Home Left

ରିୟାଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ମଙ୍ଗଳବାର ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ବୁଧବାର ହାଇକୋର୍ଟ ବନ୍ଦ ରହିଛି। ଫଳରେ ରିୟା…

ବେଡ୍‌ରୁମ ଭିତରେ ରହିଛି ଆମ୍ବ ଏବଂ ଜାମୁ ଗଛ, ଘରର ଡିଜାଇନ୍‌ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ କୌଣସି ବ୍ୟକ୍ତି ଘର ତିଆରି କରିବା ପୂର୍ବରୁ ବିଭିନ୍ନ ଦିଗପ୍ରତି ଧ୍ୟାନ ରଖି ଘର ତିଆରି କରିଥାନ୍ତି। ଯେମିତିକି ଘର ଭିତରେ ଯେପରି କିଛି ଗଛଲତା ନ ରହିବ ସେଥିପ୍ରତି ଘରମାଲିକ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ମାତ୍ର କେରଳରେ ଏମିତି…

ଗାଁ ଦାଣ୍ଡରେ ୪ ଦିନ ହେବ ପଡ଼ିରହିଛି ମା’ ଝିଅଙ୍କ ମୃତଦେହ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ରାଜନଗର,୨୩।୯(ଡି.ଏନ୍‌.ଏ): ମାମୁ ଘର ସମ୍ମୁଖରେ ଭାଣିଜୀର ମୃତଦେହ ୪ ଦିନ ହେବ ପଡ଼ିରହିଛି। ଏହା ସହ ପାଖରେ ଏକ ଆମ୍ବୁଲାନ୍ସରେ ମା’ର ମୃତଦେହ ପଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଅଞ୍ଚଳରେ। ଘଟଣାରେ ସମ୍ପୃକ୍ତ…

ଜାଣନ୍ତି ଅଧିକାଂଶ ଏରୋପ୍ଲେନ୍‌ର ରଙ୍ଗ ଧଳା କାହିଁକି

କେବେ ଏରୋପ୍ଲେନ୍‌ରେ ଯାତ୍ରା କରିଛନ୍ତି କି? ଯଦି ହଁ ତେବେ ନିଶ୍ଚିତ ଦେଖିଥିବେ ଅଧିକାଂଶ ଏରୋପ୍ଲେନ୍‌ର ରଙ୍ଗ ଧଳା। ମନକୁ ବହୁବାର ପ୍ରଶ୍ନ ମଧ୍ୟ ଆସିଥିବ କ’ଣ ପାଇଁ ଏରୋପ୍ଲେନ୍‌ର ରଙ୍ଗ କଳା, ନୀଳ, ହଳଦିଆ ନ ହୋଇ ଧଳା ହୋଇଛି।…

ଟାଇମ୍‌ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଟାଇମ୍‌ ପତ୍ରିକାର ୧୦୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କେବଳ ସେତିକି ନୁହେଁ ଏହି ତାଲିକାରେ ସ୍ଥାନ ପାଇଥିବା ସେ ହେଉଛନ୍ତି ଏକମାତ୍ର ଭାରତୀୟ ଅଭିନେତା।…

ବରଗଡ଼ରେ ପୁଣି ୧୨୧ ନୂଆ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୫୫୦୦ ଟପିଲା

ବରଗଡ଼ ଅଫିସ,୨୩ା୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବୁଧବାର ଜିଲାରେ ପୁଣି ୧୨୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ବ୍ଲକର ୧୬, ପୌରାଞ୍ଚଳର ୩୬, ଅତାବିରା ବ୍ଲକର ୧୩, ଭେଡେନ ବ୍ଲକର…

ସମାଜରେ ଏପରି ଲୋଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ ତାଙ୍କ ନୀତିଶାସ୍ତ୍ରରେ ଏହା ଉଲ୍ଲେଖ କରିଛନ୍ତି। ସେଥିରେ ଚାଣକ୍ୟ ଯୋଗ୍ୟ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି।…

କୋଭିଡ ମୁକାବିଲା : ଇନ୍ଦ୍ରମଣି ତ୍ରିପାଠୀ ବରଗଡ଼ ନୋଡାଲ ଅଫିସର ଭାବେ ନିଯୁକ୍ତ

ବରଗଡ଼ ଅଫିସ,୨୩।୯: ବରଗଡ଼ ଜିଲାରେ କରୋନା (କୋଭିଡ୍‌-୧୯) ମୁକାବିଲା ପାଇଁ ରାଜ୍ୟ ସରକାର ଅତିରିକ୍ତ ସଚିବ (ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ) ଇନ୍ଦ୍ରମଣି ତ୍ରିପାଠୀ ଜିଲାର ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବରୁ ବରଗଡ଼ ଜିଲାପାଳ ଭାବେ…

ସ୍ବାମୀଙ୍କ ମୃତ୍ୟୁର ୪୮ ଘଣ୍ଟା ପୂରିନି, ସ୍ତ୍ରୀ ଚାଲିଗଲେ

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କର ଗତ ରବିବାର ସକାଳେ ପରଲୋକ ହୋଇଥିଲା। ପ୍ରେମାନନ୍ଦଙ୍କ ମୃତ୍ୟୁର ୪୮ ଘଣ୍ଟା ପୂରିନି ତାଙ୍କ ସ୍ତ୍ରୀ ବିନୋଦିନୀ ଦାସମହାପାତ୍ରଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିନୋଦିନୀଙ୍କର…

ପ୍ରାକୃତିକ ସୁଇମିଂ ପୁଲ୍, ଏଥିରେ ବ୍ୟବହାର ହୋଇନି ରାସାୟନିକ ପଦାର୍ଥ

ସମସ୍ତଙ୍କର ସ୍ବପ୍ନ ଥାଏ ନିଜ ଘର ସବୁଠୁ ସୁନ୍ଦର ହେଉ। ଘର ନିକଟରେ ବଗିଚା, ସୁଇମିଂ ପୁଲ୍‌ ଆଦି ରହି ଶୋଭାବର୍ଦ୍ଧନ କରୁ। ଖାସ୍‌ ଏଥିପାଇଁ ତ ଲୋକେ ସ୍ବପ୍ନର ଘରଟିଏ ପାଇଁ ଜୀବନସାରା ରୋଜଗାର କରିଥିବା ଟଙ୍କା ଏଥିରେ ହିଁ…

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ: ପ୍ରଥମେ ନେଗେଟିଭ, ପରେ ପଜିଟିଭ

ବାରଙ୍ଗ,୨୩।୯(ଡି.ଏନ୍‌.ଏ.): ଭୁବନେଶ୍ୱର ବ୍ଲକ ଦାଢ଼ା ପଞ୍ଚାୟତ ଅଧୀନ ବଡ଼ବାଲିପଡ଼ା ଗ୍ରାମର ଗୋଟିଏ ପରିବାର କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନର ସହଯୋଗ ମିଳୁ ନ ଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ପରିବାରର କିଶୋର ରାଉତ କରିଥିବା ଏକ ଭିଡିଓ…

ଚାଣକ୍ୟଙ୍କ ଏହି ନୀତି ଆପଣାଇଲେ ବଦଳିଯିବ ଭାଗ୍ୟ

ଜୀବନରେ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଚାଣକ୍ୟଙ୍କ ସେହି ନୀତି ଗ୍ରହଣ କରେ, ତେବେ ସେ ସଫଳତାର ପାହାଚ ଚଢ଼ି ପାରିବେ। ଏଥି ସହିତ, ସେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri