Home Left

ପ୍ରବଳ ରାଗିଗଲେ ଧୋନୀ

ସାଧାରଣତଃ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କୁଲ୍‌ କ୍ୟାପ୍‌ଟେନ୍‌ ବୋଲି କୁହାଯାଏ। ସବୁ ପରିସ୍ଥିତିରେ ସେ ନିଜକୁ ନିୟନ୍ତ୍ରଣରେ ରଖିଥାନ୍ତି। ସେ ପଡିଆରେ ରାଗିବା କୁଚିତ୍‌ ଦେଖାଯାଏ। ନିକଟରେ ଧୋନୀ ରାଗିଥିବା ଏକ ଭିଡିଓ ଭାଇରାଲ…

ଦାଗ ଲାଗିଥିବା ଏହି ମଇଳା ଜିନ୍ସର ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଲୋକମାନେ ବହୁତ ଫ୍ୟାଶନେବୁଲ ହୋଇଯାଇଛନ୍ତି। ଭିନ୍ନ ଷ୍ଟାଇଲ୍‌ ଏବଂ ଧାରା ଅନୁଯାୟୀ ପୋଷାକ ପିନ୍ଧିବାର ଶୈଳୀ ମଧ୍ୟ ବଦଳିଯାଇଛି। କେତେବେଳେ ଫ୍ୟାଶନରେ ଟାଇଟ୍‌ ଜିନ୍ସକୁ ପସନ୍ଦ କରାଯାଏ ତ ଆଉ କେତେବେଳେ ଢିଲା ଜିନ୍ସକୁ। ଠିକ୍‌ ସେହିପରି ଏବେ ଲୋକପ୍ରିୟ…

ବିବାହ ପରେ ସ୍ବାମୀଙ୍କ ବିଷୟରେ ଏମିତିି କହିଥିଲେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଥିବା ମୁକେଶ ଅମ୍ବାନୀଙ୍କ ଝିଅ ହେଉଛନ୍ତି ଈଶା ଅମ୍ବାନୀ। ଈଶାଙ୍କ ବିବାହ ୧୨ ଡିସେମ୍ବର ୨୦୧୮ରେ ପିରାମଲ ଗ୍ରୁପ୍‌ର ଆନନ୍ଦ ପିରାମିଲଙ୍କ ସହ ହୋଇଥିଲା। ସମଗ୍ର ବିଶ୍ୱର ବହୁ…

କରୋନା ଟିକାର କୌଣସି ଗ୍ୟାରେଣ୍ଟି ନାହିଁ: ଡବ୍ଲୁଏଚ୍‌ଓ ମୁଖ୍ୟ

ଓ୍ବାଶିଂଟନ୍‌,୨୩।୯: କରୋନା ମହାମାରୀକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହା କାମ କରିବ କିମ୍ବା ନ କରିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଅଧାନୋମ ଗେବ୍ରେଏସ କହିଛନ୍ତି। କରୋନା…

ଡେଟିଂ ଆପ୍‌ରେ ବ୍ୟବହାର କରାଯାଉଥିଲା ମହିଳା ଏମ୍‌ପିଙ୍କ ଫଟୋ

କୋଲକାତା,୨୩।୯: ତୃଣମୂଳ କଂଗ୍ରେସ ଏମ୍‌ପି ନୁଶ୍‌ରତ୍‌ ଜାହାଁଙ୍କ ଫଟୋ ଏକ ଡେଟିଂ ଆପରେ ବ୍ୟବହାର କରାଯାଉଛି। ଏହା ଜଣାପଡିବା ପରେ ନୁଶରତ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଆଶ୍ରୟ ନେଇଛନ୍ତିି। ବିନା ଅନୁମତିରେ ମୋ ଫଟୋ ବ୍ୟବହାର କରିଯିବାକୁ ମୁଁ ବରଦାସ୍ତ କରିପାରିବି…

ଦିନ ଟିଏ ଉପବାସ କରିବେ ଶରଦ

ମୁମ୍ବାଇ, ୨୩।୯: ରାଜ୍ୟ ସଭାରେ ରବିବାର କୃଷି ବିଲ୍‌ ଗୃହୀତ ସମୟରେ ହଟ୍ଟଗୋଳ କରିଥିବା ୮ଜଣ ଏମ୍‌ପିଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଏମ୍‌ପିଙ୍କ ସମର୍ଥନରେ ପ୍ରାୟ ଅଧିକାଂଶ ବିରୋଧୀ ଦଳ ଏକାଠି ହୋଇ ସଂସଦ ବାହାରେ ୨ଦିନ…

୫ ଆଇଆଇଆଇଟିକୁ ମିଳିବ ଜାତୀୟ ଅନୁଷ୍ଠାନ ମର୍ଯ୍ୟାଦା

ନୂଆଦିଲ୍ଲୀ, ୨୩।୯(ପି.ଟି.): ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି(ଆଇଆଇଆଇଟି) ଆଇନ ସଂଶୋଧନ ବିଲ୍‌- ୨୦୨୦ ରାଜ୍ୟ ସଭାରେ ଗୃହୀତ ହୋଇଛି। ଆଇଆଇଆଇଟି ଆଇନ ୨୦୧୪ ଓ ଆଇଆଇଆଇଟି ସରକାରୀ ବେସରକାରୀ ଭାଗିଦାରୀ ଆଇନ ୨୦୧୭ରେ ଏହି ବିଲ୍‌ ସଂଶୋଧନ ଆଣିବ। ଏଥିସହିତ…

ବ୍ରିଟେନରେ ୬ମାସ ପାଇଁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’

ବ୍ରିଟେନ,୨୩ା୯: କୋଭିଡ୍‌ ସଂକ୍ରମଣ ରୋକିବା ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଦେଶବାସୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୬ ମାସ ପର୍ଯ୍ୟନ୍ତ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ଘୋଷଣା କରିବା ସହ ସାମାଜିକ ମିଳାମିଶା ଉପରେ କଟକଣା…

ଶବ ସଂରକ୍ଷଣ ଗୃହରେ  ପଡ଼ିରହୁଛି ମୃତଦେହ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ଯୋଗୁ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ରଖିବାରେ ଏବେ ବଡ଼ ସମସ୍ୟା ଦେଖାଦେଇଛି। କାରଣ କୋଭିଡ୍‌ ପାଇଁ ଏହି ହସ୍ପିଟାଲକୁ ଦିନକୁ ୧୫ରୁ ଉର୍ଦ୍ଧ୍ୱ ମୃତଦେହ ଆସୁଛି। କିନ୍ତୁ ଏହାକୁ ସଂରକ୍ଷିତ ଭାବେ ରଖିବାକୁ ଜାଗା ନାହିଁ। ଫଳରେ ମୃତଦେହଗୁଡ଼ିକ…

ଅଣାୟତ୍ତ ବେଳେ ଖୋଲିଦେଲେ

ପୁରୀ ଅଫିସ, ୨୩।୯:ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସେପ୍ଟେମ୍ବର ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେବେ ଏଭଳି ସମୟରେ ପର୍ଯ୍ୟଟକଙ୍କ ଆଗମନ ଉପରୁ କଟକଣା ହଟାଇବା ସହ ହୋଟେଲ, ରେଷ୍ଟୁରାଣ୍ଟ, ବେଳାଭୂମି ଆଦି ଖୋଲି…

ସେପ୍ଟେମ୍ବରରେ ୨ଲକ୍ଷ ଟପିବା ଆଶଙ୍କା

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ନେଉନି। ଗତ କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୪ହଜାର ଉପରେ ରହୁଛି। ଏହି ଧାରା ଜାରି ରହିଲେ ଚଳିତମାସ ଶେଷବେଳକୁ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।…

ବିବାହକୁ ମାସେ ପୂରିନି, ସ୍ବାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ତଥା ବୋଲ୍ଡ ମଡେଲ ପୁନମ ପାଣ୍ଡେ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ନିକଟରେ ପ୍ରେମିକ ସାମ ବମ୍ବେଙ୍କୁ ବିବାହ କରିଥିଲେ। ବିଶ୍ୱାସ କରାଯାଉଥିଲା ଯେ ଅଭିନେତ୍ରୀ ନିଜକୁ ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହର କିଛି ଦିନ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri