Home Left

ଏକା ସମୟରେ ଦୁଇ ହାତରେ ଅଲଗା ଅଲଗା ଭାଷାରେ ଲେଖିପାରୁଛନ୍ତି ଏହି ଯୁବତୀ: ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ

ଏକା ସମୟରେ ନିଜର ଦୁଇ ହାତରେ ଅଲଗା ଅଲଗା ଲେଖିପାରୁଛନ୍ତି ଜଣେ ଯୁବତୀ। କର୍ନାଟକର ମାଙ୍ଗାଲୋରର ଜଣେ ୧୬ ବର୍ଷୀୟ ଯୁବତୀଙ୍କ ନିକଟରେ ଏଭଳି ପ୍ରତିଭା ଦେଖିବାକୁ ମିଳିଛି। ଏକ ମିନିଟ୍‌ରେ ପ୍ରାୟ ୪୫ଟି ଶବ୍ଦ ଲେଖିପାରୁଛନ୍ତି ସେ। ଯୁବତୀଜଣଙ୍କ ହେଲେ…

୫୦ ବର୍ଷ ଧରି ବିବାହ କଥାକୁ ଲୁଚାଇ ରଖିଥିଲେ ମୋଦି, ପରେ ଏମିତି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୭ା୯: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ମୋଦିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି କଥା… ସମସ୍ତେ ଜାଣିଥିଲେ ମୋଦି ଅବିବାହିତ। ମାତ୍ର ମୋଦି ପ୍ରକୃତରେ ବିବାହିତ। ତେବେ ମୋଦି…

ଭାରତରେ କେବେ ମିଳିବ କରୋନା ଟିକା: ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭ ।୯: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ସମସ୍ତଙ୍କ ନଜର କରୋନା ଟିକା ଉପରେ । ବିଭିନ୍ନ ଦେଶ ଏହା ଉପରେ ବି ଯୋରସୋରରେ କାମ ଚଳାଇଛନ୍ତି । ଭାରତ ମଧ୍ୟ ଏ…

କଙ୍ଗନାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଉର୍ମିଳା

ମୁମ୍ବାଇ,୧୭ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ପଙ୍ଗା ନେବାରେ ଖୁବ୍ ମାହିର ଏହି ଅଭିନେତ୍ରୀ । ଏବେ ତାଙ୍କର ବଲିଉଡ୍ ସହ ପଙ୍ଗା ଚାଲିଛି ବୋଲି ଆଲୋଚନା ହେଉଛି । ଏହାସହ ଏବେ ଯୋଡି…

୧୨ ବର୍ଷ ପୂର୍ବରୁ ଅପହରଣ ଓ ହତ୍ୟାର ଶିକାର ହୋଇଥିବା ଯୁବତୀ ଜୀବନ୍ତ ଫେରିଲେ!

ଜାଲୌନ,୧୭ ।୯: ଉତ୍ତର ପ୍ରଦେଶର ଜାଲୌନରେ ୧୨ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ଖବର ଆସିଥିଲା ଚର୍ଚ୍ଚାକୁ । ଏବେ କିନ୍ତୁ ୧୨ ବର୍ଷ ପୂର୍ବେ ପ୍ରତିପକ୍ଷ କହିଛି ଯୁବତୀ ମୃତ ନୁହେଁ ବରଂ ଜୀବିତ…

ନିଜର ଅନ୍‌ସ୍କ୍ରିନ୍‌ ମାତାପିତାଙ୍କୁ ହୃଦୟ ଦେଇ ବସିଥିଲେ ଏସବୁ କଳାକାର: କେହି ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ କରିଛନ୍ତି ଡେଟ୍‌

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି କଳାକାର ବ୍ୟକ୍ତିଗତ ଜୀବନରେ ସେମାନଙ୍କୁ ଜୀବନସାଥୀ କରିନେଇଛି। ଆଉ କିଛି ଅନ୍‌ସ୍କ୍ରିନ୍‌ ପିତାମାତା, ଶାଶୁଙ୍କୁ…

ଗୋଟିଏ ଭୁଲ ନିଷ୍ପତ୍ତି ଯୋଗୁ ବରବାଦ ହୋଇଥିଲା କ୍ୟାରିୟର, ଏବେ ବିଗ୍‌ବସ୍‌ରେ ନଜର ଆସିବେ ‘ଗୋପି ବହୁ’

ବମ୍ବେ: ପୁଣିଥରେ ଟେଲି ପରଦାକୁ ଫେରୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଜିୟା ମାନେକ। ଷ୍ଟାରପ୍ଲସରେ ପ୍ରସାରିତ ‘ସାଥ ନିଭାନା ସାଥିୟା’ରେ ମୁଖ୍ୟ ଅଭିନେତ୍ରୀ ଭାବେ ସେ ନଜର ଆସୁଥିଲେ। ହେଲେ ହଠାତ୍‌ ତାଙ୍କର ନିଷ୍ପତ୍ତି ସବୁକିଛି ବରବାଦ କରିଦେଇଥିଲା। ଦର୍ଶକଙ୍କ ମଧ୍ୟରେ ‘ଗୋପି…

ଏହି ଦେଶରେ ନାହିଁ ଛାଡ଼ପତ୍ର ଆଇନ !

ମାନିଲା, ୧୭।୯: ଦାମ୍ପତ୍ୟ ଜୀବନରେ ବେଳେବେଳେ କେତେକ ସମସ୍ୟା ଯୋଗୁ ସ୍ତ୍ରୀ-ସ୍ବାମୀ ଅଲଗା ରହିବାକୁ ବାଧ୍ୟ ହୋଇଥାନ୍ତି। ବୈବାହିକ ଜୀବନରେ ଏହାଦ୍ୱାରା ପ୍ରଭାବ ପଡ଼ିଥାଏ। ଆଇନ ବ୍ୟବସ୍ଥାରେ ଏହାକୁ ଛାଡ଼ପତ୍ର କୁହାଯାଇଥାଏ। ପୃଥିବୀର ଭିନ୍ନ ଭିନ୍ନ ଦେଶରେ ଛାଡ଼ପତ୍ର ନେଇ ବିଭିନ୍ନ…

କରୋନାକୁ ହରାଇଲେ ୧୦୦ ବର୍ଷୀୟା ବୃଦ୍ଧା, ନର୍ସ ପାଳିଲେ ମହୋତ୍ସବ

ଗୁଆହାଟି,୧୭ା୯:  କୁହାଯାଏ ରଖେ ହରି ତ ମାରେ କିଏ। ଠିକ୍‌ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଗୁଆହାଟିରେ। ଏଠାକାର ଜଣେ ଶହେ ବର୍ଷୀୟା ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ସାଧାରଣତଃ ବୟସାଧିକ ଲୋକଙ୍କୁ କରୋନା କବଳିତ କରିଥାଏ। ମାତ୍ର…

ନେପାଳ-ବାଂଲାଦେଶକୁ କନ୍ଦାଉଛି ପିଆଜ: କିଲୋ ୧୫୦ ଟପିଲା

ଢାକା/ କାଠମାଣ୍ଡୁ, ୧୭।୯: ଭାରତରେ ପିଆଜ ଦାମରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାର ଏହାର ରପ୍ତାନୀ ବନ୍ଦ କରିଛନ୍ତି। ଏହାର ପ୍ରଭାବ ଭାରତର ପଡ଼ୋଶୀ ନେପାଳ ଏବଂ ବାଂଲାଦେଶ ଉପରେ ପଡ଼ିଛି। ଏଠାରେ ଏବେ ପିଆଜ ଦାମ କିଲୋ ପିଛା…

ପରଲୋକରେ ଭାଜପା ନେତା ଅଶୋକ ସାହୁ: ଶୋକପ୍ରକାଶ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୭।୯(ବ୍ୟୁରୋ): ବରିଷ୍ଠ ଭାଜପା ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅଶୋକ ସାହୁଙ୍କ ଗୁରୁବାର ପରଲୋକ ଘଟିଛି। କଟକ ପିଠାପୁରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ହୋଇଥିଲା। ତେବେ ସପ୍ତାହେ ଧରି ସେ…

ଭୁବନେଶ୍ୱର, କଟକକୁ ଆସି ପାରିବେ କୋଭିଡ୍‌ ରୋଗୀ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): କଟକ ଓ ଭୁବନେଶ୍ୱରରେ ଥିବା କୋଭିଡ୍‌ ହସ୍ପିଟାଲକୁ ରୋଗୀ ପଠାଇବା ନେଇ ସରକାର ବାରଣ କରିନାହାନ୍ତି। ସରକାର ଦ୍ୱୈତ ନଗରୀରେ ସୃଷ୍ଟି କରିଥିବା ଚିକିତ୍ସା ସୁବିଧା ସାରା ରାଜ୍ୟର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri