Home Left

୧୨୪ ବର୍ଷ ପରେ ପାହାଡ଼ ଉପରେ ଫୁଟିଲା ଏହି ଦୁର୍ଲଭ ଫୁଲ

ଦୀର୍ଘ ୧୨୪ ବର୍ଷ ପରେ ପାହାଡ଼ ଉପରେ ଏକ ବିରଳ ତଥା ଦୁର୍ଲଭ ଫୁଲ ଫୁଟିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଫୁଲ ଫୁଟିଛି ହିମାଳୟ ପରିସର ଅଞ୍ଚଳରେ। ବୈଜ୍ଞାନିକମାନେ ଏହି ଫୁଲକୁ ଦେଖି ଏହା ଲିପାରିସ ପିଗ୍‌ମା ବୋଲି…

ଦେଶରେ ମିଜୋରାମ ଲୋକ ସବୁଠାରୁ ଖୁସିରେ ରୁହନ୍ତି

ନୂଆଦିଲ୍ଲୀ,୨୧ ।୯: ଦେଶରେ ପ୍ରଥମଥର କରାଯାଇଥିବା ହାପିନେସ୍ ସର୍ଭେରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚକୁ ସାମିଲ କରାଯାଇ ର‌୍ୟାଙ୍କିଙ୍ଗ ଦିଆଯାଇଥିଲା । ଏହାପରେ ମିଜୋରାମ, ପଞ୍ଜାବ ଓ ଆଣ୍ଡାମାନ ନିକୋବର ଦ୍ୱୀପ ଟପ୍ ୩ରେ ରହିଛନ୍ତି । ଏଠାକାର ଲୋକ…

ସଚେତନତା ସବୁଠାରୁ ବଡ କଥା

”ଏହି ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ସାଧାରଣ ଲୋକମାନେ କିପରି ଏହି ରୋଗର କାରଣ ସମ୍ପର୍କରେ ଭଲଭାବରେ ଅବଗତ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଏ। ଏହି ଅବସରରେ ସରକାରୀ ଏବଂ ବେସରକାରୀ…

ଖରାପ ପାଗ: ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ

ଲକ୍ଷ୍ନୌ, ୨୧।୯: ଖରାପ ପାଗ ଯୋଗୁ ଉତ୍ତରପ୍ରଦେଶରେ ସୋମବାର ଇନ୍ଦିରାଗାନ୍ଧୀ ଉଡ଼ାଣ ଏକାଡେମୀର ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ୨୧ ବର୍ଷ ବୟସ୍କ ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଆଜମଗଡ଼ର ସରାୟମୀର ଥାନା ଅଞ୍ଚଳରେ ପୂର୍ବାହ୍ନ ୧୧ଟା ୩୦ରେ ହେଲିକପ୍ଟରଟି…

ବିଧାନସଭା ନିର୍ବାଚନ ପୂର୍ବରୁ ଉପହାର ସୁଅ: ବିହାରର ୪୫ ହଜାରରୁ ଅଧିକ ଗାଁରେ ବିଛାଯିବ ଅପ୍ଟିକାଲ ଫାଇବର

ପାଟନା, ୨୧।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମନୋଲୋଭାଣିଆ ପ୍ରତିଶ୍ରୁତି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାରରେ ୯ଟି ରାଜମାର୍ଗ ପରିଯୋଜନାର…

ଭଙ୍ଗାହାଡ଼ର ଛବି

ଲୁହାଛଡ଼ର ଛାଞ୍ଚରେ ଇଟା-ବାଲି-ସିମେଣ୍ଟ ଲଗାଇ ବଡ଼ ବଡ଼ କୋଠାଘର ତିଆରି ହୁଏ। ଛାଞ୍ଚ ନ ରହିଲେ କୋଠାଘର ଛିଡ଼ା ହୋଇପାରିବ ନାହିଁ। ଠିକ୍‌ ସେମିତି, ଆମ ଶରୀରକୁ ତିଆରି କରିବା ପାଇଁ ମୂଳ ଛାଞ୍ଚ ହେଉଛି ହାଡ଼କଙ୍କାଳ (ସ୍କେଲିଟନ୍‌), ଯାହା ଉପରେ…

କେନାଲ୍‌ ମ୍ୟାନ୍‌ଙ୍କୁ ଟ୍ରାକ୍ଟର ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ବିହାରର କେନାଲ୍‌ ମ୍ୟାନ୍‌ କୁହାଯାଉଥିବା ଲାଉଙ୍ଗି ଭୁୟାଁଙ୍କ ଟ୍ରାକ୍ଟର ଉପହାର ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଗୟା ଜିଲାର ଲହଥୁଆ ଅଞ୍ଚଳର କୋଠିଲାୱା ଗାଁରେ ବାସ କରୁଥିବା ଲାଉଙ୍ଗି ୩୦ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ସେ ପାହାଡ କାଟି…

ରାଗିଲେ ପଞ୍ଜାବ ମାଲିକାଣୀ

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ୍‌ମ୍ୟାଚରେ ଶସ୍ତା ଅମ୍ପାୟାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ କିଙ୍ଗସ ଏକାଦଶ ପଞ୍ଜାବର ମାଲିକାଣୀ ପ୍ରୀତି ଜିଣ୍ଟା ଅମ୍ପାୟାରଙ୍କ ଉପରେ ମଧ୍ୟ କ୍ରୋଧ ଜାହିର…

ଗଙ୍ଗାଜଳ ବ୍ୟବହାର କରୁଥିବା ୯୦ ପ୍ରତିଶତଙ୍କୁ ହୋଇନି କରୋନା ସଂକ୍ରମଣ: ଆମେରିକା ପତ୍ରିକା

ନୂଆଦିଲ୍ଲୀ, ୨୧।୯: ଗଙ୍ଗାଜଳ ବ୍ୟବହାର କରୁଥିବା ୯୦ ପ୍ରତିଶତ ଲୋକଙ୍କୁ କରୋନା ସଂକ୍ରମଣ ହୋଇନି। ଏନେଇ ଆମେରିକା ବିଜ୍ଞାନ ପତ୍ରିକା ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ମାଇକ୍ରୋବାୟୋଲୋଜିରେ ତଥ୍ୟ ଭିତିକ ରିପୋର୍ଟ ପ୍ରକାଶ ପାଇଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଗବେଷଣା…

୧୨ ବର୍ଷରୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଏହି ଖେଳାଳି, ଏବେ ଆଇପିଏଲରେ କଲେ ଧମାକା

ୟୁଏଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ଦ୍ୱିତୀୟ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି ରବି ବିଷ୍ଣୋଇ। କ୍ରିକେଟର ଭବିଷ୍ୟତ କୁହାଯାଉଥିବା ରବିଙ୍କ ପାଇଁ ପ୍ରଥମ ମ୍ୟାଚ୍‌ରେ ଅନିଲ କୁମ୍ବଲେଙ୍କ ପରି ଜଣେ ଭେଟେରାନ ଠିଆ ହୋଇ…

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୨୧।୯: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ସୋମବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। କେନ୍ଦ୍ରୀୟ କଶ୍ମୀରର ଶ୍ରୀନଗର ଜିଲାର ନୌଗାମ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଆତଙ୍କବାଦୀମାନେ ୧୧୦ ବାଟାଲିୟନ୍‌ ସିଆର୍‌ପିଏଫ୍‌ ଦଳଙ୍କ ଉପରେ କିଛି ଦୂରରୁ…

କରୋନା ଯୁଦ୍ଧରେ ଲଢିବାକୁ ପରସ୍ପରକୁ ସହଯୋଗ କରିବେ ଭାରତ-ମାଲଦ୍ୱୀପ: ମୋଦି

ନୂଆଦିଲ୍ଲୀ,୨୧ ।୯: କରୋନା ମହାମାରୀ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଏବେ ଭାରତ-ମାଲଦ୍ୱୀପ ଏହି କରୋନା ଯୁଦ୍ଧରେ ଲଢିବାକୁ ପରସ୍ପରକୁ ସହଯୋଗ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ଯୋଗୁ ମାଲଦ୍ୱୀପର ଆର୍ଥିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri