ଆଇପିଏଲ୍ ଇତିହାସର ୧୦ ବଡ଼ ରେକର୍ଡ
ନୂଆଦିଲ୍ଲୀ, ୧୯।୯: କରୋନା ଭାଇରସ୍ର ପ୍ରଭାବ ମଧ୍ୟରେ ଶନିବାରଠାରୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଗତଥରର ଚାମ୍ପିୟନ ଓ ରନର୍ସଅପ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ…
ହୋମ୍ ଆଇସୋଲେଶନରେ ରହିପାରିବେ ନାହିଁ ଦୂରାରୋଗ୍ୟରେ ପୀଡ଼ିତ ଆକ୍ରାନ୍ତ: ଶିଶୁମାନେ କୋଭିଡ୍ ହସ୍ପିଟାଲରେ ରୁହନ୍ତୁ
ଭୁବନେଶ୍ୱର,୧୯।୯(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଲଗାତର ତିନି ଦିନରୁ ଅଧିକ ହେବ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଟପୁଥିବା ଦେଖାଯାଉଛି। ଏପରିସ୍ଥଳେ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିବା ଅଧିକାଂଶ ରୋଗୀ ଚିକିତ୍ସିତ ହେଉଛନ୍ତି। ଏନେଇ ଶନିବାର…
ବିମାନରେ ତୀବ୍ର ବେଗରେ ହୋଇଥାଏ କରୋନା ସଂକ୍ରମଣ!
ବିମାନରେ କରୋନା ସଂକ୍ରମଣକୁ ନେଇ ଦୁଇଟି ଅଧ୍ୟୟନ କରାଯାଇଛି। ଯେଉଁଥିରୁ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ଜାଣିବାକୁ ମିଳିଛି। ଶୁକ୍ରବାର ପ୍ରକାଶିତ ଏହି ଅଧ୍ୟୟନରୁ ଲଣ୍ଡନରୁ ଭିଏତନାମା ଯିବାକୁ ଥିବା ବିମାନରେ ଜଣେ ସଂକ୍ରମିତ ମହିଳାଙ୍କ ଯୋଗୁ ୧୫ ଜଣ ଲୋକ…
ପୃଥିବୀରେ ଏହି ୩ଟି ଜିନିଷ ସବୁଠୁ ମୂଲ୍ୟବାନ: ପାଖରେ ଥିଲେ ଶତ୍ରୁକୁ କରିପାରିବେ ଜୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର ଏକ ଶ୍ଳୋକରେ ପୃଥିବୀର ତିନୋଟି ମୂଲ୍ୟବାନ ରତ୍ନ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ହୀରା, ମୋତି, ଜମି ଏବଂ ସୁନା କେବଳ ଏକ ପଥର, ଯାହା ବିନା ଜଣେ ବଞ୍ଚିପାରିବ, କିନ୍ତୁ ସେହି ତିନୋଟି…
ଫେରୁଛି ‘ବିଗ୍ବସ୍’: ଚତୁର୍ଦ୍ଦଶ ସଂସ୍କରଣରେ ନଜର ଆସିବେ ଏସବୁ ଲୋକପ୍ରିୟ ଅଭିନେତ୍ରୀ; ଦେଖନ୍ତୁ ତାଲିକା..
ବମ୍ବେ: ଖୁବ୍ଶୀଘ୍ର ଟେଲି ପରଦାକୁ ଫେରୁଛି ଲୋକପ୍ରିୟ ଶୋ’ ‘ବିଗ୍ବସ୍’। ଚତୁର୍ଦ୍ଦଶ ସଂସ୍କରଣରେ କେଉଁ ପ୍ରତିଯୋଗୀ ଭାଗନେବେ ତାହା ସ୍ଥିର ହୋଇସାରିଲାଣି। କେବଳ ପ୍ରିମିୟରକୁ ଅପେକ୍ଷା। ସବୁଥର ଭଳି ଦବଙ୍ଗ ଖାନ୍ ସଲମାନ ମୋଟା ଅଙ୍କର ପାଉଣା ନେଇ ଶୋ’କୁ ହୋଷ୍ଟ…
ସ୍ତ୍ରୀଙ୍କୁ ଫୋନ୍ କରି ସ୍ବାମୀ କହିଲେ ମୁଁ କରୋନା ପଜିଟିଭ୍, ଆଉ ବଞ୍ଚିବିନି; ତା’ ପରେ…
ମହାରାଷ୍ଟ୍ର,୧୯ା୯: ନାଭି ମୁମ୍ବାଇ ବଶୀର ଜଣେ ୨୮ ବର୍ଷୀୟ ବିବାହିତ ଯୁବକ ଗତ ଜୁଲାଇ ୨୪ ରାତିରେ ସ୍ତ୍ରୀଙ୍କୁ ଫୋନ୍ କରି କହିଲେ ‘ମୋର ରିପୋର୍ଟ କରୋନା ପଜିଟିଭ୍ ଆସିଛି, ମୁଁ ଆଉ ବଞ୍ଚିବିନି’। ସ୍ତ୍ରୀ କିଛି ବୁଝିବା ଆଗରୁ ସ୍ବାମୀଙ୍କ…
ସୁପରଷ୍ଟାର ଆମିର ଖାନ୍ଙ୍କ ବଡିଗାର୍ଡ ଥିଲେ ଏହି ଲୋକପ୍ରିୟ ଅଭିନେତା: ଏଭଳି ବଦଳିଥିଲା ଜୀବନ
ବମ୍ବେ: ରୋନିତ ରୟ ଟେଲି ପରଦାର ଚର୍ଚ୍ଚିତ ଅଭିନେତାଙ୍କ ମଧ୍ୟରୁ ଜଣେ। ଧାରାବାହିକ ହେଉ ଅବା ଟେଲି ସିରିଜ, ଫିଲ୍ମ ସବୁଥିରେ ତାଙ୍କ ଆଧିପତ୍ୟ ଦେଖିବାକୁ ମିଳିଥାଏ। ଆଜି ସଫଳତାର ଶୀର୍ଷରେ ପହଞ୍ଚିଥିବା ରୋନିତ ଏକଦା ଜଣେ ସୁପରଷ୍ଟାରଙ୍କ ବଡିଗାର୍ଡ ଥିଲେ।…
ଏମିତି ରୋଷେଇ ଘର ପକାଇଥାଏ ମହିଳାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ: ଦେଖାଯାଏ ସ୍ବାସ୍ଥ୍ୟ ସମସ୍ୟା
ରୋଷେଇ ଘରର ମୁଖ୍ୟ ଭୂମିକା ରହିଛି, ରୋଷେଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଆପଣଙ୍କୁ ସୁସ୍ଥ, ଚାପମୁକ୍ତ ରଖେ, କିନ୍ତୁ ଯଦି ଏହି ରୋଷେଇ ଘରଟି ଭୁଲ ଦିଗରେ ଥାଏ, ତେବେ ଏହା ସର୍ବପ୍ରଥମେ ଘରର ମହିଳାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ…
ବିଗ୍ ବସ୍ ୧୪ ଏଥର ସମ୍ପୂର୍ଣ୍ଣ ରୂପେ ଭିନ୍ନ: ଜାଣନ୍ତୁ କ’ଣ ହୋଇଛି ନୂଆ ନିୟମ
ଟିଭି ପରଦାର ବଡ ରିଆଲିଟି ଶୋ ମଧ୍ୟରୁ ବିଗ୍ ବସ୍ ଅନ୍ୟତମ। ଏହା ଅକ୍ଟୋବର ୩ ରୁ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି। ଶୋ’ର ଅନେକ ପ୍ରମୋ ଏପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଯେଉଁଥିରେ ସଲମାନ ଖାନ୍ ନଜର ଆସିଛନ୍ତି। ପ୍ରୋମୋ ମାଧ୍ୟମରେ…
ଲଭ୍ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ଆସିବେ ଶ୍ରଦ୍ଧା-ରଣବୀର
ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ଓ ନାୟକ ରଣବୀର କପୁର ପ୍ରଥମଥର ପାଇଁ ବଡ ପରଦାରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ବଲିଉଡ୍ ନିର୍ଦ୍ଦେଶକ ଲଭ୍ ରଞ୍ଜନ ଏହି ଯୋଡିଙ୍କୁ ନେଇ ତାଙ୍କ ଆଗାମୀ ଫିଲ୍ମ କରିବେ…
ଅପରେଶନ ସମୟରେ କଥା ହେଉଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ୍ ସର୍ଜରୀ
ସାଧାରଣତଃ ଡାକ୍ତରମାନେ ଶାନ୍ତ ଆଉ ଏକାଗ୍ରତା ରକ୍ଷାକରି ରୋଗୀଙ୍କ ଅପରେଶନ କରିଥାନ୍ତି। ଆଉ ଆତ୍ମୀୟସ୍ବଜନମାନେ ବାହାରେ ଠିଆ ହୋଇ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥାନ୍ତି। ମାତ୍ର ଓଟିରେ ଜଣେ ରୋଗୀଙ୍କ ଅପରେଶନ ଚାଲିଥିବା ବେଳେ ରୋଗୀ ନିଜେ ଡାକ୍ତରଙ୍କୁ ନିଜର…
ଉତ୍ତର ପ୍ରଦେଶରେ ହେବ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୧୯ ।୯: ଗୋଟିଏ ପଟେ ମୁମ୍ବାଇ ଫିଲ୍ମ ସିଟିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଦେଶର ସବୁଠାରୁ ସୁନ୍ଦର ଓ ବଡ ଫିଲ୍ମ ସିଟି ଉତ୍ତର ପ୍ରଦେଶ ନଏଡାର ଗୌତମ ବୁଦ୍ଧ…
Archives


