୨୧୦ କୋଟିର ମାଲିକ ବାହୁବଳୀ ଷ୍ଟାର ପ୍ରଭାସ: ରହିଛି ୧.୫ କୋଟିର ଜିମ୍, ୬୦ କୋଟିର ଫାର୍ମ ହାଉସ୍, ୪୦ କୋଟିର ପର୍ସନାଲ ଇନ୍ଭେଷ୍ଟମେଣ୍ଟ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଫିଲ୍ମ ‘ବାହୁବଳୀ’ରୁ ସେ ଘରେ ଘରେ ପରିଚିତ ହୋଇସାରିଛନ୍ତି। ଦକ୍ଷ ଅଭିନୟ ଓ ହ୍ୟାଣ୍ଡସମ୍ ଲୁକ୍ ପାଇଁ ସାରା ଦେଶରେ ତାଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ଆଜି…
ଗଞ୍ଜାମରେ ପନିପରିବା ଦର ଆକାଶଛୁଆ, ୧୦୦ ଟପିଲା ପିଆଜ
ଗଞ୍ଜାମ,୨୩ା୧୦(ଡି.ଏନ୍.ଏ.): ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ହେବ କରୋନା କଟକଣା ତଥା ଲକ୍ଡାଉନ ଶଟ୍ଡାଉନରେ କାମଧନ୍ଦା କରି ନ ପାରି ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ବେଳେ ପନିପରିବା ଦର ବୃଦ୍ଧି ଚିନ୍ତା ବଢ଼ାଇଛି। ବର୍ତ୍ତମାନ ଏହି…
ପ୍ରଥମ ଦେଖାରେ ଅନୁଷ୍କାଙ୍କୁ କ୍ଷମା ମାଗିଥିଲେ ବିରାଟ: ଜାଣନ୍ତୁ କାହିଁକି
ବଲିଉଡ୍ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ପ୍ରଶଂସକ ଏହି ଯୋଡିକୁ ‘ଭିରୁଷ୍କା’…
ବନ୍ଦର ଆଧୁନିକୀକରଣ ପାଇଁ ୨ ପଦକ୍ଷେପ
ପାରାଦୀପ,୨୩।୧୦(ସ୍ବ.ପ୍ର.): ଦେଶର ବୃହତ ବନ୍ଦର କ୍ଷେତ୍ରରେ ଆଧୁନିକୀକରଣ ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଗତ ସପ୍ତାହ ମଧ୍ୟରେ ଦୁଇଟି ପଦକ୍ଷେପ ନେଇଛନ୍ତି। ତାହା ହେଲା ଭିଟିଏସ୍(ଭେସେଲ ଟ୍ରାଫିକ ମନିଟରିଂ) ଏବଂ ଭିଟିଏମ୍ଏସ୍(ଭେସେଲ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ)। ଏହାକୁ କେନ୍ଦ୍ର ଜାହାଜ…
ଆତ୍ମହତ୍ୟା କରିବା ପୂର୍ବରୁ ସ୍ତ୍ରୀଙ୍କୁ ଏମିତି ନିବେଦନ କଲେ ସ୍ବାମୀ
ଅନ୍ଲାଇନ୍ ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ପୁଡୁଚେରୀର ଜଣେ ବ୍ୟକ୍ତି ମୃତ୍ୟୁକୁ ଆପଣାଇନ୍ତି। ବିଜୟ କୁମାର ନାମକ ଏହି ବ୍ୟକ୍ତି ଜଣଙ୍କ ମୃତ୍ୟୁ ପୂର୍ବରୁ ଏକ ଅଡିଓ କ୍ଲିପ ରେକର୍ଡ କରି ଲୋକଙ୍କୁ ଅନଲାଇନ ଖେଳ ଏବଂ…
କିଛି ସପ୍ତାହ ମଧ୍ୟରେ ଆସିବ କରୋନା ଟିକା: ଟ୍ରମ୍ପ
ଓ୍ବାଶିଂଟନ୍,୨୩।୧୦:ଚୁ ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ପାଇଁ ଦ୍ୱିତୀୟ ତଥା ଶେଷ ବିତର୍କ ଶୁକ୍ରବାର ଦିନ ନାଶଭିଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ…
ଚହଲଙ୍କ ଦୁଷ୍ଟ କହିଲେ ଏହି କ୍ରିକେଟର୍
ଦୁବାଇ,୨୩।୧୦: ଆଇପିଏଲ୍ରେ ୨୦୨୦ରେ ରୟାଲ୍ ଚ୍ୟାଲେଞ୍ଜର୍ସ (ଆରସିବି)ଦଳ ଭଲ ପ୍ରଦର୍ଶନ କରୁଛି। ଖେଳାଳିମାନେ ଏଥିରେ ଖୁସି ମଧ୍ୟ ଅଛନ୍ତି। ମ୍ୟାଚ୍ ପରେ ମଜା କରୁଥିବା ନଜର ଆସୁଛନ୍ତି। ନିକଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଭ୍ୟାସ ଅଧିବେଶନ ବେଳର ଏକ ଫଟୋ ଅଧିନାୟକ…
ଖପୁରିଆ ଆଇଟିଆଇରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଇନୋଭେଶନ ସେଣ୍ଟର
କଟକ ଅଫିସ, ୨୨ା୧୦: ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ପ୍ରତିଷ୍ଠା ହେବ ଫିଜିକାଲ ଏବଂ ଭର୍ଚ୍ଚୁଆଲ ଅତ୍ୟାଧୁନିକ ଇନୋଭେସନ ସେଣ୍ଟର। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ଇଲେକ୍ଟ୍ରୋନିକ୍ସ ଏବଂ ବିଭିନ୍ନ ଯନ୍ତ୍ରପାତି ଉପରେ ଛାତ୍ରୀଛାତ୍ରମାନେ ଶିକ୍ଷାଲାଭ କରିପାରିବେ। ଏ ନେଇ ଗୁରୁବାର ଓଡ଼ିଶା ବୈଷୟିକ…
କୋଭିଡ୍ ଡ୍ୟୁଟିରେ ନିଯୁକ୍ତ ସେବିକାଙ୍କୁ ମିଳୁନି କ୍ୱାରାଣ୍ଟାଇନ ସୁବିଧା
କଟକ ଅଫିସ,୨୩ା୧୦: ଏସ୍ସିବି କୋଭିଡ ପରିଚାଳନା କମିଟି ତରଫରୁ ଆଇସୋଲେଶନ ୱାର୍ଡ ନିମନ୍ତେ ଗତ ୨୯ ତାରିଖରେ ନୁଆ ଏସ୍ଓପି ଜାରି କରାଯାଇଥିଲା। ତଦନୁଯାୟୀ, ଏସ୍ସିବି ଚକ୍ଷୁ ବିଭାଗ କୋଠାରେ ପରିଚାଳିତ ହେଉଥିବା ଆଇସୋଲେସନ ୱାର୍ଡରେ ଅକ୍ଟୋବର ଓ ଅନ୍ୟ ମାସ…
ଖାଲିପଡ଼ିଥିବା ଏକାଡେମୀ ପଦବୀ ପୂରଣ ହେବ: ସଭାପତି, ଉପସଭାପତି ଦୌଡ଼ରେ ରହିବେନି ୬୦ରୁ କମ୍ ବୟସ୍କ ବ୍ୟକ୍ତି
ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସମସ୍ତ ଏକାଡେମୀର ଖାଲି ପଦପଦବୀ ପୂରଣ ହେବ। ଏନେଇ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ, ଓଡ଼ିଶା ଲଳିତକଳା…
କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୫୪ ହଜାରରୁ ଅଧିକ ଚିହ୍ନଟ, ୬୯୦ ମୃତ୍ୟୁ
ନୂଆଦିଲ୍ଲୀ,୨୩।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୫୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୪ ହଜାର ୩୬୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୯୦…
ଶ୍ରୀମନ୍ଦିରର ୮ ଦ୍ୱାର ହେବ ରୁପା ଛାଉଣି
ପୁରୀ ଅଫିସ,୨୩ା୧୦: ଶ୍ରୀମନ୍ଦିରର ୩ଟି ଦ୍ୱାର (ଜୟ ବିଜୟ, କଳାହାଟ ଓ ବେହେରଣ) ରୁପା ଛାଉଣି ହେବ। ଜଣେ ଭକ୍ତ ଏଥିପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ଏ ନେଇ ଶ୍ରୀମନ୍ଦିର…
Archives


