Posted inଫୁରସତ

ଏମିତି ଗାଁ, ଯେଉଁଠି ସମସ୍ତ ଘର ନୀଳ ରଙ୍ଗର

ଦୁନିଆରେ ଏମିତି କିଛି ଗାଁ ଅଛି, ଯାହା ସ୍ବତନ୍ତ୍ର କାରଣ ପାଇଁ ବେଶ୍‌ ପରିଚିତ। କିଛି ଗାଁ ସଫାସୁତରାକୁ ନେଇ ଜଣାଶୁଣା ତ ଆଉ କେଉଁ ଗାଁ ସୁନ୍ଦର କାହାଣୀକୁ ନେଇ ପରିଚିତ। ସେମିତି ଏକ ଗାଁ ରହିଛି ସ୍ପେନ୍‌ରେ। ଏଠାରେ ଥିବା ସମସ୍ତ ଘର ନୀଳ ରଙ୍ଗର।
କୁହାଯାଏ, ୨୦୧୧ରେ ଏଠାରେ ଥ୍ରୀ-ଡି ଫିଲ୍ମ ପାଇଁ ଲୋକେ ନିଜ ଘରକୁ ନୀଳ ରଙ୍ଗ କରିଥିଲେ। ଏହା ପରଠାରୁ ଧୀରେ ଧୀରେ ସବୁ ଲୋକ ନିଜ ନିଜ ଘରକୁ ନୀଳ ରଙ୍ଗ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ପରିବେଶ ସୁରକ୍ଷା ବାର୍ତ୍ତା

ରଙ୍ଗର ପର୍ବ ହୋଲିକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ତେବେ ହୋଲିକୁ ବିଶେଷ ଭାବରେ ପାଳନ କରି ପରିବେଶ ସୁରକ୍ଷାର ବାର୍ତ୍ତା...

କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ମିଳୁଛି ଅଜବ ମାସ୍କ

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଛି। ଏହି ମହାମାରୀ ପାଇଁ ସମଗ୍ର ବିଶ୍ୱବାସୀ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏହାର ଔଷଧ ଏ...

ଦୀର୍ଘ ୩୦ବର୍ଷ ହେବ ମହିଳା ବେଶରେ ରହୁଛନ୍ତି ଏହି ପୁରୁଷ

ଜୌନପୁର,୩।୧୧: ଉତ୍ତର ପ୍ରଦେଶ ଜୌନପୁରରେ ଚିନ୍ତାହରଣ ଚୌହାନ(୬୬) ନାମକ ଜାଣ ବୃଦ୍ଧ ଦୀର୍ଘ ୩୦ ବର୍ଷ ହେବ ନାରୀ ବେଶରେ ରହୁଛନ୍ତି। କଥାଟା କାହାଣୀ ଭଳି...

ନୂଆବର୍ଷ ଆକର୍ଷଣ

ପୁରୁଣାବର୍ଷକୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ଦେଖାଗଲାଣି ଉତ୍ସାହର ମାହୋଲ। କେବଳ ଅପେକ୍ଷା ଆଉ ଦିନ କେଇଟାକୁ। ଏହାପରେ ଆରମ୍ଭ ହୋଇଯିବ...

କରୋନାଭାଇରସ୍‌ ଭୟ ସତ୍ତ୍ୱେ ଚାଇନା ଯୁବତୀଙ୍କୁ ବିବାହ କଲେ ଭାରତୀୟ ଯୁବକ

ଭୋପାଳ,୩।୨: କଥାରେ ଅଛି ପ୍ରେମ କି ଜାଣେ ବାଧା ବନ୍ଧନ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ମନ୍ଦସୌର ଜିଲାରେ ରହୁଥିବା...

ବେଲି ଡ୍ୟାନ୍ସ କରି ଚର୍ଚ୍ଚାରେ ଏହି ଯୁବକ, ନେଇନାହାନ୍ତି କୌଣସି ତାଲିମ

ଆପଣ ନିଶ୍ଚିତ ଭାବରେ ପ୍ରସିଦ୍ଧ ଗାୟକ ଏବଂ ବେଲି ଡ୍ୟାନ୍ସର ଶାକିରାଙ୍କ ନୃତ୍ୟ ଦେଖିଥିବେ। କିନ୍ତୁ ପ୍ରତିଭା ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବିକଶିତ ହୋଇପାରେ...

ସାପକୁ ଚକମା ଦେଇ ଖସି ପଳାଇଲେ ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ସାପକୁ ଚକମା ଦେଇ ବାଇକରେ ପଳାଇ ଯାଉଥିବା ଭିଡିଓ ଭାଇରାଲ ହୋଇଛି।...

ଶୈବାଳରୁ ଭବିଷ୍ୟତ ବାସଗୃହ

ନୂଆଦିଲ୍ଲୀ: ପ୍ରକୃତି ମଣିଷକୁ ସବୁକିଛି ଦେଇଛି। ଏହାକୁ ଠିକ୍‌ ଭାବେ ଠଉରାଇ ପାରୁଥିଲେ ପୂର୍ବପୁରୁଷମାନେ। ପ୍ରକୃତିଦତ୍ତ ସାମଗ୍ରୀକୁ ଠିକଣା ଭାବେ ବିନିଯୋଗ କରି ସେମାନେ ସୁଖଶାନ୍ତିରେ...

Play 250+ Trending Games
Archives

Model This Week

Why Dharitri