏଫସି କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ଜିଲା ଓ...

୩ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଟୁଇଟ କରି ସୂଚନା ଦେଲେ ଡିଜିପି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): କ୍ଷମତାର ଦୂରୁପୋଯୋଗ କରିବା ଅଭିଯୋଗରେ ଶୁକ୍ରବାର ୩ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅଧିକାରୀମାନେ ହେଲେ ଏସ୍‌ଆଇ ବନମାଳୀ ନାୟକ, ଏଏସ୍‌ଆଇ ବୀରବର...

ଭୋକ ଉପାସରେ ୯ ଦିନ: ଧାରଣା ଦେଲେ ଆଦିବାସୀ ପରିବାର

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଝାଟିଆ ଗ୍ରାମର କେତେକ ଦିନମଜୁରିଆ ଆଦିବାସୀ ପରିବାର ୯ଦିନ ଭୋକ ଉପାସରେ ରହିବା ପରେ...

Advertisement
Archives

Model This Week