ଏଣ୍ଟରଟେନମେଣ୍ଟ କୁଇନ୍‌ ଛାଡ଼ିଲେ ବିଗ୍‌ ବସ୍‌

ମୁମ୍ବାଇ, ୨୨।୨: ବିଗ୍‌ ବସ୍‌-୧୪ରେ ଜଣେ ଚ୍ୟାଲେଞ୍ଜର ଭାବେ ସାମିଲ ହୋଇଥିବା ରାକ୍ଷୀ ସାଓ୍ବନ୍ତ ରବିବାର ଶୋ’ରୁ ଓହରି ଯାଇଛନ୍ତି। ଚଳିତ ସିଜନର ଗ୍ରାଣ୍ଡ ଫାଇନାଲ ରାତିରେ ବିଜେତା ଦୌଡ଼ ବଦଳରେ ସେ ବାଛି ଥିଲେ ୧୪ ଲକ୍ଷ ଟଙ୍କା। ଫଳରେ ଆର୍ଶି ଖାନ, କଶ୍ମିରା ଶାହ ଓ ରାହୁଲ ମହାଜନ ହିଁ ଏହି ରିଆଲିଟି ଶୋ’ର ବିଜେତା ଦୌଡ଼ରେ ରହିଛନ୍ତି।

ଚଳିତ ସିଜନରେ ମୁଖ୍ୟତଃ ରାକ୍ଷୀ ସାଓ୍ବନ୍ତ ଭିଓର୍ସଙ୍କୁ ଯୋଗାଇଥିଲେ ଏଣ୍ଟରଟେନମେଣ୍ଟ ଖୋରାକ। ‘ମୁଣ୍ଡି ତୋଡ ଦିଆ’ ଘଟଣା ତାଙ୍କୁ ଦେଇଥିଲା ମାଇଲେଜ। ଆଉ ଏହା ଟୁଇଟରରେ ଟ୍ରେଣ୍ଡ ପାଲଟିଥିଲା। ତେବେ ଶୋ’ରେ ସ୍ବାମୀ ରିତେଶଙ୍କ ସମ୍ପର୍କରେ ବହୁ ବିବାଦୀୟ କଥା ଖୋଲି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଫଟୋ କ୍ଲିପ୍‌

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଧିକାଂଶ ସମୟରେ ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଭିଡିଓ ଏବଂ...

ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଟିଜର ରିଲିଜ୍‌

ଶେଷରେ ବଲିଉଡର ମେଗା ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟିଜର ମୁକ୍ତିଲାଭ କରିଛି। ଟିଜର୍‌କୁ...

ହିଟ୍‌ ଫିଲ୍ମ ଦେବା ପରେ ବି କାହିଁକି ବଲିଉଡ୍‌ରୁ ଦୂରେଇ ଯାଇଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ରେ ଏବେ ନେପୋଟିଜିମକୁ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି। ଏଠି ଏମିତିବି କେତେଜଣ କଳାକାର...

ବିବାହ ପରେ ସ୍ବାମୀଙ୍କ ସହ ଏକାଠି ନଜର ଆସିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କ ବିବାହର ଫଟୋ ଏବଂ ସେମାନଙ୍କ...

ଏହିଦିନ ମା’ ହେବାକୁ ଯାଉଛନ୍ତି ଆଲିଆ

ମୁମ୍ବାଇ; ବଲିଉଡ ବିୟୁଟି ଆଲିଆ ଭଟ୍ଟ ଏବେ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ସମୟ ଅତିବାହିତ କରୁଛନ୍ତି । କାରଣ ଆଲିଆ ମାଆ ହେବାକୁ ଯାଉଛନ୍ତି...

ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଚୁଲ୍‌ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।...

ବଦଳିଲା ‘ଓ୍ବିକେଣ୍ଡ କା ଓ୍ବାର’ର ସମୟ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ‘ବିଗବସ୍‌ ୧୬’। ଅକ୍ଟୋବର ପହିଲାରୁ ଶୋ’ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଗୋଟିଏ ପରେ ଗୋଟିଏ...

ପୁଣି ପରଦାକୁ ଫେରୁଛି ଏକତା କପୁରଙ୍କ ସୁପରହିଟ ସିରିଏଲ୍‌

ମୁମ୍ବାଇ: ଟିଭି ପରଦାରେ ପ୍ରସାରିତ ହେଉଥିବା ଏକତା କପୁରଙ୍କ ବେଶ୍‌ ଲୋକପ୍ରିୟ ଧାରାବାହିକ ‘କଁ୍ୟୁକି ଶାଶ କଭି ବୋହୁ ଥି’ ପୁଣି ଥରେ ପରଦାକୁ ଫେରୁଛି।...

Advertisement
Archives

Model This Week