Home Left

ରାଜଧାନୀ ଭୁବନେଶ୍ୱରରୁ ଆଉ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୨।୯: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଏବଂ ୨୪୪ ଜଣ ଲୋକାଲ୍‌ କେସ୍‌ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌…

ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌କୁ ଦେଖିଲେ ୨୦ କୋଟି ଦର୍ଶକ

ନୂଆଦିଲ୍ଲୀ, ୨୨।୯: କରୋନା ମହାମାରୀ ହେତୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ବାତିଲ ହେବା ପରିସ୍ଥିତିରେ ରହିଥିଲା। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ, ଯଦି ଚଳିତ ବର୍ଷ ଆଇପିଏଲ୍‌…

୬ ମାସ ପରେ ଫେରିଲା ମହିଳା କ୍ରିକେଟ୍‌

ଲଣ୍ଡନ, ୨୨।୯: କରୋନା ମହାମାରୀ ମଧ୍ୟରେ ୬ ମାସ ପରେ ଅନ୍ତର୍ଜାତୀୟସ୍ତରରେ ମହିଳା କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଛି। ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍‌ ଦଳ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ…

ରାସ୍ତା କଡ଼ରେ ଜଳିଗଲା କାର୍‌, ପରେ ବାହାରିଲା ଗଞ୍ଜେଇ

ମାଲକାନଗିରି,୨୨।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଏମ୍ଭି ୧୬ ଗ୍ରାମ ନିକଟରେ ଏକ କାର ଜଳି ପୋଡି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, କାର୍ ଟି ମାଲକାନଗିରିରୁ ଆସି କାଲିମେଳା ଦିଗରେ ଯାଉଥିବା ସମୟରେ ହଠାତ କାରଟି…

ବରଗଡ଼ରୁ ୧୨୮ ନୂଆ କରୋନା ପଜିଟିଭ: ୨୩ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ବ୍ୟାଙ୍କ ଶଟ୍‌ଡାଉନ

ବରଗଡ଼ ଅଫିସ,୨୨।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୧୨୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ବ୍ଲକର ୨୬, ବରଗଡ ପୌରାଞ୍ଚଳର ୩୬, ଅତାବିରା ବ୍ଲକର ୪, ଭେଡେନ…

ପିତା ଶ୍ରମିକ, ଝିଅ ବ୍ୟାଙ୍କ୍‌ ଆକାଉଣ୍ଟରେ ଅଛି ୯ କୋଟି ୯୯ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ଲକ୍ଷ୍ନୌ,୨୨।୯: ଉତ୍ତର ପ୍ରଦେଶର ବାଲିଆ ଜିଲାର ବାଂଶଡିହ ଅଞ୍ଚଳର ରୁକୁନପୁରା ଗାଁରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ଟଙ୍କା ଆସିଥିଲା। ଏହା ଦେଖି ଯୁବତୀ ଜଣଙ୍କ ମା’ଙ୍କ…

କାଞ୍ଜିବରମ୍‌ ଇଡ୍‌ଲି

ଆବଶ୍ୟକ ସାମଗ୍ରୀ- ୩ କପ୍‌ ବିରି ଡାଲି, ୫ କପ୍‌ ଇଡ୍‌ଲି ଚାଉଳ, ଭୁର୍ସୁଙ୍ଗପତ୍ର, ହେଙ୍ଗୁ, ଜିରା, କଟା ଅଦା ଓ ଗୋଲମରିଚ ଗୁଣ୍ଡ ଆବଶ୍ୟକ ଅନୁସାରେ। ପ୍ରଣାଳୀ- ପ୍ରଥମେ ବିରି ଓ ଚାଉଳକୁ ଅଲଗା ଅଲଗା ଭିଜାଇ ଦିଅନ୍ତୁ। ପ୍ରାୟ…

ଗର୍ଭାବସ୍ଥାରେ କେଶର ଯତ୍ନ

ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଏ ସମୟରେ କିପରି ଭାବରେ କେଶର ଉପଯୁକ୍ତ ଯତ୍ନ ନେବେ ସେ ସମ୍ପର୍କରେ ଜାଣି ରଖନ୍ତୁ। ଗର୍ଭାବସ୍ଥା ସମୟରେ କେଶରେ କୌଣସି ପ୍ରକାରର ରାସାୟନିକ ଜିନିଷ…

ଘରକୁ ଦିଅନ୍ତୁ ନୂଆ ଲୁକ୍‌

ଘରକୁ ସୁନ୍ଦର ଭାବରେ ସଜାଇ ରଖିଲେ ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହିତ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ । ଏ ଦୃଷ୍ଟିରୁ ଘର ପରିବେଶକୁ କିପରି ସୁନ୍ଦର କରିବେ ଜାଣି ରଖନ୍ତୁ କିଛି ଟିପ୍ସ… ଦୁଇ ତିନି ମାସ…

ଶୃଙ୍ଗାର ବଦଳିଛି ପରିଭାଷା

ଶୃଙ୍ଗାର ପ୍ରିୟ ନାରୀ। ଏମିତି କୌଣସି ନାରୀ ହିଁ ନ ଥିବେ ଯାହାଙ୍କୁ ଶୃଙ୍ଗାର କରିବା ବା ସଜେଇ ହେବାକୁ ଭଲ ନ ଲାଗେ। ହେଲେ ଏବେ କରୋନା ଯୋଗୁଁ ସେମାନଙ୍କ  ପାଇଁ ବଦଳି ଯାଇଛି ଶୃଙ୍ଗାରର ପରିଭାଷା… ନାରୀମାନେ ଶୃଙ୍ଗାର…

ଫ୍ଲୋରାଲ୍‌ ପ୍ରିଣ୍ଟ ଫ୍ୟାଶନ୍‌

ଲକ୍‌ଡାଉନ୍‌ ପାଇଁ ଫିକା  ପଡ଼ିଥିବା ଫ୍ୟାଶନ ଟ୍ରେଣ୍ଡ ଏବେ ପୁଣି ଥରେ ନୂଆ ରୂପ  ନେଇଛି । ଫ୍ୟାଶନ୍‌ ଦୁନିଆରେ ଏବେ ଫ୍ଲୋରାଲ୍‌ ପ୍ରିଣ୍ଟର ଚାହିଦା ଖୁବ୍‌ ବଢ଼ିବାରେ ଲାଗିଛି। ଫ୍ଲୋରାଲ୍‌ ପ୍ରିଣ୍ଟରେ ବିଶେଷକରି ସୂର୍ଯ୍ୟମୁଖୀ ପ୍ରିଣ୍ଟ ସବୁଠୁ ଅଧିକ ଲୋକପ୍ରିୟ…

ଟୁଇଟରରୁ ସବୁଦିନ ପାଇଁ ବିଦାୟ ନେବି, କାହିଁକି ଏମିତି କହିଲେ କଙ୍ଗନା

କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍‌କୁ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ବିରୋଧ କରୁଛନ୍ତି। ସେପଟେ ଏହାକୁ ରାଜନୀତି ଆରମ୍ଭ ହୋଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ମାମଲାରେ ମୁହଁ ଖୋଲିଛନ୍ତି। ତେବେ ତାଙ୍କୁ କିଛି ୟୁଜର୍ସ ଟୁଇଟର୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri